Home Left

ବିନା ଗଡ଼ଫାଦରରେ ବଲିଉଡ୍‌ରେ ପରିଚିତି…

ମୁମ୍ବାଇ, ୨୪।୬: ବଲିଉଡ୍‌ରେ ବହୁ ଅଭିନେତା ବଂଶବାଦ ଦ୍ୱାରା ପରିଚିତି ହାସଲ କରିଥିବାବେଳେ ଏଭଳି କେତେକ ଷ୍ଟାର ଅଛନ୍ତି ଯେଉଁମାନେ କୌଣସି ଗଡ଼ଫାଦରଙ୍କ ସହାୟତା ବିନା ନିଜର ସ୍ବତନ୍ତ୍ର ଖ୍ୟାତି ସୃଷ୍ଟି କରିପାରିଛନ୍ତି। ସେସବୁ ଷ୍ଟାରଙ୍କ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ…

ମୃତ୍ୟୁକୁ ଭୟ କରୁଥିଲେ ସୁଶାନ୍ତ: ଶେଷରେ କଲେ ଆତ୍ମହତ୍ୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ଆତ୍ମହତ୍ୟାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗୁଛି।…

ଜଙ୍ଗଲରେ ମିଳିଲା ମୋବାଇଲ୍‌ ସିଗନାଲ୍‌: ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କଲେ ଛାତ୍ରୀଛାତ୍ର

ଡେରାଡୁନ୍‌, ୨୪।୬: କରୋନା ସଂକ୍ରମଣ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ସ୍କୁଲ କଲେଜ ବନ୍ଦ ହୋଇଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା କରୁଛନ୍ତି। ତେବେ ମୋବାଇଲ୍‌ ସିଗନାଲ ନ ମିଳିଲେ ଇଣ୍ଟରନେଟ୍‌ କାମ କରିବା ଅସମ୍ଭବ। ଏପରିସ୍ଥଳେ ଛାତ୍ରୀଛାତ୍ର ସିଗନାଲ୍‌…

ଯାଞ୍ଚ କରିବାକୁ ପଡିବ ରାମଦେବଙ୍କ କରୋନା ଔଷଧ: ଆୟୁଷ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ମଙ୍ଗଳବାର କରୋନା ସଂକ୍ରମଣ ଠିକ୍‌ କରିବାକୁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଥିଲା। ଏହାପରେ ଏହି କରୋନା ଔଷଧକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଥିଲା। ହେଲେ ଆୟୁଷ ମନ୍ତ୍ରଣାଳୟ ସ୍ପଷ୍ଟ…

କେନ୍ଦ୍ରକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୨୪ା୬: ଚାଇନାର ଅନୁପ୍ରବେଶକୁ ଅସ୍ବୀକାର କରିବା ମୋଦି ସରକାର ସୀମା ସ୍ଥିତିକୁ ଅତି ଖରାପ ଭାବେ ପରିଚାଳନା କରିଛନ୍ତି ବୋଲି କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ସମାଲୋଚନା କରାଯାଇଛି। ଏହି ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରି କଂଗ୍ରେସ ମୁଖ୍ୟ ସୋନିଆ…

ବିବାହର ଅଢେଇ ମାସ ପରେ ଥାନାରେ ପହଞ୍ଚିଲେ ୬୬ ବର୍ଷୀୟ ବୃଦ୍ଧ

ଗାଜିଆବାଦ,୨୪।୬: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ରୋଚକ ଘଟଣା ଘଟିଛି। ବିବାହର ଦେଢ ମାସ ପରେ ଥାନାରେ ପହଞ୍ଚିଛନ୍ତି ଜଣେ ୬୬ ବର୍ଷୀୟ ବୃଦ୍ଧ। ସ୍ତରୀଙ୍କ ଯୋଗୁ ସେ ବରବାଦ୍‌ ହୋଇଯାଇଥିବା ପୋଲିସକୁ ଜଣାଇଛନ୍ତି। ଉକ୍ତ ବୃଦ୍ଧ ଜଣଙ୍କ ଜଣେ ବଡ…

ଚିନ୍ତା ବଢ଼ାଇଲା ଦିଲ୍ଲୀ

ନୂଆଦିଲ୍ଲୀ, ୨୪ା୬: ଭାରତରେ ମହାମାରୀ କରୋନାର ପ୍ରକୋପ ବଢ଼ି ବଢ଼ି ଚାଲିଥିବାବେଳେ ମହାରାଷ୍ଟ୍ର, ତାମିଲନାଡ଼ୁ ଓ ରାଜଧାନୀ ଦିଲ୍ଲୀ ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୪୭ ନୂଆ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୬୬…

ଟ୍ରମ୍ପଙ୍କ ନୂଆ ଭିଜା କଟକଣା

ଓ୍ବାଶିଂଟନ, ୨୪ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ନୂଆ ଭିଜା କଟକଣା ଲଗାଇଛନ୍ତି। ପ୍ରଚଳିତ ଏଚ୍‌-୧ବି ଭିଜା ସମେତ ଅନ୍ୟ ଭିଜାକୁ ସେ ଅସ୍ଥାୟୀ ଭାବେ ରଦ୍ଦ କରିଛନ୍ତି। ଫଳରେ ବିଦେଶରେ ରହୁଥିବା ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ…

ଇବୋବି ସିଂଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ,୨୪ା୬: ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓକ୍ରାମ୍‌ ଇବୋବି ସିଂଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୋଟିସ କରିଛି। ୩୩୨ କୋଟି ଟଙ୍କାର ଏକ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ତାଙ୍କୁ ଜେରା କରିବ। ଏଥିପାଇଁ…

ଆର୍‌ଜେଡିକୁ ଶକ୍ତ ଝଟକା

ପାଟନା, ୨୪ା୬ : ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ଦଳବଦଳ ଆରମ୍ଭ ହୋଇଗଲାଣି। ଏହିକ୍ରମରେ ମଙ୍ଗଳବାର ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ଶକ୍ତ ଝଟକା ଲାଗିଛି। ଦଳର ଉପାଧ୍ୟକ୍ଷ ରଘୁବଂଶ ପ୍ରସାଦ…

୪୪%ଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ଚୋରି ଓ ଡକାୟତି ଭଳି ସଙ୍ଗିନ ମାମଲା…

ହରିଦ୍ୱାରରେ ୯ ବର୍ଷ ଧରି ତପସ୍ୟା କରୁଥିଲେ ମୁସଲମାନ ଯୁବକ, ଆଉ ତା’ପରେ…

ପାନିପତ,୨୪।୬: ହରିୟାଣାର ପାନିପତରେ ଜଣେ ମୁସଲମାନ ଯୁବକ ହରିଦ୍ୱାରରେ ୯ ବର୍ଷ ଧରି ତପସ୍ୟା କରି ଫେରିବା ପରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଉକ୍ତ ଯୁବକ ଜଣଙ୍କ ହେଉଛନ୍ତି ନସିବ। ତାଙ୍କ ପରିବାରର ଅନ୍ୟ ୩୫ ଜଣ ମଧ୍ୟ ହିନ୍ଦୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri