ଆକାଶକୁ ଦେଖି କାହାକୁ ମନେ ପକାଇଲେ ସଲମାନ୍‌ ‌…

ଦବଙ୍ଗ ଷ୍ଟାର ସଲମାନ ଖାଁ ପ୍ରାୟ ସାଢ଼େ ୬ ମାସ ପରେ ପୁଣି ଥରେ ଶୁଟିଂ ସେଟକୁ ଫେରିଛନ୍ତି। ସହ ନିର୍ମାତା ଅତୁଲ ଅଗ୍ନିହୋତ୍ରୀଙ୍କ ସହ ସେ ଅଧା ରହିଯାଇଥିବା ଫିଲ୍ମ ‘ରାଧେ’ର ଶୁଟିଂକୁ ପୂରା କରିବେ। ଫିଲ୍ମର ଅଧିକାଂଶ ଭାଗର ଶୁଟିଂ ଶେଷ ହୋଇଥିବା ବେଳେ ଆଉ ମାତ୍ର ୨/୩ ସପ୍ତାହ ମଧ୍ୟରେ କେବଳ ଆକ୍ସନ ଦୃଶ୍ୟର ଶେଷ କରିବାକୁ ରହିଛି। ତେବେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ସଲମାନ ଭାବପ୍ରବଣ ହୋଇପଡ଼ିଥିଲେ।
ମ୍ୟୁଜିକ କମ୍ପୋଜର ଯୋଡି ସାଜିଦ-ଓ୍ବାଜିଦଙ୍କ ମଧ୍ୟରୁ ସାଜିଦ ଫିଲ୍ମର ସୁଟିଂ ସେଟ୍‌ରେ ଉପସ୍ଥିତି ଥିଲେ। ସଲମାନ୍‌ଙ୍କ ଉପରେ ଏକ ଗୀତର ଶୁଟିଂ ଚାଲିଥିଲା। ଏହି ସମୟରେ ଓ୍ବାଜିଦଙ୍କ ଜନ୍ମଦିନ ବିଷୟରେ ସାଜିଦ ସଲମାନ୍‌ଙ୍କୁ କହିଥିଲେ। ଏହା ଶୁଣିବା ପରେ ସଲମାନ ଭାବପ୍ରବଣ ହୋଇପଡ଼ିଲେ। ସାଜିଦ ଏବଂ ସଲମାନ୍‌ ଉଭୟ ଆକାଶକୁ ଦେଖି ତାଙ୍କୁ ମନେ ପକାଇଲେ।
ପ୍ରକାଶ ଯେ, କିଛି ଦିନ ପୂର୍ବେ ଓ୍ବାଜିଦଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋରି-ସସ୍‌ପେନ୍ସ-ଏଣ୍ଟରଟେନ୍‌ମେଣ୍ଟରେ ଭରପୂର ‘ଭିତିରି କଥା’

ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ବାସର ରାତି ଏକ ନିଆରା ଅନୁଭୂତି ନେଇ ଆସିଥାଏ। ଆଦୌ ଚିହ୍ନା ନ ଥିବା, ଜଣା ନ ଥିବା ଦୁଇଟି ଝିଅପୁଅଙ୍କ...

‘ଅଂଗ୍ରେଜି ମିଡିୟମ’ର ଟ୍ରେଲର ରିଲିଜ ପୂର୍ବରୁ ମନକଥା କହିଲେ ଇର୍‌ଫାନ: କନ୍ଦାଇପାରେ କିଛି ସେକେଣ୍ଡର ବାର୍ତ୍ତା

ବମ୍ବେ: କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ଏକରକମ ଫିଲ୍ମ ଜଗତଠାରୁ ଦୂରେଇ ଯାଇଛନ୍ତି ଅଭିନେତା ଇର୍‌ଫାନ ଖାଁ। ଚିକିତ୍ସା ଚାଲୁ ରହିଥିବାରୁ ସେ ଅଭିନୟକୁ ସମୟ...

ନବୀନ..ନବୀନ ଗୀତ ୬ଥର: ଶୁଣିଥିଲେ ମୁଖ୍ୟମନ୍ତ୍ରୀ

ବହୁ ଲୋକ ଦୁଃଖ ଗୀତକୁ ପସନ୍ଦ କରନ୍ତି। ଏଣୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ(ଜାପାନୀ)ଙ୍କ ପାଇଁ ଦୁଃଖ ଗୀତଗୁଡ଼ିକ ହିଁ ଆଶୀର୍ବାଦ ହୋଇ ଆସିଲା।...

ରିୟାଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ମଙ୍ଗଳବାର...

ବିବାହ କରିବେ ‘କୁଛ୍‌ କୁଛ୍‌ ହେତା ହୈ’ର ଛୋଟ ସର୍ଦ୍ଦାର: ଜାଣନ୍ତୁ କାହାକୁ…

ଫିଲ୍ମ ‘କୁଛ୍‌ କୁଛ୍‌ ହେତା ହୈ’ରେ ସର୍ଦ୍ଦାର ଚରିତ୍ରରେ ଅଭିନୟ କରିଥିବା ସେଇ ଛୋଟ କ୍ୟୁଟ୍‌ ପିଲାଟିକୁ ସମସ୍ତେ ମନେ ରଖିଥିବେ ନିଶ୍ଚୟ। ଫିଲ୍ମରେ ସେ...

ନେଟଫ୍ଲିକ୍ସରେ ରିଲିଜ୍‌ ହେବ ଗୁଞ୍ଜନ ସାକ୍ସସେନା ବାୟୋପିକ୍‌

ମୁମ୍ବାଇ: ଶରଣ ସାକ୍ସସେନାଙ୍କ ନିର୍ଦ୍ଦେଶିତ ତଥା ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ଗୁଞ୍ଜନ ସାକ୍ସସେନାର ରିଲିଜ୍‌କୁ ନେଇ ପୂର୍ବରୁ ସୋସିଆଲ ମିଡିଆରେ ଖୁବ୍‌ ଆଲୋଚନା ହେଉଥିଲା।...

ବଲିଉଡର ଜଣେ ହିଟ୍‌ ଅଭିନେତ୍ରୀ ହେଉଛନ୍ତି ଫଟୋରେ ଦେଖୁଥିବା ଶିଶୁ, ଚିହ୍ନିପାରୁଛନ୍ତି କି..

ବମ୍ବେ: ଗୁରୁଦିବସ ଉପଲକ୍ଷେ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାରମାନେ ନିଜ ଗୁରୁଙ୍କୁ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଜଣେ ଅଭିନେତ୍ରୀ ପ୍ରଥମ...

ବିବାଦର ଅନ୍ୟ ନାମ ମହେଶ : ପୂଜା ଝିଅ ହୋଇ ନ ଥିଲେ ବିବାହ କରିଥାନ୍ତି

ମହେଶ ଭଟ୍ଟ ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଫିଲ୍ମ ସହିତ ସେ ଅନେକ କାରଣକୁ ନେଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।...

Play 250+ Trending Games
Archives

Model This Week

Why Dharitri