ବିବାହରେ କରୋନା ରୋଗୀଙ୍କ ପାଇଁ ୫୦ ବେଡ୍ ଦାନ କଲେ ଦମ୍ପତି
ମୁମ୍ବାଇ,୨୪।୬: କରୋନା ମହାମାରୀକୁ ନେଇ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିଲା ଲକ୍ଡାଉନ। ଏହି ସମୟରେ କରୋନା ସଂକ୍ରମିତ ହାର କମ୍ ଥିଲେ ମଧ୍ୟ ଏବେ ଏହା ଦ୍ରୁତ ଗତିରେ ବଢିବାରେ ଲାଗିଛି। ତେବେ କରୋନା ଯୁଦ୍ଧରେ ଲଢିବାକୁ କିଏ…
ମୋଦିଙ୍କ ଉପରେ ୭୨ ପ୍ରତିଶତରୁ ଅଧିକଙ୍କର ଭରସା: ରାହୁଲଙ୍କ ଉପରେ ବିଶ୍ୱାସ କମିଛି
ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଧିକ ଭାରତୀୟଙ୍କର ଭରସା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ମୋଦି ପ୍ରତି ୭୨.୬ ପ୍ରତିଶତ ଆସ୍ଥା ପ୍ରକଟ କରିଛନ୍ତି। ସେହିପରି ଏନ୍ଡିଏ ଉପରେ ୭୩.୬ ପ୍ରତିଶତଙ୍କ ବିଶ୍ୱାସ…
ନୀତୀଶଙ୍କୁ ଟାର୍ଗେଟ କଲେ ତେଜସ୍ବୀ
ପାଟନା,୨୪।୬: ଆଗକୁ ନିର୍ବାଚନ ଥିବା ବେଳେ ମଙ୍ଗଳବାର ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ରୁ ୫ ଏମ୍ଏଲ୍ସି ନେତା ଦଳ ଛାଡିବା ଘଟଣା ଆସିଥିଲା ଚର୍ଚ୍ଚାକୁ। ମଙ୍ଗଳବାର ଏମାନେ ଦଳ ଛାଡିବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ…
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ
ଝରିଗାଁ,୨୪।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧଙ୍ଗଡ଼ାମାଲ ଗ୍ରାମରେ ବୁଧବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଚଇତୁ ସାନ୍ତା (୪୫), ଚଇତୁଙ୍କ ସ୍ତ୍ରୀ ବିକ (୪୦), ଭଉଣୀ କୁସୁମ (୩୬) ଏବଂ…
ବାବା ରାମଦେବଙ୍କ କରୋନା ଔଷଧକୁ ନେଇ ବଢୁଛି ଅଡୁଆ
ଡେରାଡୁନ,୨୪।୬: ଯୋଗଗୁୁରୁ ବାବା ରାମଦେବଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି ମଙ୍ଗଳବାର କରୋନା ମହାମାରୀର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ସ୍ପଷ୍ଟ କରିବା ସହ ‘ଦିବ୍ୟ କରୋନିଲ ଟାବଲେଟ’ ନାମକ ଏକ ଔଷଧ ଲଞ୍ଚ ମଧ୍ୟ କରିଥିଲା। ଏବେ ଏହାକୁ…
ପୋଲିସ ମାଡ଼ ଅଭିଯୋଗ : ଏଏସ୍ପିଙ୍କୁ ଭେଟିଲେ ପରିବାର ସଦସ୍ୟ
ଛତ୍ରପୁର,୨୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ମଙ୍ଗଳବାର ରାତିରେ ବଡ଼ମାଧପୁର ଗାଁର ଶଙ୍କର୍ଷଣ ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶଙ୍କର୍ଷଣଙ୍କ ନତକଟରେ ମଦ ଥିବା ସନ୍ଦେହକରି ପୋଲିସ ତାଙ୍କ ସହ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।…
