ଏମିତି ପିନ୍ଧନ୍ତୁ ଲେହେଙ୍ଗା

ଲେହେଙ୍ଗା ଡିଜାଇନ୍‌ ଏପରି ହୋଇଥାଏ ଯେ ଥରେ ପିନ୍ଧିବା ପରେ ଏହାକୁ ପୁଣି ଥରେ ପିନ୍ଧିଲେ ରିପିଟ୍‌ କରିବା ଭଳି ମନେ ହେବ। କିନ୍ତୁ ଲେହେଙ୍ଗାକୁ ବିଭିନ୍ନ ଢଙ୍ଗରେ ପିନ୍ଧିଲେ ତାହା ନୂଆ ଡିଜାଇନ୍‌ ଭଳି ମନେହେବ। ତେଣୁ ଲେହେଙ୍ଗାକୁ କିପରି ପିନ୍ଧିଲେ ତାହା ନୂଆ ପରି ଲାଗିବ ଜାଣି ରଖନ୍ତୁ।
ଶର୍ଟସ କିମ୍ବା ଟପ୍‌ ସହିତ: ଲେହେଙ୍ଗାର ସ୍କର୍ଟ ସହିତ ଟ୍ରେଣ୍ଡି ଟପ୍‌ କିମ୍ବା ଶର୍ଟସ ମଧ୍ୟ ପିନ୍ଧିପାରିବେ। ଶୁଣିବାକୁ ଏହା ଅଜବ ମନେହେଲେ ବି ଆଜିକାଲି ଫ୍ୟାଶନ ଟ୍ରେଣ୍ଡରେ ସେଲିବ୍ରିଟିମାନେ ବି ଏପରି ପିନ୍ଧୁଛନ୍ତି। ଲେହେଙ୍ଗା ଷ୍ଟାଇଲ୍‌ ସ୍କର୍ଟ ସହିତ ମ୍ୟାଚିଂ ଟପ୍‌ କିମ୍ବା ଶର୍ଟସ ପିନ୍ଧିଲେ ତାହା ଏକ ଟ୍ରେଣ୍ଡି ଲୁକ୍‌ ଦେଇପାରିବ।
ଚୋଲୀ କିମ୍ବା ବ୍ଲାଉଜ୍‌ ସହ ପ୍ଲାଜୋ:
ଲେହେଙ୍ଗାର ଚୋଲୀକୁ ଆପଣ ପ୍ଲାଜୋ ସହିତ ମ୍ୟାଚ କରି ପିନ୍ଧିପାରିବେ। ବଲିଉଡ୍‌ ଅଭିନେତ୍ରୀମାନେ ଏପରି ଭାବେ ପିନ୍ଧି ଫ୍ୟାଶନ ଟ୍ରେଣ୍ଡରେ ନୂଆ ଲୁକ୍‌ ଦେଇଛନ୍ତି।
ଶାଢି ସହିତ: ଲେହେଙ୍ଗାର ବ୍ଲାଉଜ୍‌କୁ ଶାଢି ସହ ବି ପିନ୍ଧିହେବ। ଯଦି ଆପଣଙ୍କ ଲେହେଙ୍ଗା ବ୍ଲାଉଜ୍‌ ଗୋଲ୍ଡେନ ରଙ୍ଗର ଏବଂ ସେଥିରେ ହେଭି କାମ ହୋଇଛି ତେବେ ଆପଣ ତାକୁ ପ୍ଲେନ୍‌ ଲୁକିଙ୍ଗ୍‌ ଶାଢି କିମ୍ବା ଗୋଲ୍ଡେନ ବର୍ଡର ଶାଢି ସହିତ ପିନ୍ଧି ପାରିବେ। ଆପଣ ଚାହିଁଲେ କଣ୍ଟ୍ରାଷ୍ଟିଙ୍ଗ୍‌ ଲୁକ୍‌ରେ ବି ଶାଢି ପିନ୍ଧିପାରିବେ। ଆଜିକାଲି ଫ୍ୟାଶନ୍‌ ଟ୍ରେଣ୍ଡରେ ଏହି ଲୁକ୍‌ ବି ବେଶ୍‌ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?