Home Left

ନିଜ ଯବାନଙ୍କ ଅନ୍ତିମ ସତ୍କାର କରୁନାହିଁ ଚାଇନା: ଲୋକମାନଙ୍କୁ ଦେଉଛି ଏଭଳି ଧମକ

ଚାଇନା ସରକାର ଗଲଓ୍ବାନ ଘାଟିରେ ପ୍ରାଣ ହରାଇଥିବା ନିଜ ଯବାନମାନଙ୍କ ଅନ୍ତିମ ସତ୍କାର କରିବାକୁ ମନା କରୁଛନ୍ତି। କେବଳ ଏତିକି ନୁହେଁ ଉକ୍ତ ଯବାନମାନଙ୍କ ପରିବାରଲୋକଙ୍କୁ ଏଭଳି କରିବାକୁ ମନା କରାଯିବା ସହ ତାଙ୍କ ସ୍ମୃତିରେ କୌଣସି ସମାରୋହ ଆୟୋଜନ ନ…

ସମାନ ନାମରୁ ହସ୍ପିଟାଲରେ ହେଲା ଶବ ଅଦଳ ବଦଳ

ଇନ୍ଦୋର, ୧୪।୭- ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ମହାରାଜା ଯଶଓ୍ବନ୍ତ ରାଓ ହସ୍ପିଲାଟ କର୍ତ୍ତୃପକ୍ଷଙ୍କ ଏକ ଚରମ ଅବହେଳା ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସମାନ ନାମ ହେତୁ ଏଠାରେ ଶବ ଅଦଳ ବଦଳ ହୋଇଯାଇଛି। ଶବଗାରାର କର୍ମଚାରୀମାନଙ୍କ ଭୁଲ…

କ୍ୟାଶ୍‌ କାଉଣ୍ଟରରୁ ୧୦ ଲକ୍ଷ ଟଙ୍କା ନେଇ ଦୌଡ଼ିଲେ ୧୨ ବର୍ଷର ବାଳକ, ଆଉ ତା ପରେ…

ମଧ୍ୟପ୍ରଦେଶର ନୀମଚ ଜିଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଜିଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କର ଏକ ଶାଖାରେ ଦିନ ଦ୍ୱିପ୍ରହରେ ୧୦ ଲକ୍ଷ ଟଙ୍କା ଚୋରି ହୋଇଛି। ଏହାକୁ କରିଛନ୍ତି ୧୨ ବର୍ଷର ଜଣେ ବାଳକ। ମଙ୍ଗଳବାର…

ବାଲେଶ୍ୱର ରେମୁଣା ବିଧାୟକ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ, ୧୪।୭-ବାଲେଶ୍ୱରର ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପ୍ରଥମେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ପରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ଏବେ ରେମୁଣା ନିର୍ବାଚନମଣ୍ଡଳୀର ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏହି ଭୂତାଣୁରେ…

ଗ୍ରାମରେ ନେଟ୍‌ଓ୍ବର୍କ ସମସ୍ୟା ସମାଧାନ କଲେ ଏହି ଭାରତୀୟ ଅମ୍ପାୟର

ନୂଆଦିଲ୍ଲୀ, ୧୪।୭- ମହାମାରୀ କରୋନା ଭାଇରସ ଲାଗି ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘ ୪ ମାସର ବ୍ୟବଧାନ ପରେ ନିକଟରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରୋନା ସମୟରେ କ୍ରିକେଟ୍‌…

କରୋନା ସଂକ୍ରମଣର ବିରଳ ଘଟଣା: ଜନ୍ମ ହେବାର ଠିକ୍‌ ପରେ କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଶିଶୁ..