ସଲମାନ୍ଙ୍କୁ ସପୋର୍ଟକରି ଟ୍ରୋଲ୍ ହେଲେ ସୁନୀଲ ଗ୍ରୋଭର
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ସଲମାନ୍ ଖାନ୍ଙ୍କୁ ଟାର୍ଗେଟ କରାଯାଇଛି। ସଲମାନ୍ଙ୍କୁ ଲଗାତାର ଭାବେ ଟ୍ରୋଲ୍ କରାଯାଉଥିଲା। ଏହା ପରେ ସଲମାନ୍ ସୁଶାନ୍ତଙ୍କ ପରିବାରକୁ ସାହାଯ୍ୟ କରିବେ ବୋଲି ଏକ ଟୁଇଟ୍ କରିଥିଲେ। ସଲମାନ୍ଙ୍କ ଏହି ଟୁଇଟ୍…
ରୁଷ୍ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା
ମସ୍କୋ,୨୪।୬: ରୁଷ୍ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ରୁଷ୍ର ବିଜୟ ଉପଲେକ୍ଷ ପାଳିତ…
ଭାଗ୍ୟ ବଦଳାଇବ ଓଟ, ଜାଣନ୍ତୁ କାହିଁକି, କିପରି
ଓଟକୁ ମରୁଭୂମିର ଜାହାଜ କୁହାଯାଏ। ମାଲିକ ତାକୁ ଯେତେ କଷ୍ଟ ଦେଲେ ମଧ୍ୟ ସେ ସବୁ ସହି ତା’ର ମାଲିକକୁ ସାହାଯ୍ୟ କରିଥାଏ। ଖାଲି ଏତିକି ନୁହେଁ, ଓଟ ଆପଣଙ୍କ ଭାଗ୍ୟ ବଦଳାଇବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାଣନ୍ତୁ…
ପୃଥିବୀ ଆଡ଼କୁ ମାଡ଼ିଆସୁଛି ୧୦୧୭ ଫୁଟ ଲମ୍ବ ଉଲକାପିଣ୍ଡ
ଓ୍ବାଶିଂଟନ,୨୪।୬: ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ଏବେ ମହାକାଶରୁ ବିରାଟକାୟ ଉଲକାପିଣ୍ଡ ୨୦୧୦-ଏନ୍ଓ୍ବାଇ-୬୫ ମାଡ଼ି ଆସୁଛି। ଜୁନ ୨୪ରେ ଏହା ପୃଥିବୀର ନିକଟ ଦେଇ ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ଘଣ୍ଟାପ୍ରତି ୪୬ ହଜାର ୫ ଶହ…
ଟୟଲେଟର ମୂଲ୍ୟ ୧୭୪ କୋଟି
ଦୀର୍ଘ ଦଶନ୍ଧି ଧରି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନ (ଆଇଏସ୍ଏସ୍)ରେ ପୁରୁଣା ଟେକ୍ନୋଲୋଜିର ଟୟଲେଟ୍ ବ୍ୟବହାର କରିଆସୁଥିଲା। ବର୍ତ୍ତମାନ ସେ ଏକ ନୂତନ ଟୟଲେଟ୍ ତିଆରି କରିଛି, ଯାହାର ମୂଲ୍ୟ ୨୩ ମିଲିୟନ୍ ଡଲାର ଅର୍ଥାତ୍ ୧୭୪…
ନିଜକୁ ଯୁବତୀ ରୂପରେ ଦେଖି ଏମିତି କହିଲେ ଗାଙ୍ଗୁଲି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ସୋସିଆଲ ମିଡିଆରେ ଭାରତୀୟ ଖେଳାଳିଙ୍କ ‘ଫିମେଲ୍ ଭର୍ସନ୍’ର ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫଟୋରେ ଷ୍ଟାର କ୍ରିକେଟରମାନେ ମହିଳା ରୂପରେ ନଜର ଆସିଛନ୍ତି। ଏଥିରେ…
Archives


