Posted inଫୁରସତ

ଦିବ୍ୟାଙ୍ଗ ଶିଶୁ କୁନାଲଙ୍କ କମାଲ

ଇମ୍ଫାଲ: କୁହାଯାଏ, ଯଦି ଆଗ୍ରହ ଥାଏ ତେବେ କଠିନ କାମ ବି ସହଜ ହୋଇଯାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଉତ୍ସାହ ଏବଂ ଦୃଢ ସାହସକୁ ପାଥେୟ କରି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିଛନ୍ତି। ଏଭଳି ନିଆରା ଲୋକଙ୍କୁ ସମସ୍ତେ ସଲାମ କରନ୍ତି। ଏପରି ଜଣେ ଶିଶୁ ମଣିପୁରର ଇମ୍ଫାଲରେ ରୁହନ୍ତି। ଏହି ୪ ବର୍ଷର ଶିଶୁଙ୍କ ନାମ ହେଉଛି କୁନାଲ ଶ୍ରେଷ୍ଟା। ତାଙ୍କର ଗୋଡ ନାହିଁ। ଏହା ସତ୍ତ୍ୱେ ସେ ଦୃଢ ଭାବରେ ଫୁଟବଲ ଖେଳୁଛନ୍ତି। ଏହାସହ ସାଇକେଲ ମଧ୍ୟ ଚଲାଉଛନ୍ତି। ଦିବ୍ୟାଙ୍ଗ କୁନାଲ ଏବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ତାଙ୍କ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ପିଲାଦିନରୁ ତାଙ୍କର ଗୋଟିଏ ଗୋଡ ନାହିଁ। ଏହା ସତ୍ତ୍ୱେ ସେ ସାହସ ହରାଇ ନାହାଁନ୍ତି। କୁନାଲଙ୍କ ମା କୁହନ୍ତି, ମୋ ପୁଅ ଗୋଟିଏ ଗୋଡ ବିନା ଜନ୍ମ ହୋଇଥିଲା। ମୁଁ ତାଙ୍କୁ କେବେବି ତାଙ୍କ ସାଥୀମାନଙ୍କଠାରୁ ଅଲଗା ଅନୁଭବ କରିବାକୁ ଦିଏ ନାହିଁ। ସେ ମଧ୍ୟ କଦାପି ନିଜକୁ ନ୍ୟୁନ ଭାବେ ନାହିଁ। ସେ ନିଜେ ସାଇକେଲ ଚଲାଇବା ଶିଖିଛି ବୋଲି ସେ କହିଛନ୍ତି। କୁନାଲ ଶ୍ରେଷ୍ଟା କହିଛନ୍ତି, ମୁଁ ଫୁଟବଲ ଖେଳିବାକୁ ପସନ୍ଦ କରେ। ପ୍ରାରମ୍ଭରେ ମୁଁ ସନ୍ତୁଳନ ରକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲି, ମୁଁ ଭୟଭୀତ ଥିଲି କିନ୍ତୁ ଏବେ ମୁଁ ଆତ୍ମବିଶ୍ୱାସ ହାସଲ କରିଛି। ମୋର ସାଙ୍ଗମାନେ ମୋତେ ବହୁତ ସମର୍ଥନ କରୁଛନ୍ତି। ମୁଁ ଆଶା କରୁଛି ଖୁବଶୀଘ୍ର ଏକ ଗୋଲ ସ୍କୋର କରିବି।


Enter your email to get our daily news in your inbox.

All Right Reserved By Dharitri.Com

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ...

ମରୁଭୂମିରେ ପୋଷ୍ଟ ଅଫିସ୍‌

ଦୁନିଆରେ ଏମିତି ବି କେତେକ ଜିନିଷ ଅଛି, ଯାହାକୁ ଏଭଳି ନିରୋଳା ସ୍ଥାନରେ ତିଆରି କରାଯାଇଛି; ଫଳରେ ଏହା ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ସେମିତି...

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଆଇଫୋନ୍‌: ପ୍ୟାକେଟ ଖୋଲିବା ପରେ…

ଆଇଫୋନ୍‌ର କ୍ରେଜ୍‌ ସମସ୍ତଙ୍କର ରହିଛି। ଏହି ଫୋନ୍‌ ବହୁତ ମହଙ୍ଗା । ଏହା ସତ୍ତ୍ୱେ ମଧ୍ୟ ସମସ୍ତେ ଏହାକୁ କିଣିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ବିଦେଶରେ...

ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ...

ଯେଉଁ ମନ୍ଦିରରେ ଲଙ୍କାରେ କରାଯାଏ ଅଭିଷେକ

ତାମିଲନାଡୁର ସବୁଠାରୁ ବଡ ଜିଲା ବିଲୁପୁରମରେ ବିଶ୍ୱ ପ୍ରସିଦ୍ଧ ଅରୋବିଲେ ଇଣ୍ଟରନ୍ୟାଶନାଶନାଲ ଟାଉନ୍‌ସିପ୍‌ ନିକଟରେ ଥିବା ଗାଁ ଇଧ୍ୱାଂଚବାଡିରେ ରହିଛି ବର୍ନା ମୁଥୁ ମରିୟମ୍ମମ ମନ୍ଦିର।...

ପୋଲିସ୍‌ ପାଳୁଛି ‘ବାର୍ଥ ଡେ’

ଅମୃ଼ତସର: ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ର କାମକୁ ବିଭିନ୍ନ ସ୍ଥାନରେ ପ୍ରଶଂସା ମିଳୁଛି। ଲୋକଙ୍କ ମନ ଜିଣି ସେମାନଙ୍କୁ ଲକ୍‌ଡାଉନ୍‌ ନିୟମ ମାନିବାକୁ ପୋଲିସ୍‌ ବିଭିନ୍ନ ପ୍ରକାର...

ପୋଷା କୁକୁରଙ୍କ ପାଇଁ ‘ଡଗ୍‌ବ୍ରେଲା’

ବର୍ଷାର ସାଥୀ ଛତା। ଏହା କାହିଁ କେଉଁ କାଳରୁ ମଣିଷକୁ ଓଦା ହେବାରୁ ବଞ୍ଚାଇ ଆସୁଛି। ହେଲେ ପ୍ରାଣୀମାନଙ୍କୁ ସେମିତି ଭିଜିବାକୁ ହୁଏ ବର୍ଷାରେ ଅବା...

ସ୍ତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ଚାଟ୍‌ ଦେଖି ଉଡିଗଲା ସ୍ବାମୀଙ୍କ ହୋସ୍‌; ବିବାହର ୯ ଦିନ ପରେ…

ଜୋଧପୁର: ରାଜସ୍ଥାନର ଜୋଧପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ନବବିବାହିତ ବ୍ୟକ୍ତି ବିବାହର ୯ ଦିନ ପରେ ସ୍ତ୍ରୀଙ୍କ ବିରୋଧରେ ପ୍ରତାରଣାର...

Advertisement
Archives

Model This Week