Home Left

କରୋନା, ପେଟ୍ରୋଲ୍‌-ଡିଜେଲ ଦାମ୍‌କୁ ଅନ୍‌ଲକ୍‌ କରିଦେଇଛନ୍ତି ମୋଦି ସରକାର: ରାହୁଲ

ନୂଆଦିଲ୍ଲୀ,୨୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପେଟ୍ରୋଲ୍‌, ଡିଜେଲ ଦର ବୃଦ୍ଧିକୁ ନେଇ ବୁଧବାର ରାହୁଲ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ମୋଦି ସରକାର କରୋନା ମହାମାରୀ ଓ ପେଟ୍ରୋଲ,…

୪ ଘଣ୍ଟା ପାରୋଲରେ ଗଲେ ଅବଦୁର ରେହେମାନ

ଚୌଦ୍ୱାର,୨୪ା୬(ଡି.ଏନ୍‌.ଏ): ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ସଂଦିଗ୍ଧ ଆତଙ୍କବାଦୀ ଅବ୍‌ଦୁର ରେହେମାନ ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବୁଧବାର ଚୌଦ୍ୱାର ଜେଲ୍‌ରୁ ଜଗତପୁର ପୋଲିସ ସହାୟତାରେ ତାଙ୍କ ଘର ଉକ୍ତ ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛକୁ…

ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଉଡ଼ାଣ ଉପରେ ରୋକ ଲଗାଇଲା ଆମେରିକା

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଙ୍କଟ ସମୟରେ ବିଦେଶରେ ଅଟକିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ବିମାନ ଉଡ଼ାଣ କରାଯାଉଛି। ତେବେ ଆମେରିକା ଏୟାର ଇଣ୍ଡିଆର ସ୍ବତନ୍ତ୍ର…

ପ୍ରବାସୀ ଶ୍ରମିକଙ୍କୁ ପୁଣିଥରେ କାମରେ ଯୋଗ ଦେବାକୁ କମ୍ପାନୀ ଦେଉଛି ବିଭିନ୍ନ ଅଫର୍‌

ନୂଆଦିଲ୍ଲୀ,୨୪।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶରେ ହଠାତ୍‌ ଲକ୍‌ଡାଉନ ଜାରି କରାଯାଇଥିଲା। ଫଳରେ ଦେଶରେ ଥିବା ଅଧିକାଂଶ ଦୋକାନ, କଳକାରଖାନା, କମ୍ପାନୀ ବନ୍ଦ ହୋଇଯାଇଥିଲା। ଆଉ ଏଥିରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଥିଲେ। କାରଣ ରୋଜଗାରର ମାଧ୍ୟମ…

କରୋନା ବିଷୟରେ ଆଲୋଚନା କରୁଥିବା ସମୟରେ ହୋଇଥିଲା ବିମାନ ଦୁର୍ଘଟଣା: ପାକିସ୍ତାନ ବିମାନ ଚଳାଚଳ ମନ୍ତ୍ରୀ

ଇସଲାମାବାଦ୍‌,୨୪।୬: ଗତ ମେ ୨୨ରେ ପାକିସ୍ତାନରେ ହୋଇଥିବା ଏ-୩୨୦ ବିମାନ ଦୁର୍ଘଟଣାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ଏହା ମନୁଷ୍ୟକୃତ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ବାର ଖାଁ ସୂଚନା ଦେଇଛନ୍ତି। ଲ୍ୟାଣ୍ଡିଂ ସମୟରେ ଦୁଇ ପାଇଲଟ ପରସ୍ପର…

କଳାକାରଙ୍କୁ ଶୋ’କୁ ଡାକି ବ୍ୟବସାୟ କରୁଥିଲେ କରଣ

ବଲିଉଡ୍‌ ନିର୍ଦ୍ଦେଶକ କରଣ ଜୋହରଙ୍କ ଟକ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’ ବହୁତ ଲୋକପ୍ରିୟ। ଏହି ଶୋ’ ଅନେକଙ୍କ ପାଇଁ ବିବାଦ ସୃଷ୍ଟି କରିଛି। କଳାକାରମାନେ ଏଠାକୁ ଆସି ସତକଥା କହିଥାନ୍ତି। ଯେମିତିକି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଶୋ’ରେ ଆସି…

୩୦ରେ ଭଣ୍ଡାରିପୋଖରୀରେ କଂଗ୍ରେସର ବିକ୍ଷୋଭ

ଭଣ୍ଡାରିପୋଖରୀ,୨୪।୬(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ୩୦ ତାରିଖ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓଙ୍କୁ ଜରିଆରେ ଏକ ଦାବିପତ୍ର ପ୍ରଦାନ…

ପାରିବାରିକ କଳହର କରୁଣ ପରିଣତି: ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ଲହୁ ଲୁହାଣ

ଦିଗପହଣ୍ଡି,୨୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡ଼ା ପଞ୍ଚାୟତ ଓଡ଼ାସିଙ୍ଗି ଗ୍ରାମର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ଏକ ଘରମଧ୍ୟରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ କେ. କୋରା ରେଡ୍ଡୀ। ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ପୋଲିସ ମୃତଦେହ…

ଲକ୍‌ଡାଉନ୍‌ ପରେ ନ୍ୟୁଜିଲାଣ୍ଡ୍‌ରେ ଖୋଲିବ ଫିଲ୍ମ ହଲ୍‌: ପ୍ରଥମେ ରିଲିଜ୍‌ ହେବ ଅଜୟ ଦେବଗନ୍‌ଙ୍କ ଏହି ଫିଲ୍ମ

ମୁମ୍ବାଇ : କରୋନା ଭାଇରସ୍‌ ଯୋଗୁ ନ୍ୟୁଜିଲାଣ୍ଡ୍‌ରେ ଫିଲ୍ମ ହଲ୍‌ ବନ୍ଦ ରହିଥିଲା। ଏବେ ଏହି ଦେଶ ଧୀରେ ଧୀରେ କରୋନା ମୁକ୍ତ ହେବାରେ ଲାଗିଛି। ଏହି ସମୟରେ ନ୍ୟୁଜିଲାଣ୍ଡ୍‌ରୁ ଭାରତୀୟ ଫିଲ୍ମ ପାଇଁ ଖୁସି ଖବର ଆସିଛି। ଫିଲ୍ମ ନିର୍ମାତା…

ପାକିସ୍ତାନ ତୁଳନାରେ ଚାଇନା ଭାରତର ବଡ଼ ଶତ୍ରୁ

ନୂଆଦିଲ୍ଲୀ,୨୪।୬: ଭାରତ ପାଇଁ ପାକିସ୍ତାନ ତୁଳନାରେ ଚାଇନା ଅଧିକ ବିପଦ ସୃଷ୍ଟି କରୁଛି। ସମ୍ପ୍ରତି ହୋଇଥିବା ଏକ ସର୍ଭେରେ ୬୮ ପ୍ରତିଶତ ଭାରତୀୟ ଏଭଳି ମତ ଦେଇଛନ୍ତି। ଚାଇନା ଭାରତର ବଡ଼ ଶତ୍ରୁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୩୨ ପ୍ରତିଶତ ଲୋକ…

ପଡୋଶୀ ଝିଅଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌, ବିବାହ ପାଇଁ ପରିବାର ରଖିଥିଲେ ସର୍ତ୍ତ

ଭାରତୀୟ କ୍ରିକେଟରମାନେ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ଥାନ୍ତି। କିଏ ବଲିଉଡ୍‌ ଅଭିନେତ୍ରୀ ତ ଆଉ କିଏ ଫ୍ୟାଶନ୍‌ ଡିଜାଇନର୍‌କୁ ପ୍ରେମରେ ପଡି ବିବାହ ମଧ୍ୟ କରିଛନ୍ତି। କିନ୍ତୁ ଭାରତୀୟ ଦଳର ଷ୍ଟାର୍‌ କ୍ରିକେଟର୍‌ ଅଜିଙ୍କେ ରାହାଣେ ପିଲାଦିନର ସାଥୀ…

ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଦ୍ରାଭିଡ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି ଦ ଓ୍ବାଲ ରାହୁଲ ଦ୍ରାଭିଡ୍‌। ଗତ ୫୦ ବର୍ଷରେ ଭାରତର ମହାନ ଟେଷ୍ଟ ଖେଳାଳି ଭାବେ ଦ୍ରାଭିଡ ସର୍ବାଗ୍ରେ ଅଛନ୍ତି। ଭାରତର ମହାନ୍‌ ଟେଷ୍ଟ ବ୍ୟଟ୍ସମ୍ୟାନ୍‌କୁ ନେଇ ଓ୍ବିଜଡେନ୍‌ ଇଣ୍ଡିଆ ପକ୍ଷରୁ ସୋସିଆଲ୍‌ ସାଇଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri