ଭୂତାଣୁମୁକ୍ତ ହେବ ରେଳଯାତ୍ରା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): କରୋନା ବିରୋଧରେ ଲଢେଇକୁ ସୁଦୃଢ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳପଥ। ପ୍ରଥମେ ଆଇସୋଲେଶନ କୋଚ୍, ଏବେ ପୋଷ୍ଟ୍ କୋଭିଡ୍-୧୯ କୋଚ୍ ପ୍ରସ୍ତୁତ କରିଛି ରେଲ୍ଓ୍ବେ। ଏଥିରେ ଟଚ୍ ଫ୍ରି ଉପକରଣ ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ରହିଛି। କପର-କୋଟେଡ୍…
ଗର୍ଭଯନ୍ତ୍ରଣା ହେଉଥିବା ମହିଳାଙ୍କୁ ଥାନାକୁ ନେଇଗଲା ପୋଲିସ, ଆଉ ତା’ପରେ
ଗାନ୍ଧୀନଗର,୧୫।୭: ଗୁଜୁରାଟର ବନାଶକାଣ୍ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ଅବହେଳା ଯୋଗୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପୀଡିତାଙ୍କ ପରିବାର ଅନୁଯାୟୀ, ଘରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭଯନ୍ତ୍ରଣା ହେଉଥିଲା। ଏହା ପରେ ପରିବାର ସଦସ୍ୟ ତାଙ୍କୁ…
ଭିକ୍ଷା ମାଗୁଛନ୍ତି ପୂର୍ବତନ ଡିଏସ୍ପିଙ୍କ ପୁଅ
କଟକ ଅଫିସ,୧୫ା୭: ଦିବାକର ପରିଡ଼ା ଥିଲେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତ ପକ୍ଷରୁ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ। ସ୍ବାଧୀନ ଭାରତରେ ଓଡ଼ିଶା ପୋଲିସ ଗଠନ ହେବା ପରେ ଏଥିରେ ମଧ୍ୟ ତାଙ୍କୁ ନିଯୁକ୍ତି…
ପରଲୋକରେ ନାଟ୍ୟ ନିର୍ଦ୍ଦେଶକ ପୁଲିନ୍ ବିହାରୀ ମାନସିଂହ
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଓଡ଼ିଶା ନାଟ୍ୟସଂଘର ଉପଦେଷ୍ଟା ତଥା ରାଉରକେଲାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପୁଲିନ୍ ବିହାରୀ ମାନସିଂହଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ ହୃଦ୍ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ…
ଅନ୍ଲାଇନ୍ରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ନାମଲେଖା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): କୋଭିଡ୍-୧୯ ସମୟରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଲାଗି ଆଡ୍ମିଶନ ପ୍ରକ୍ରିୟାକୁ ସହଜ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏଥିଲାଗି ଅନ୍ଲାଇନ୍ ଆଡ୍ମିଶନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏନେଇ ମଙ୍ଗଳବାର ବିଭାଗୀୟ…
ଭୋକିଲା ମୁହଁରେ ହସ ଫୁଟାଉଥିବା ବ୍ୟକ୍ତି କରୋନା ଯୁଦ୍ଧରେ ହାରିଗଲେ
ନୂଆଦିଲ୍ଲୀ,୧୫।୭:ଦେଶରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଛି। ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ମାମଲା ଆସୁଛି। ଦିଲ୍ଲୀର ଅବସ୍ଥା ମଧ୍ୟ ଚିନ୍ତାଜନକ। କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚରେ ଦେଶରେ ଲକ୍ଡାଉନ୍ ଘୋଷଣା କରିଥିଲେ। କାମ…
ଆଖି ବୁଜିଲେ କରୋନା ଆକ୍ରାନ୍ତ ଶିଶୁ
ଭୁବନେଶ୍ୱର, ୧୫।୭(ବ୍ୟୁରୋ): କରୋନାରେ ଆକ୍ରାନ୍ତ ସୁନ୍ଦରଗଡ଼ର ଜଣେ ଶିଶୁ ଆଖିବୁଜିଛନ୍ତି। ତାଙ୍କୁ ଏକବର୍ଷ ୩ ମାସ ହୋଇଥିଲା। ତେବେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ ମଧ୍ୟ ଜିଏମ୍୧ ଗାଙ୍ଗଲିଓସିଡୋସିସ୍ ରୋଗରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର…
ପ୍ରବାସୀ ହୋମ୍ କ୍ୱାରାଣ୍ଟାଇନ୍ରେ ନ ରହି ଫାଷ୍ଟଫୁଡ୍ ବିକିଲେ
ସାଲେପୁର,୧୫।୭(ଡି.ଏନ୍.ଏ.): ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର ଜଣେ ପ୍ରବାସୀ ହୋମ୍ କ୍ୱାରାଣ୍ଟାଇନ୍ ନିୟମ ନ ମାନି ଫାଷ୍ଟଫୁଡ୍ ବିକୁଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ଉକ୍ତ ପଞ୍ଚାୟତକୁ ସରପଞ୍ଚ ହରପ୍ରସନ୍ନ ବେହେରା ୪୮ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଏହା…
କରୋନାରେ ହଜିଗଲା ପଲିଥିନ କଟକଣା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ପଲିଥିନମୁକ୍ତ କରିବାକୁ ଚାହୁଁଛନ୍ତି। ଏପରି କି ପ୍ରଥମ…
ଗାଁରେ ନାହିଁ ବିଜୁଳି, କୃଷକଙ୍କ ପୁଅ ୯୮.୨ ପ୍ରତିଶତ ମାର୍କ ରଖି ବିଦେଶରେ ପଢିବାକୁ ହାସଲ କଲେ ଯୋଗ୍ୟତା
ଲକ୍ଷ୍ନୌ,୧୫।୭: ସିବିଏସି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୮.୨ ପ୍ରତିଶତ ମାର୍କ ପାଇଥିବା ଜଣେ କୃଷକଙ୍କ ପୁଅ ଏବେ ବିଦେଶରେ ପଢିବେ। ସେ ଆମେରିକାରେ ଥିବା ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ୧୦୦ ପ୍ରତିଶତ ଛାତ୍ରବୃତ୍ତି ପାଇଛନ୍ତି। ଅନୁରାଗ ତିୱାରୀ ନାମକ ଏହି ଛାତ୍ର…
ପ୍ରିୟଙ୍କାଙ୍କ ଅନୁରୋଧ ରଖିଲେ ମୋଦି
ନୂଆଦିଲ୍ଲୀ,୧୫।୭: ସରକାରୀ ବଙ୍ଗଳା ଖାଲିକରିବା ଲାଗି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରିୟଙ୍କାଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଆଉ କିଛିଦିନ ଲୋଧି ଇଷ୍ଟେଟ୍ ବଙ୍ଗଳାରେ ରହିବା ଲାଗି ତାଙ୍କୁ ଅନୁମତି ଦେଇଛନ୍ତି। ୨୦୧୧ରେ କଂଗ୍ରେସ…
ଭାରତରେ ଟିକାର ମାନବ ପରୀକ୍ଷା ଖୁବ୍ଶୀଘ୍ର
ନୂଆଦିଲ୍ଲୀ,୧୫ା୭: ଭାରତରେ ଦୁଇଟି ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଲାବରେଟୋରି ପରୀକ୍ଷା ସଫଳ ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ମାନବ ଶରୀରରେ ଏହାର ପରୀକ୍ଷା ଆରମ୍ଭ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ବଳରାମ…
Archives