ଜନ୍ମ ନେବାର ଠିକ୍‌ ପରେ ଜଣେ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆମେରିକାର ଟେକ୍ସାସରେ କରୋନା ସଂକ୍ରମଣର ଏଭଳି ଘଟଣା ସାମ୍ନାକୁ ଆସିଛି। ଗର୍ଭରେ ଥିବାବେଳେ ଶିଶୁମାନେ କରୋନା ସଂକ୍ରମିତ ହୋଇପାରୁଥିବାର ଏହା ଉଦାହରଣ ବୋଲି ଡାକ୍ତରମାନେ କହୁଛନ୍ତି। ଜନ୍ମ…

ଗାଙ୍ଗୁଲିଙ୍କ ଭଳି ଧୋନୀ ଭାରତୀୟ କ୍ରିକେଟ୍‌କୁ ଯଥେଷ୍ଟ ଦକ୍ଷ ଖେଳାଳି ଦେଇନାହାନ୍ତି: ଗମ୍ଭୀର

ନୂଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍‌ ଇତିହାସରେ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁଇ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ଯଦି ସଫଳତା ଦୃଷ୍ଟିରୁ ଦେଖାଯିବ ତେବେ ଧୋନୀ ଆଗରେ ରହିବେ। ଧୋନୀଙ୍କ ନେତୃତ୍ୱରେ ଭାରତ ଆଇସିସି ଟି୨୦…

ଲକ୍ଷଣ ନ ଥାଇ ୭୧ଜଣଙ୍କୁ ସଂକ୍ରମିତ କଲେ ଚାଇନାର ମହିଳା, ଜଣାପଡ଼ିବାବେଳକୁ..

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା କ୍ୱାରାଣ୍ଟାଇନ୍‌ରେ ରହିବା ଭଳି ନିୟମ ମାନ ମଧ୍ୟ…

ନେଟ୍ସରେ ବ୍ୟାଟିଂ କଲେ ଏହି ଦୁଇ ଭାରତୀୟ କ୍ରିକେଟର୍‌

ଗାଜିଆବାଦ, ୧୪।୭- କରୋନା ଭାଇରସ୍‌ ଲାଗି ଦୀର୍ଘ ଦିନ ଧରି ବିଶ୍ରାମ ନେବା ପରେ ଦୁଇ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଏକାଠି ଟ୍ରେନିଂ ଆରମ୍ଭ କରିଛନ୍ତି। ଉଭୟ ସମସ୍ତ ସତର୍କତାକୁ ଅବଲମ୍ବନ କରି…

୩ ଦିନର ବୋହୁଙ୍କୁ ବିକାଶଙ୍କ ସହଯୋଗୀ ଭାବି ଉଠାଇ ଆଣିଲା କାନପୁର ପୋଲିସ, ଆଉ ତା’ ପରେ..

ଲକ୍ଷ୍ନୌ,୧୪।୭: ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ପୋଲିସ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିବାରେ ଲାଗିଛି। ଏହି କ୍ରମରେ ତିନି ଦିନ ତଳେ ବିବାହ କରିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେ ବିକାଶଙ୍କ ଭଣଜା ଅମରଙ୍କ ସ୍ତ୍ରୀ ଖୁସି…

କରୋନାରୁ ରକ୍ଷା ପାଇଁ ଏପରି ପୋଷାକ ପିନ୍ଧିଲେ ଦମ୍ପତି: ଭିଡିଓ ଭାଇରାଲ

ବ୍ରାଜିଲ: ବ୍ରାଜିଲର ଏକ ଦମ୍ପତି ଏବେ ସୋସିଆଏ ମିଡିଆରେ ଚର୍ଚ୍ଚା ବିଷୟ ପାଲଟିଛନ୍ତି। କାରଣ ହେଉଛି ସେମାନେ ସ୍ପେସ୍‌ ସୁଟ୍‌ ପିନ୍ଧି ରିଓ ଡେ ଜେନେରିଓ ସମୂଦ୍ର ତଟରେ ବୁଲୁଛନ୍ତି। ସୋସିଆଲ ମିଡିଆରେ ଦମ୍ପତିଙ୍କ ଅନେକ ଫଟୋ ଏବଂ ଭିଡିଓ ଏବେ…

ବିସିସିଆଇର ଅନ୍ତରୀଣ ସିଇଓ ହେଲେ ହେମଙ୍ଗ ଅମିନ୍‌

ନୁଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ହେମଙ୍ଗ ଅମିନ୍‌ଙ୍କୁ ଏହାର ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରିଛି। ଗତ ସପ୍ତାହରେ ରାହୁଲ ଜୋହରୀ ଇସ୍ତଫା ପତ୍ର ଗ୍ରହଣ ହେବା ପରେ ବିସିସିଆଇର ଏହି ସମ୍ମାନଜନକ ପଦଟି ଖାଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri