Home Left

ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ପ୍ରତିଦିନ ପାହାଡ଼ ଉପରେ ବସୁଛନ୍ତି ଏହି ଛାତ୍ର

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କେତେକ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିଛି। ମାତ୍ର ଅନେକ ଛାତ୍ରଙ୍କୁ ଏହି ଅନ୍‌ଲାଇନ୍‌ କ୍ଲାସ୍‌ କରିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। କାରଣ ଶହରଠାରୁ…

ଇନ୍‌ଷ୍ଟାଗ୍ରାମ ପରେ ଏବେ ସ୍ନାପ୍‌ଚାର୍ଟ ଆଣିଲା ଟିକ୍‌ଟକ୍‌ ଭଳି ଫିଚର; ଏଭଳି କରିବ କାମ

ନୂଆଦିଲ୍ଲୀ,୧୫।୭: ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହୋଇଛି। ଏହାକୁ ନେଇ ଏବେ ଲଗାତାର ଭାବେ ଟିକ୍‌ଟକ୍‌ ଭଳି ସୁବିଧା ଥିବା ଆପ୍‌କୁ ଲଞ୍ଚ କରାଯାଉଛି। ଏହି ରେସ୍‌ରେ ବଡ଼ ବଡ଼ କମ୍ପାନୀ ସାମିଲ ହେଉଛନ୍ତି। ପ୍ରଥମେ ଫେସବୁକ୍‌ ଏବଂ ଗୁଗଲ ପରେ ଏବେ…

ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶ୍ରୁତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ଅଶୋକ ଗେହଲଟ୍‌

ଜୟପୁର,୧୫।୭: ରାଜସ୍ଥାନ ରାଜନୈତିକ ପାଣିପାଗ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ପଦରୁ ହଟାଇବାରେ ସକ୍ଷମ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ସଚିନଙ୍କ ଉପରେ ବର୍ଷିଛନ୍ତି। ସଚିନ ବିଧାୟକଙ୍କୁ କିଣିନେବାକୁ ଚେଷ୍ଟା କରୁଛନ୍ତି ବୋଲି…

ସିବିଏସ୍‌ଇ ପରୀକ୍ଷା ଫଳାଫଳ ପ୍ରକାଶ: ଟପ୍‌ ତାଲିକାରେ ନାଲ୍‌କୋ ଛାତ୍ର

ବଅଁରପାଳ,୧୫ା୭(ଡି.ଏନ୍‌.ଏ.): କେନ୍ଦ୍ରୀୟ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ନାଲ୍‌କୋ ଡିପିଏସ୍‌ର ଛାତ୍ରୀଛାତ୍ର ବେଶ୍‌ ସଫଳତା ହାସଲ କରିଛନ୍ତି। ସ୍କୁଲରୁ ମୋଟ୍‌ ୧୭୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭୦…

ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ଲିଭି ଯିବ ନେପାଳ

ନୂଆଦିଲ୍ଲୀ, ୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ମନ୍ତବ୍ୟ ନେଇ ବାବରୀ ମସଜିଦ୍‌ କମିଟି ସଦସ୍ୟ ଇକବାଲ୍‌ ଅନସାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ନେପାଳ ଲିଭି ଯିବ। ଓଲି ବୁଝି ବିଚାରି ମନ୍ତବ୍ୟ…

ଭିଡିଓ ଗେମ୍‌ ଖେଳିବା ପଡ଼ିଲା ମହଙ୍ଗା: ପାରାଲିସିସ୍‌ ହେଲା ବାଳକଙ୍କ ହାତ

କରୋନା ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ସଂକ୍ରମଣକୁ ରୋକିବା ପାଇଁ ସବୁଆଡେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଛୋଟ ପିଲାମାନେ ଘରେ ବସି ବସି ମୋବାଇଲ ଫୋନ୍‌ ଏବଂ କମ୍ପ୍ୟୁଟରରେ ଗେମ୍‌ ଖେଳିବାରେ ଅଧିକ ସମୟ ବିତାଉଛନ୍ତି।…

ପ୍ରେମିକାଙ୍କୁ ଦୁର୍ବବ୍ୟହାର କରିବାକୁ ନେଇ ଏଭଳି ଚରମ ପଦକ୍ଷେପ ନେଲେ ବଡ଼ଭାଇ: ମାଟି ଉପରକୁ ହାତ ବାହାରିବା ପରେ ଫିଟିଲା ଗୁମର

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାକୁ ଦୁର୍ବ୍ୟବହାର କରିବାକୁ ନେଇ ବଡ଼ଭାଇ ସାନଭାଇଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି। ଟେଲିଭିଜନରୁ କ୍ରାଇମ୍‌ ଶୋ’ ଦେଖି ସେ ହତ୍ୟାକାଣ୍ଡର ଯୋଜନା କରିଥିଲେ। ପରେ ସେ ଭାଇଙ୍କୁ ହତ୍ୟାକରି ମାଟି…

ପ୍ରତି ସେକେଣ୍ଡ୍‌ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି …

ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ (ଆର୍‌ଏଲ୍‌ଆଇ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ  ବିଶ୍ୱର ୧୦ ଧନୀ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି ପ୍ରତି ସେକେଣ୍ଡରେ ଖୁବ୍‌ ଦ୍ରୁତବେଗରେ ବୃଦ୍ଧି ପାଇଥିଲା। ତେବେ ଜାଣନ୍ତୁ କେତେ ବୃଦ୍ଧି ପାଇଥିଲା…

ଚାଇନାରୁ ଆମେରିକାରେ ପହଞ୍ଚିଲା ଏହି ରୋଗ, ଚିନ୍ତାରେ ବୈଜ୍ଞାନିକ

ନ୍ୟୁୟର୍କ,୧୫।୭:ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏବେ ଚାଇନାରୁ ଆଉ ଏକ ରୋଗ ଆମେରିକା ମୁହାଁ ହୋଇଛି। ଆମେରିକାର କୋଲୋରାଡୋ ଏକ ଗୁଣ୍ଡୁଚି ମୂଷା ବ୍ୟୁବୋନିକ୍‌ ପ୍ଲେଗ୍‌ ରୋଗରେ ସଂକ୍ରମିତ ହୋଇଥିବା ଜଣାପଡିଛି। କରୋନା…

ଛିଣ୍ଡୁନି ଭାରତ-ଚାଇନା ସୀମା ବିବାଦ: ଚତୁର୍ଥ କମାଣ୍ଡରସ୍ତରୀୟ ବୈଠକ ଶେଷ

ନୂଆଦିଲ୍ଲୀ, ୧୫।୭: ଗଲଓ୍ବାନ ଘାଟିର ହିଂସ୍ରକ ସଂଘର୍ଷ ପରେ ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ଚତୁର୍ଥ କମାଣ୍ଡର ସ୍ତରୀୟ ବୈଠକ ପୂର୍ବ ଲଦାଖର ତୁସୁଲଠାରେ ଅନୁଷ୍ଠିତ ହୋଇଯାଇଛି।…

ପୁଣି ୨୧ ପର୍ଯ୍ୟନ୍ତ ଛତ୍ରପୁର ସମେତ ୭ ଏନ୍‌ଏସି ଶଟ୍‌ଡାଉନ୍‌: ଆଜି ୪ଟା ଭିତରେ କିଣନ୍ତୁ ଆବଶ୍ୟକୀୟ ସାମଗ୍ରୀ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଡିଭିଜନ ଅଧୀନ ୭ ଏନ୍‌ଏସି ( ହିଞ୍ଜିଳି ମ୍ୟୁନିସିପାଲିଟି ଓ ଗଞ୍ଜାମ ଏନଏସି ବ୍ୟତୀତ ) ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୬ ଦିନ ଶଟ୍‌ଡାଉନ୍‌ ରହିବ। ଉକ୍ତ ଏନ୍‌ଏସିରେ ପଜିଟିଭ୍‌ ସଂଖ୍ୟା ବଢୁଛି…

ଦାମୀ ବଙ୍ଗଳାରେ ରହୁଛନ୍ତି ୨ ବିଲେଇ: ମାସକୁ ଘରଭଡ଼ା ୧ ଲକ୍ଷ

ଗୃହପାଳିତ ପଶୁ ଦାମୀ କାରରେ ବୁଲିବା ସାଧାରଣ କଥା। କିନ୍ତୁ ୨ଟି ବିଲେଇ ଏକ ଦାମୀ ବଙ୍ଗଳାରେ ଭଡ଼ା ଘରେ ରହୁଛନ୍ତି। ଏହି ଘରର ଭଡ଼ା ପ୍ରାୟ ୧ ଲକ୍ଷ ଟଙ୍କା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆମେରିକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri