Posted inଫୁରସତ

ପ୍ରେମିକଙ୍କୁ ବିବାହ କରିବା ଜିଦ୍‌ରେ ହୋଡିଂ ଉପରେ ଚଢ଼ିଗଲେ ନାବାଳିକା: ଆଉ ତା’ ପରେ…

ଇନ୍ଦୋର: ପ୍ରଥମେ ଜଣଙ୍କୁ ହୃଦୟ ଦେଇ ବସିଲେ। ନାବାଳିକା ସତ୍ତ୍ୱେ ବିବାହ କରିବାକୁ ଜିଦ୍‌ ଧରିଲେ। ହେଲେ ତାଙ୍କ ମା’ ଏହାକୁ ଗ୍ରହଣ କରି ନ ଥିଲେ। ପରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଘଟଣାଟି ଇନ୍ଦୋରର ପରଦେଶିପୁରା ଅଞ୍ଚଳର। ଏଠାକାର ଜଣେ ନାବାଳିକା ନିଜ ମା’ଙ୍କ ଇଚ୍ଛା ବିରୋଧରେ ବିବାହ କରିବାକୁ ଯାଇ ନିଜ ଜୀବନକୁ ବିପଦରେ ପକାଇଦେଇଥିଲେ। ସେ ରାସ୍ତା କଡ଼ରେ ଲାଗିଥିବା ହୋର୍ଡିଂ ଉପରେ ଯାଇ ବସିଥିଲେ। ଏହା ଦେଖି ନିକଟସ୍ଥ ଲୋକେ ସେଠାରେ ଏକତ୍ରିତ ହୋଇଥିଲେ। ପରେ ଏନେଇ ସୂଚନା ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ଏପରିକି ପୋଲିସ ଉକ୍ତ ଯୁବକ ସହ ସମ୍ପର୍କ କରିଥିବା ପରଦେଶିପୁରାର ଏସ୍‌ଆଇ ଅଶୋକ ପାଟିଦାର କହିଛନ୍ତି। କାରଣ ଯୁବକଜଣଙ୍କ ସେଠାରେ ପହଞ୍ଚି ନାବାଳିକାଜଣଙ୍କୁ ଓହ୍ଲାଇବାକୁ ବାରମ୍ବାର ଅନୁରୋଧ କରିଥିଲେ। ଶେଷରେ ଯୁବତୀ ହୋଡିଂ ଉପରୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ ଛାତ୍ର, ଡାକ୍ତର ପାରିଲେନି, ନିଜେ ରସର୍ଚ୍ଚ କରି ହେଲେ ଭଲ

ଆମେରିକାର ଡାଉ ଲିଣ୍ଡ୍‌ସେ ନାମକ ଜଣେ ଛାତ୍ର ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ। ତାଙ୍କୁ ଭଲ କରିବା ପାଇଁ ସମସ୍ତ ଡାକ୍ତର ଲାଗିଥିଲେ ମଧ୍ୟ...

ପିଜୁଳି ଗଛ ଦେଲା ପରିଚୟ

ଗୟା,୧୩ ।୨: ବିହାର ଗୟା ଜିଲାର ବେଲାଗଞ୍ଜରେ ଫଲ୍‌ଗୁ ନଦୀ କୂଳରେ ଯାଉଥିବା ଯାତ୍ରୀଙ୍କୁ ଏକ ସୁଗନ୍ଧ ଆକର୍ଷିତ କରିଥାଏ । ଅସଲ କଥା ହେଲା...

ଶୋ’ ରୁମ୍‌ରୁ ନୂଆ କାର୍‌ କିଣି ବୋହୂଙ୍କୁ ଦେଲେ ଶ୍ୱଶୁର, ଶୁଭ ମହୁରତ ସମୟରେ ଘଟିଲା ଏମିତି…

କାର୍‌ କିଣିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ସ୍ବପ୍ନ ହୋଇଥାଏ। ସେମିତି ଏକ ପରିବାରର ସ୍ବପ୍ନ ଥିଲା କାର୍‌ କିଣିବାକୁ। ଏହି ସ୍ବପ୍ନକୁ ପୂରା କରିବାକୁ...

ଜାତୀୟ ଏକତା ପୁରସ୍କାର ଲାଗି ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର...

ପିକ୍‌ନିକ୍‌ ସ୍ପଟ୍‌: ଦୁର୍ଗାପାଡ଼ୁ ଜଳପ୍ରପାତ

ପ୍ରକୃତିର କୋଳରେ ରହିଛି ରାୟଗଡ଼ା ଜିଲା। ନିଆରା କଳା, ସଂସ୍କୃତି, ଆଦିବାସୀ ପରମ୍ପରା ସହ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ୍‌ ସ୍ପଟ୍‌।...

ସ୍ତ୍ରୀ ଝଗଡ଼ା କରିବାରୁ ସ୍ବାମୀ କଲେ ଏମିତି

ପ୍ରତିଷ୍ଠିତ ବ୍ୟବସାୟୀ ହର୍ଷ ଗୋୟନିକା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିବେ...

ପୁଲ୍‌ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା...

ପ୍ରକୃତି ବନ୍ଧୁ ‘ଇ-ଯାନ’: ଇକୋ ଫ୍ରେଣ୍ଡ୍‌ଲି, ରକ୍ଷଣାବେକ୍ଷଣ ଖର୍ଚ୍ଚ ବି କମ୍‌

ବିଶ୍ୱତାପନ ଓ ପରିବେଶ ପ୍ରଦୂଷଣ କଥା ଦେଖିଲେ ଯାନବାହନ ହିଁ ପ୍ରଦୂଷଣର ଅନ୍ୟତମ କାରଣ। ତେଣୁ ଏଥିଯୋଗୁ ହେଉଥିବା ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଯଦି...

Advertisement


Archives

Model This Week

Why Dharitri