ଦୀପିକାଙ୍କ ଫିଲ୍ମରେ ରାନୁ ମଣ୍ଡଳ ଗାଇବେ ଗୀତ, ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଦେଲେ ଏଭଳି ବାର୍ତ୍ତା

ବମ୍ବେ: ଦୀର୍ଘଦିନର ବିରତି ପରେ ଫେରୁଛନ୍ତି ସୋସିଆଲ ମିଡ଼ିଆ ସେନ୍‌ସେଶନ ରାନୁ ମଣ୍ଡଳ। ସେ ଅଭିନେତ୍ରୀ ଦିପିକା ଚିଖଲିୟାଙ୍କ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତରେ କଣ୍ଠଦାନ କରିବେ। ଅଭିନେତ୍ରୀଜଣଙ୍କ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି।
ଚଳଚ୍ଚିତ୍ରଟି ସରୋଜିନୀ ନାଇଡ଼ୁଙ୍କ ବାୟୋପିକ୍‌। ଏଥିରେ ଦୀପିକା ପ୍ରମୁଖ ଭୂମିକାରେ ନଜର ଆସିବେ। ଧିରଜ ମିଶ୍ରା ଫିଲ୍ମର ଗୀତ ଲେଖିଛନ୍ତି। ସବୁଗୁଡ଼ିକୁ ରାନୁ ଗାଇବେ।

ତେବେ ଅଭିନେତ୍ରୀଙ୍କ ଟୁଇଟ୍‌ରେ ରାନୁଙ୍କ ଏକ ଭିଡିଓ ଦେଖିବାକୁ ମିଳୁଛି। ପ୍ରଶଂସକମାନେ ଦେଇ ଆସିଥିବା ଭଲପାଇବା ତାଙ୍କୁ ପୁଣି ମିଳିବ ବୋଲି ସେ ଆଶା ରଖିଥିବା କହିଛନ୍ତି।

କହିରଖୁଛୁ, ଏକଦା ରେଳ ଷ୍ଟେଶନରେ ଗୀତ ଗାଉଥିବା ଅବସ୍ଥାରେ ରାନୁଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ସେ ରାତାରାତି ଷ୍ଟାର ପାଲଟିଯାଇଥିଲେ। ଲୋକପ୍ରିୟତାକୁ ଦେଖି ହିମେଶ ରେଶମିୟା ତାଙ୍କୁ ଗାଇବାର ସୁଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିକ୍‌ଙ୍କ ବିଷୟରେ ଏମିତି କହିଲେ ପ୍ରିୟଙ୍କା ଚୋପ୍ରା, ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ବେଶ୍‌ ନାଁ କମାଇ ସାରିଲେଣି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫିଲ୍ମ, ପାରିବାରିକ ଜୀବନ...

ମହାଭାରତର ଏହି ଭୂମିକା ଲାଗି ଏଗ୍ରିମେଣ୍ଟ କ୍ୟାନ୍‌ସେଲ୍‌ କରି ଦେଇଥିଲେ ଜୁହି, କାରଣ ଜାଣିଲେ…

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ...

ବିବାହ ପରେ ପ୍ରଥମ ଥର ହୋଲି ଖେଳିଲେ କ୍ୟାଟ୍ରିନା

ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ ହୋଲିରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାଟ୍ରିନା ବର୍ତ୍ତମାନ ସ୍ବାମୀ ଭିକି କୌଶଲ ସମେତ ଦିଅର ସନ୍ନି କୌଶଲ ଏବଂ ଶାଶୁ-ଶ୍ବଶୁରଙ୍କ...

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ,ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ...

ଦର୍ଶକଙ୍କ ଆକ୍ରୋଶର ଶିକାର ହେଲା ‘ସଡକ୍‌-୨’ ଟ୍ରେଲର୍‌: ନାପସନ୍ଦ ଭିଡିଓରେ କଲା ରେକର୍ଡ

ବମ୍ବେ: ରିଲିଜ ହୋଇଛି ମହେଶ ଭଟ୍ଟ ନିର୍ଦ୍ଦେଶିତ ଫିଲ୍ମ ‘ସଡକ୍‌-୨’ର ଟ୍ରେଲର୍‌। ୟୁଟ୍ୟୁବ୍‌ରେ ପାଞ୍ଚ ଘଣ୍ଟାରେ ଟ୍ରେଲରକୁ ୮୭ହଜାର ଲୋକ ପସନ୍ଦ କରିଥିବା ବେଳେ ୧୦...

ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର...

ଆଦିପୁରୁଷରେ କ୍ରିତି

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଖୁବ୍‌ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହ ଦର୍ଶକଙ୍କ ନିକଟତର ହେବେ ବୋଲି ଜଣାପଡିଛି । ‘ଆଦିପୁରୁଷ’ ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣିଥରେ...

ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ ଅଭିନେତା

ଫେବୃୟାରୀ ୧୪କୁ ବିଶ୍ୱର ଅନେକ ଦେଶରେ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ। ଏହି ଦିନଟି ପ୍ରେମର ଅଭିବ୍ୟକ୍ତିର ଦିନ ବୋଲି କୁହାଯାଏ।...

Advertisement
Archives

Model This Week