ପାଖରେ ରହୁନାହିଁ ଟଙ୍କା, ବଢ଼ୁଥିବା ଖର୍ଚ୍ଚକୁ ନେଇ ଚିନ୍ତିତ କି : ଆପଣାନ୍ତୁ ଏହି ଉପାୟ
ବର୍ତ୍ତମାନର ପରିସ୍ଥିତି, ବଜାରର ମହଙ୍ଗା ଦର ମଧ୍ୟରେ ଅର୍ଥ ସଞ୍ଚୟ କରିବା ଅତ୍ୟନ୍ତ କଷ୍ଟକର। ଅଧିକାଂଶ ଲୋକ ସେମାନଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି ମାତ୍ର ତାହା କରି ପାରନ୍ତି ନାହିଁ। ଏ ସମୟରେ କିଛି କଥା ପ୍ରତି ଧ୍ୟାନ ଦେଇ…
୧୭ରୁ ଫୁଲବାଣୀ, ବାଲିଗୁଡ଼ା ୪ ଦିନ ଶଟ୍ଡାଉନ୍: ସିଲ୍ ହେବ ପ୍ରବେଶ ପଥ
ବାଲିଗୁଡା,୧୫।୭(ଡି.ଏନ.ଏ.): କନ୍ଧମାଳ ଜିଲା ଫୁଲବାଣୀ ପୌରପରିଷଦ ଓ ବାଲିଗୁଡା ଏନ୍ଏସି ଅଞ୍ଚଳକୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଶଟଡାଉନ କରାଯିବ। ଏ ନେଇ ଜିଲା ପ୍ରଶାସନ ନିଷ୍ପତି ନେଇଛି। ମଙ୍ଗଳବାର ରାତିରେ ଜିଲାପାଳ…
୧୬ରୁ ପୁରୁଷୋତ୍ତମପୁର ସହର ଶଟ୍ଡାଉନ: ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ପୁରୁଷୋତ୍ତମପୁର, ୧୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। କେତେକ ଅମାନିଆ ଦୋକାନ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପୁରୁଷୋତ୍ତମପୁର ଏନ୍ଏସି…
ବିଶ୍ୱର ସବୁଠୁ ମହଙ୍ଗା ପରିବା : କିଣିବା ତ ଦୂରର କଥା ହାତ ମାରିବାକୁ ବି ଡର
ସାଧାରଣତଃ ପନିପରିବା ମୂଲ୍ୟ ମାଛ,ମାଂସ ମୂଲ୍ୟଠାରୁ କମ। ମାତ୍ର ବିଶ୍ୱରେ ଏପରି ଏକ ପରିବା ଅଛି, ଯାହା ଏତେ ମୂଲ୍ୟବାନ ଯେ, ବଡ଼ ଧନୀ ଲୋକମାନେ ମଧ୍ୟ ଏହାକୁ କିଣିବା ପୂର୍ବରୁ ୧୦ ଥର ଚିନ୍ତା କରିବେ। ଏହି ପରିବାର ମୂଲ୍ୟ…
ଭାରତର ସବୁଠାରୁ ଦାମୀ ଫ୍ଲାଟ୍ କିଣିଲେ ଏହି ବ୍ୟବସାୟୀ
ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ ନିଜର ଏକ ଘର ହେଉ। ତେବେ ଏହି ସ୍ବପ୍ନ ପୂରଣ କରିବା ପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଲେ ମଧ୍ୟ ପଛାନ୍ତି ନାହିଁ। ନିକଟରେ ଭାରତର ସବୁଠାରୁ ଦାମୀ ଘର କିଣିଛନ୍ତି ଜଣେ ବ୍ୟବସାୟୀ।…
ଏକଦା ମୋବାଇଲ ନେଟଓ୍ବାର୍କ ପାଇଁ ଗଛ ଉପରେ ଚଢ଼ିଥିଲେ ଏହି ଆଇସିସି ଅମ୍ପାୟାର; ଏବେ ପାଲଟିଲେ ଗାଁର ହିରୋ
ନୂଆଦିଲ୍ଲୀ,୧୫।୭: ଆଇସିସି ଅନ୍ତରାଷ୍ଟ୍ରୀୟ ପ୍ୟାନେଲରେ ଭାରତର ଅମ୍ପାୟାର ଅନିଲ ଚୌଧୁରୀ ଲକ୍ଡାଉନ୍ ସମୟରେ ଉତ୍ତରପ୍ରଦେଶର ମୁଜଫ୍ଫରନଗର ଜିଲାରେ ଥିବା ନିଜ ଘରେ ରହିଥିଲେ। ଏହି ସମୟରେ ତାଙ୍କୁ ମୋବାଇଲ୍ ନେଟଓ୍ବାର୍କ ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। କାରଣ ସେ ଗଛ…
ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା
ନୂଆଦିଲ୍ଲୀ,୧୫।୭: ବଲିଉଡ୍ ଭର୍ସାଟାଇଲ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ ଓ ପ୍ରଶଂସକ ମନରୁ ଲିଭିପାରିନାହିଁ। ସୁଶାନ୍ତଙ୍କ ଭଳି ଜଣେ ସଫଳ ଅଭିନେତା ଏଭଳି ପଦକ୍ଷେପ…
ଘରେ ସୁଖ, ସମୃଦ୍ଧି ଆଣିଥାଏ ଏହି ଗଛ; ଲଗାଇଲେ ଆପଣାଛାଏଁ ଦୂର ହୁଏ ସମସ୍ୟା
ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ ଅସୁବିଧାର…
ରିୟା ଅଙ୍କିତାଙ୍କ ପରେ ସୁଶାନ୍ତଙ୍କ ପାଇଁ କ୍ରିତି ଲେଖିଲେ ଏମିତି ପୋଷ୍ଟ: ଆଖିରେ ଆସିଯିବ ଲୁହ
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ମାସ ବିତିଛି, ମାତ୍ର ତାଙ୍କ ପ୍ରଶଂସକଙ୍କ ସହ ତାରକାମାନେ ତାଙ୍କୁ ଆଜିବି ମନେ ପକାଉଛନ୍ତି। ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ କ୍ରିତି ସେନାନ ମୃତ୍ୟୁର ଏକ ମାସ ପରେ ସୋସିଆଲ ମିଡିଆରେ ଏକ କବିତା ଶେୟାର…
ଜାଣନ୍ତୁ ହ୍ବାଟ୍ସଆପ୍ରେ କେଉଁଭଳି ମେସେଜ୍, ଫଟୋ ଶେୟାର କଲେ ଭୋଗିବେ ଜେଲ୍ଦଣ୍ଡ
ଆଜିକାଲି ସୋସିଆଲ ମିଡିଆରେ ଯିଏ ଯାହା ପାରୁଛି ପୋଷ୍ଟ କରୁଛି। ସତେ ଯେମିତି ଏଥିପ୍ରତି କଟକଣା ନାହିଁ। ବିଶେଷକରି ହ୍ବାଟ୍ସଆପ୍ ଗ୍ରୁପ୍ରେ ମିଥ୍ୟା ଖବର, ଘୃଣା, ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ସମ୍ବନ୍ଧୀୟ ଖବର ସମ୍ପର୍କରେ ଜାଣିବାକୁ ମିଳୁଛି। ତେଣୁ ଏଥିରେ…
କରୋନା ଚିକିତ୍ସା ପାଇଁ ୬ ଔଷଧ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ
ନୂଆଦିଲ୍ଲୀ,୧୫।୭: ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିନାହିଁ। ଏଭଳି ସ୍ଥିତିରେ ଭାରତରେ କରୋନା ଚିକିତ୍ସା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬ ଔଷଧ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସିଟିକାଲ ଫାବିଫ୍ଲୁ ନାମରେ ଔଷଧ ଆଣିଛି। ବର୍ତ୍ତମାନ ଏହି ଔଷଧ ମୂଲ୍ୟରେ କମ୍ପାନୀ ୨୭% ହ୍ରାସ…
ଶଟ୍ଡାଉନ୍ କଟକଣା ଉଲ୍ଲଂଘନ: ମାସ୍କ ନ ପିନ୍ଧି ଦେଲେ ୬୩ ହଜାର ଟଙ୍କା ଜରିମାନା
ବ୍ରହ୍ମପୁର ଅଫିସ,୧୫।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ଲକ୍ଡାଉନ ଓ ଶଟ୍ଡାଉନ୍ କଟକଣାକୁ ଜୋରଦାର କରିଛନ୍ତି । ଜିଲାରେ ଜାରି ହୋଇଥିବା ଏହି…
Archives


