Home Left

ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ

ବରୀ,୧୨ା୧୦(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ ପରିବାର ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଅନେକ ପରିବାର ରିଲିଫ ଚାଉଳ, ଟଙ୍କା ପାଇ…

ରାଜଧାନୀରେ ହେବ ଦୁର୍ଗାପୂଜା, ରାମଲିଳା

ନୂଆଦିଲ୍ଲୀ,୧୨ ।୧୦: ବେଶ୍ କିଛି ସମୟର ସଂଶୟ ପରେ ଶେଷରେ ଏହାର ସମାଧାନ ବାହାରିଛି । ରାଜଧାନୀ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ୍‌ଏ) ସେଠାରେ ଦଶହରା ପାଳନ ଓ ରାମଲିଳା କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର…

ଦେଢ଼ ମାସ ପୂରିଲାଣି, ସହାୟତା ମିଳୁନି

ରସୁଲପୁର,୧୨।୧୦ (ଡି.ଏନ୍‌.ଏ.): ସର୍ବସ୍ବ ଧୋଇ ନେଲା ବନ୍ୟା। ପୁରୁଷ ପୁରୁଷ ଧରି ରହିଆସୁଥିବା ଭିଟାମାଟି ଖଣ୍ଡକ ବ୍ରାହ୍ମଣୀ ନଦୀ ଗର୍ଭରେ ଲୀନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ସାଇତି ରଖିଥିବା ସବୁ ସ୍ମୃତି ବନ୍ୟା ପାଣିରେ ଭାସିଗଲା। ହେଲେ ଦେଢ଼…

ଚର୍ବି ପରିମାଣ କମାଏ ଟମାଟୋ

ଟମାଟୋରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଆମ ଶରୀରରେ ଚର୍ବି ପରିମାଣକୁ କମାଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଟମାଟୋ ଖାଇବା ଦ୍ୱାରା ହାର୍ଟ ବେଶ୍‌ ସକ୍ରିୟ ଭାବରେ କାମ କରିଥାଏ…

ବିରାଟ କୋହଲି ନୁହେଁ, ଗୁଗଲ ସର୍ଚ୍ଚ କହୁଛି ଏହି କ୍ରିକେଟରଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଏସମୟରେ ସ୍ବାମୀଙ୍କ ସହ ସେ ୟୁଏଇରେ ସମୟରେ ବିତାଉଛନ୍ତି। ବେଳେବେଳେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଗର୍ଭବସ୍ଥାର ଅନୁଭବ ବାଣ୍ଟୁଛନ୍ତି।…

ଆଜି ବିଶ୍ୱ ସନ୍ଧିପ୍ରଦାହ ଦିବସ: ଗଣ୍ଠିର ହେପାଜତ

ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ହେଉଛି ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ (ବିଶ୍ୱ ସନ୍ଧିପ୍ରଦାହ ଦିବସ)। ସେ ବିଷୟରେ ଉପସ୍ଥାପନା… ଗଣ୍ଠିରୋଗ ବିଷୟରେ ଡାକ୍ତରମାନେ ବହୁ ସମୟରେ ଦୁଇଟି ଡାକ୍ତରୀ ଶବ୍ଦ-ଆର୍ଥ୍ରାଇଟିସ୍‌ ଓ ରିଉମାଟିଜ୍‌ମ ଉଚ୍ଚାରଣ କରିଥାଆନ୍ତି। ଗ୍ରୀକ୍‌ ଶବ୍ଦ ‘ଆର୍ଥ୍ରନ’ର ଅର୍ଥ…

ହେପାଟାଇଟିସ୍‌ ‘ସି’ର ଇତିବୃତ୍ତ

କିଏ ପାଇଛନ୍ତି : ୨୦୨୦ ମସିହାର ଶରୀର ବିଜ୍ଞାନ, ଭେଷଜ ବିଜ୍ଞାନ କିମ୍ବା ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ତିନି ଜଣ ଭୂତାଣୁ ବିଜ୍ଞାନୀ। ଏମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭେ ଜେ. ଅଲଟର, ଚାର୍ଲସ…

ଅକ୍ଟୋବରରେ ବିବାହ କରିବେ ନେହା!

ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡଙ୍କ ବିବାହକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ପୂର୍ବ ପ୍ରେମିକଙ୍କଠାରୁ ଅଲଗା ହେବା ପରେ ଏବେ ନେହା ପଡିଛନ୍ତି ଗାୟକ ରୋହନପ୍ରୀତ ସିଂଙ୍କ ପ୍ରେମରେ । କିଛିଦିନ ତଳେ ନେହା ଏହାକୁ ନେଇ ଇନ୍‌ଷ୍ଟାଗ୍ରାମରେ…

ଲୁଟେରାଙ୍କ କବ୍‌ଜାରେ ସୁନାମୁହିଁ ପର୍ଯ୍ୟଟନସ୍ଥଳୀ

ଖଣ୍ଡପଡ଼ା,୧୨।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ସହର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀ ଏବେ ଲୁଟେରାଙ୍କ କବ୍‌ଜାରେ ଥିବା ଦେଖିବାକୁ ମିଳିଛି। ୨ ବର୍ଷ ତଳେ ଉକ୍ତ ସ୍ଥାନରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା। ଶାରୀରିକ ବ୍ୟାୟାମ ନିମନ୍ତେ ଅନେକ ଉପକରଣ ସ୍ଥାପନ କରାଯାଇଥିଲା।…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟ୍‌କା

ୟୁଏଇ,୧୨।୧୦: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ ଝଟ୍‌କା ଲାଗିଛି। ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଏକ ସପ୍ତାହ ଧରି ଆଇପିଏଲରୁ ବାଦ ଦିଆଯାଇଛି। ଗତ ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷ…

କିଶୋରୀଙ୍କୁ ଚିହ୍ନଟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ରାଜ୍ୟରେ ଥିବା କିଶୋରୀମାନଙ୍କ ବିକାଶ ପାଇଁ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯିବ। ଏହାସହ କିଶୋରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ପୁଷ୍ଟିସାଧନ, ସୁରକ୍ଷା ବ୍ୟବସ୍ଥାକୁ ନିରୀକ୍ଷଣ କରିବା…

କଂଗ୍ରେସରୁ ଇସ୍ତଫା ଦେଲେ ଖୁଶବୁ: ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା

ଚେନ୍ନାଇ, ୧୨।୧୦: ତାମିଲନାଡୁରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଫିଲ୍ମ ଅଭିନେତ୍ରୀ ଖୁଶବୁ ସୁନ୍ଦର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ଯୋଗଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ରାଜ୍ୟ ପ୍ରବକ୍ତା ପଦରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?