Home Left

ରାଜଧାନୀରେ ପେଟ୍ରୋଲ ଦର ୭୯.୪୩ ଟଙ୍କା

ଭୁବନେଶ୍ୱର,୨୦।୬:ଦେଶର ତେଲ ଦର ଆକାଶ ଛୁଆଁ ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୭୯ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଭୁବନେଶ୍ୱରରେ ମଧ୍ୟ ଶନିବାର ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୮୦ ଟଙ୍କା ଛୁଇଁଛି। ଅନ୍ୟ…

ମଦ ଡେଲିଭରି ଦେବେ ଆମାଜନ, ବିଗ୍‌ ବାସ୍କେଟ

କଲିକତା,୨୦।୬: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଏବଂ ବିଗ୍‌ବାସ୍କେଟ ଭାରତରେ ମଦ ଡେଲିଭରି କରିବା ଲାଗି ମଞ୍ଜୁରୀ ଲାଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ରହିଛି। ଏହି ସେଗ୍‌ମେଣ୍ଟରେ ପ୍ରଥମ ଥର ଲାଗି…

ସତର୍କ କରାଇଲା ଡବ୍ଲ୍ୟୁଏଚ୍‌ଓ: ‘ବିପଜ୍ଜନକ ସ୍ଥିତିରେ ମହାମାରୀ କରୋନା’

ଜେନିଭା, ୨୦ା୬: ମହାମାରୀ କରୋନା ଏବେ ଏକ ନୂଆ ଓ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି। ଗତ ଦୁଇଦିନ ହେବ ଉଗ୍ର ସଂକ୍ରମଣ ଦେଖାଦେଇଛି। ଗୁରୁବାର ୧.୫୦ ଲକ୍ଷ ଓ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୧.୮୧ ଲକ୍ଷରୁ ଅଧିକ ନୂଆ…

ଚାଇନାକୁ ବାୟୁସେନା ମୁଖ୍ୟଙ୍କ ସତର୍କବାଣୀ ‘ଯେକୌଣସି ପରିସ୍ଥିତି ଲାଗି ଆମେ ପ୍ରସ୍ତୁତ’

ହାଇଦ୍ରାବାଦ, ୨୦ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏହାକୁ ନେଇ ପରିସ୍ଥିତି ଉଷ୍ମ ରହିଥିବାବେଳେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଆମେ ପ୍ରସ୍ତୁତ ବୋଲି ଏୟାର ଚିଫ୍‌ ମାର୍ଶାଲ ଆର୍‌କେଏସ୍‌ ଭଦୌରିଆ…

ଜାଲ୍‌ ରସିଦ୍‌ ବହି କରି ଫସିଲେ କନଷ୍ଟେବଳ, ମାମଲା ଦାୟର ପରେ ଗିରଫ କଲା ପୋଲିସ

ବ୍ରହ୍ମପୁର ଅଫିସ,୨୦ା୬: ରେଡକ୍ରସ୍‌ ରସିଦ ବହି ନକଲି କରି ଟଙ୍କା ଠକେଇ କରିବାକୁ ଯୋଜନା କରିଥିବା ବ୍ରହ୍ମପୁର ପୋଲିସ ଜିଲାର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁ୍‌କ୍ତ କନଷ୍ଟେବଳକ ଜଣକ ହେଲେ ଟ୍ରାଫିକ ଥାନାରେ କାର୍ଯ୍ୟରତ କୃଷ୍ଣ ନାୟକ(୩୫)। ବୈଦ୍ୟନାଥପୁର…

‘ପାନି’ରୁ ସୁଶାନ୍ତଙ୍କୁ କାଢ଼ିଥିଲା ୟଶରାଜ ଫିଲ୍ମସ୍‌, ଏବେ ମୁମ୍ବାଇ ପୋଲିସ ହାତରେ ଦସ୍ତାବିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ପୋଲିସ ଯାଞ୍ଚ ଜାରି ରଖିଛି। ସମସ୍ତ ଦିଗରୁ ପୋଲିସ ଏହି ଯାଞ୍ଚ କରୁଛି। ସୁଶାନ୍ତଙ୍କ କ୍ୟାରିୟରକୁ ନେଇ ମଧ୍ୟ ପୋଲିସ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ାଇଛି। ଏହି ଯାଞ୍ଚରେ…

ଏହି ସବୁ ଅଭିନେତ୍ରୀ ବଲିଉଡ୍‌ ଜଗତର ବାହାରେ ବାଛିଥିଲେ ଜୀବନସାଥୀ

ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତାଙ୍କ ବାସ୍ତବ ଜୀବନ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ। ସୁନ୍ଦର ଯୋଡିମାନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ। ମାତ୍ର ବାସ୍ତବରେ ଯଦି ତାଙ୍କୁ ଜୀବନସାଥି ଖୋଜିବାକୁ ପଡ଼େ ସେ ବାହାର ଦୁନିଆ ଅପେକ୍ଷା ବଲିଉଡ୍‌ରେ ତାଙ୍କ…

ଟୁଇଟର୍‌ ଛାଡ଼ିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ: ‘ଡିଆକ୍ଟିଭେଟ’ କଲେ ଆକାଉଣ୍ଟ

ବମ୍ବେ: ଟୁଇଟର୍‌ ଛାଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା। ନିଜର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଏହାକୁ ସ୍ପଷ୍ଟ କରିଛନ୍ତି। ନିଜର ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଏଥିପାଇଁ ନକରାତ୍ମକ ଚିନ୍ତାଧାରାରୁ ନିଜକୁ…

ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା

ସିରିଏଲ୍‌ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଜୁନ୍‌ ୧୪ରେ ସେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ସିନେ ଜଗତ ସହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାଇ ପୋ ଚେ, ଏମ.ଏସ୍‌‌ଧୋନି,…

ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରରୁ ଲୋକପ୍ରିୟ ଅଭିନେତା ପାଲଟିଥିଲେ ସୁଶାନ୍ତ

ବମ୍ବେ: ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରରୁ ଧାରାବାହିକ, ପରେ ବଡ଼ପରଦା। ଏଭଳି କିଛି ଥିଲା ଅଭିନେତା ସୁଶାନ୍ତ ସିଂଙ୍କ ଯାତ୍ରା। ଜଣେ ସଫଳ ନାୟକ ଭାବେ ସେ ନିଜକୁ ପ୍ରମାଣିତ ମଧ୍ୟ କରିଥିଲେ। ଜୁନ୍‌ ୧୪ରେ ମାତ୍ର ୩୪ ବର୍ଷ ବୟସରେ ତାଙ୍କର ନିଧନ…

ସୁଶାନ୍ତଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟଣା-ବଲିଉଡ ଅଭିନେତାଙ୍କ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ବଲିଉଡ ଜଗତ ସ୍ତବ୍ଧ ହୋଇପଡ଼ିଛି। ଏଥିସହ ତାଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ସୁଶାନ୍ତଙ୍କ ଦେହାନ୍ତର ଏକ ସପ୍ତାହ ପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ…

ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ଦେବାକୁ ପଡ଼ିବ ବିଶେଷ ଧ୍ୟାନ: ଜାଣନ୍ତୁ କେଉଁଟି କରିବେ କେଉଁଟି ନାହିଁ

ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟେପରାଗ ରବିବାରରେ ଅର୍ଥାତ ଜୁନ୍‌ ୨୧ରେ ପଡ଼ୁଛି। ଏହା ସକାଳ ୧୦.୧୪ ରୁ ଆରମ୍ଭ ହୋଇ ଅପରାହ୍ନ ୧.୩୮ରେ ଶେଷ ହେବ। ଏହି ସୂର୍ଯ୍ୟେପରାଗ ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟେପରାଗ ଆରମ୍ଭରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri