ଆସନ୍ତା ୭ ଦିନ ମଧ୍ୟରେ ମହାକାଶରେ ଘଟିବାକୁ ଯାଉଛି ଏସବୁ ଘଟଣା
ନୂଆଦିଲ୍ଲୀ: ଗ୍ରହମାନଙ୍କର ପରିବର୍ତ୍ତିତ ଗତିବିଧି ହେତୁ ୧୪ରୁ ୨୦ଜୁଲାଇ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଏହା ସ୍ବତନ୍ତ୍ର ହେବାକୁ ଯାଉଛି। ଜାଣନ୍ତୁ ଏହି ବିରଳ ସଂଯୋଗ ଭାରତକୁ କିପରି ପ୍ରଭାବିତ କରିବ। ୧୪ ଜୁଲାଇ ରାତିରେ ପୃଥିବୀ ସୂର୍ଯ୍ୟ ଏବଂ ଗୁରୁଙ୍କ ମଧ୍ୟରେ…
ଆଣ୍ଠୁ ମାଡି ବସି ମାହିରାଙ୍କ ପ୍ରତି ଥିବା ପ୍ରେମ ବ୍ୟକ୍ତ କଲେ ପାରସ୍, ମିଳିଲା ଏପରି ଜବାବ..
ବମ୍ବେ: ବିଗ୍ବସ୍-୧୩ ସିଜନ୍ର ଅନ୍ୟତମ ଚର୍ଚ୍ଚିତ କପଲ ଥିଲେ ପାରସ୍ ଛାବଡା-ମାହିରା ଶର୍ମା। ଏବେ ମଧ୍ୟ ଉଭୟ ଉଭୟଙ୍କର ଭଲ ବନ୍ଧୁ ଅଛନ୍ତି। ଶୋ’ରୁ ବାହାରିବା ପରେ ଏକାଧିକ ଭିଡିଓରେ ଉଭୟ କାମ କରିଛନ୍ତି। ଏବେ ତାଙ୍କର ତୃତୀୟ ଗୀତ ଆସିବାକୁ…
ବଧୂଙ୍କ ପାଇଁ ଆସିଲା ସୁନାର ‘ମାସ୍କ କମ୍ ନେକ୍ଲେସ୍’: ବଜାରରେ ବଢ଼ୁଛି ଚାହିଦା..
କରୋନା ସଂକ୍ରମଣକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ପ୍ରକାରର ମାସ୍କ ଉପଲବ୍ଧ ହେଉଛି। ଏବେ ବିବାହ ସମୟ ଚାଲିଥିବାରୁ ବରକନ୍ୟାଙ୍କ ପାଇଁ ସ୍ବତନ୍ତ୍ର ମାସ୍କ କରାଯାଉଛି। ଏହାର ଡିମାଣ୍ଡ ମଧ୍ୟ ବଢ଼ୁଥିବା…
କରୋନାରେ ବିଏମ୍ସିର ମୁଖ୍ୟ କିରାଣିଙ୍କ ମୃତ୍ୟୁ: ୧୪ ଦିନ ପାଇଁ ଏସବୁ ବିଭାଗ ବନ୍ଦ, ଏସବୁ ଖୋଲା
ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବିଏମସିର ମୁଖ୍ୟ କିରାଣି ଉପେନ୍ଦ୍ର ମାଝିଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରଠୋର ସୂଚନା ଦେଇଛନ୍ତି…
ଏଣିକି ବୋତଲରେ ନୁହେଁ, ପେପରରେ ମିଳିବ ମଦ
କରୋନା ମହମାରୀ ସମୟରେ ଅନେକ ନୂତନ ଉଦ୍ଭାବନ କରାଯାଉଛି। ଆପଣମାନଙ୍କ ମଧ୍ୟରୁ ବି ଲକ୍ଡାଉନରେ ଅନେକ ନୂଆ ନୂଆ ଉଦ୍ଭାବନ କରିଥିବେ। ଆଉ ଏଥିରୁ ବହୁତ କିଛି ଶିଖିଥିବେ ମଧ୍ୟ। କେଉଁଠି ନଡ଼ିଆ ପତ୍ର ସହିତ ନଡ଼ାରେ ପାଇପ ତିଆରି କରାଯାଉଛି…
ଆମ୍ବୁଲାନ୍ସ ଆବଶ୍ୟକ ବୋଲି ହେଲ୍ପଲାଇନ୍ ନମ୍ବରକୁ ଯାଇଥିଲା ୩୧ କଲ୍: ୩୧ ଜଣ ଗଲେ କୋଭିଡ ହସ୍ପିଟାଲ
ଛତ୍ରପୁର,୧୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଛତ୍ରପୁର ସ୍ଥିତ ଆର୍ଟିଓ ଅଫିସରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ମନିଟରିଂ ସେଲ ରହିଛି। ୧୪ ତାରିଖରେ ଏଠାକୁ କରୋନା ଆକ୍ରାନ୍ତଙ୍କ ପାଇଁ ଆମ୍ବୁଲାନ୍ସ ଆବଶ୍ୟକ ବୋଲି ୩୧ଟି କଲ୍ ହେଲ୍ପଲାଇନ ନମ୍ବରକୁ ଯାଇଥିଲା। ପରେ ଉକ୍ତ ୩୧…
ଭୂତ ଭାବି ଡରୁଥିଲେ, ପରେ ଏଥିରୁ ଯାହା ମିଳିଲା ଲୋକେ ଦେଖି ଆଶ୍ଚର୍ଯ୍ୟ
ଝାଡ଼ଖଣ୍ଡର ପାଲାମୁ ଜିଲାର ଏକ କ୍ଷେତରୁ ଗୋଟିଏ ପାତ୍ର ମିଳିଛି। ଯାହାର ରୂପ ତଥା ଆକୃତି ଦେଖି ଲୋକେ ଭୂତ ଭାବି ଡରି ଏହାର ପାଖ ମାଡୁ ନ ଥିଲେ। ମାତ୍ର ପରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟ ଅନୁଯାୟୀ,…
କାର୍ଯ୍ୟରେ ଥିବା ସମୟରେ କରୋନା ଯୋଦ୍ଧାଙ୍କୁ କରୋନା: ମୟୂରଭଞ୍ଜରେ ନୂଆ ୨୧ ପଜିଟିଭି ଚିହ୍ନଟ
ବାରିପଦା ଅଫିସ,୧୫ା୭: ମୟୂରଭଞ୍ଜ ଜିଲାରେ ବୁଧବାର ୨୧ ଜଣ ନୂଆ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୭କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରୁ ୧୨ ଜଣ ସଙ୍ଗରୋଧ ଗୃହରୁ ଥିବା…
ଖାଦ୍ୟକୁ ନେଇ ୩ ହାତୀଙ୍କ ମଧ୍ୟରେ ଝଗଡା, ଏମିତି ହେଲା ସମାଧାନ
ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ୩ଟି ହାତୀ ଖାଦ୍ୟ ପାଇଁ ଝଗଡା କରୁଛନ୍ତି ଶେଷରେ କାହାର ବିଜୟ ହେଉଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେଲଡ୍ରିକ୍ ଓ୍ବାଇଲ୍ଡଲାଇଫ୍ ପକ୍ଷରୁ ଏହି ଭିଡିଓ ଟୁଇଟରରେ ଶେୟାର କରାଯାଇଛି। ମୌଶା,…
ବିଗ୍ ବସ୍-୧୪ ହେବ ଲକ୍ଡାଉନ୍ ସ୍ପେଶାଲ: କ’ଣ ରହିଛି ଏଥର ଖାସ୍ ଜାଣନ୍ତୁ…
ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍ ବସ୍। ବିଗ୍ ବସ୍ -୧୪କୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। କାରଣ ଏଥର ଶୋ’କୁ ନୂଆ ରୂପରେ ଦେଖିବାକୁ ମିଳିବ। ଯାହା ଶୁଣିବାକୁ ମିଳୁଛି ଶୋ’ର ଫର୍ମାଟରେ ବଡ଼ ପରିବର୍ତ୍ତନ…
ଭାଜପାରେ ଯୋଗ ଦେବା ନେଇ କ’ଣ କହିଲେ ସଚିନ
ଜୟପୁର/ନୂଆଦିଲ୍ଲୀ,୧୫।୭: ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ଏବେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି। ଏନେଇ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ୧୦୦ଥର କହିସାରିଲେଣି ଭାଜପାରେ କଦାପି…
ବିରାଟ କୋହଲିଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଅନୁଷ୍କା
ସମସ୍ତେ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି। କିନ୍ତୁ କୋହଲିଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଅନୁଷ୍କା। ଏକ ବିଜ୍ଞାପନ ଶୁଟିଂରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ…
Archives


