ସିଆରପିଏଫ୍ରେ ଯୋଗ ଦେବାକୁ ଚାହୁଁଥିଲେ, ମାଟ୍ରିକ୍ରୁ ଗ୍ରାଜୁଏଶନ୍ ପର୍ଯ୍ୟନ୍ତ ମିଳୁଛି ନିଯୁକ୍ତି,ମାସିକ ଦରମା ୧.୪୨ ଲକ୍ଷ
ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ସ୍ନାତକୋତ୍ତର ଏବଂ ଡିପ୍ଲୋମା ଧାରକମାନଙ୍କ ପାଇଁ ସାଧାରଣ ଦଶମ ଏବଂ ଦ୍ୱାଦଶ ପାସଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାଜୁଏଟ୍ ଏବଂ ଡିପ୍ଲୋମା ପାସ୍ ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ସିଆରପିଏଫ୍ରେ ପ୍ରାୟ ୮୦୦…
ଅସ୍ତ୍ରଶସ୍ତ୍ର ସରିଯିବା ପରେ ବି କାର୍ଗିଲ୍ ଯୁଦ୍ଧରେ ଶତ୍ରୁଙ୍କ ସହ ଲଢ଼ିଥିଲେ ଏହି ଯବାନ
ପୂର୍ବ ଦିଲ୍ଲୀର ମୟୂର ବିହାରର ହନିଫ୍ଉଦ୍ଦିନ୍ ପିଲାଦିନରୁ ପ୍ରତିଜ୍ଞାକାରୀ ଥିଲେ। ୭ ବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ। ମାତ୍ର ତାଙ୍କ ମା’ ହେମା ଅଜିଜ୍ କେବେ ବି ପିତା ନ ଥିବା ତାଙ୍କୁ ଅନୁଭବ କରିବାକୁ ଦେଇ ନ ଥିଲେ।…
ଅଗଷ୍ଟ ୧୫ରେ ଲାଲକିଲ୍ଲାର ଚିତ୍ର ରହିବ ଏମିତି
ନୂଆଦିଲ୍ଲୀ,୨୪।୭: କରୋନା ମହାମାରୀ ଯୋଗୁ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ରୋଗ ଲଗାଇ ଦିଆଯାଇଛି। କରୋନା ସମୟରେ ଆଗକୁ ସ୍ବାଧୀନତା ଦିବସ ଆସୁଥିବାରୁ ଏହାକୁ ନେଇ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏଥର ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ଚିତ୍ର କିଛି ଭିନ୍ନ ଦେଖିବାକୁ…
ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍
କରୋନା ମହାମାରୀ ଯୋଗୁ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍(ଆଇପିଏଲ୍) ଅନୁଷ୍ଠିତ ହେବା ଆଶଙ୍କା ବଢି ବଢି ଯାଉଛି। ଆଇସିସି ଦ୍ୱାରା ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ପରେ ଆଇପିଏଲ୍ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏବେ ଭାରତରେ ଆଇପିଏଲ୍ ହେବା ଅସମ୍ଭବ…
ଦୃଷ୍ଟି ଶକ୍ତି କମ୍ ଥିଲେ ମଧ୍ୟ ଏସିଆର ବ୍ରାଡ୍ମ୍ୟାନ୍ ହୋଇଥିଲେ ଏହି ଖେଳାଳି
ପ୍ରଥମ ଶ୍ରେଣୀ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ବ୍ୟାଟ୍ସମ୍ୟାନ ଶତକରୁ ଶତକ ପୂରଣ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ୧୦୦ କିମ୍ବା ଅଧିକ ଶତକ ହାସଲ କରିଥିବା ବ୍ୟକ୍ତିଙ୍କ ତାଲିକାରେ କେବଳ ଜଣେ ଏସୀୟ ବ୍ୟାଟ୍ସମ୍ୟାନଙ୍କ ନାମ ଅନ୍ତର୍ଭୁକ୍ତ ରହିଛି।…
ଉପାନ୍ତ ଅଞ୍ଚଳରେ ଅନ୍ଲାଇନ୍ ପାଠପଢ଼ା ଅପହଞ୍ଚ
ମହାକାଳପଡା,୨୪ା୭(ଡି.ଏନ୍.ଏ.): କରୋନା ମହାମାରୀ ପାଇଁ ରାଜ୍ୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଛି। ଏପରିସ୍ଥିତିରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ବାଘୁଆମେଦସ୍ଥିତ ଆଦିବାସୀପଡ଼ାରେ ବହୁ ଛାତ୍ରୀଛାତ୍ର ଏବେ ପାଠପଢ଼ା ଛାଡ଼ି ଚାଷ କାମରେ ପରିବାର ଲୋକଙ୍କୁ…
ଗାଁ ଦାଣ୍ଡରେ ପଚୁଛି ପନିପରିବା
ରସୁଲପୁର, ୨୪।୭ (ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସବୁ ଋତୁରେ ବିଭିନ୍ନ ପନିପରିବା ଚାଷ କରୁଥିବା ବ୍ଲକ ଅଞ୍ଚଳର ଚାଷୀମାନେ କରୋନା ଯୋଗୁ ବହୁ କ୍ଷତି ସହିଲେଣି। ଶଟ୍ଡାଉନ୍, ଲକ୍ଡାଉନ୍ ଯୋଗୁ…
ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ, ୭୪୦ ମୃତ
ନୂଆଦିଲ୍ଲୀ,୨୪।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ପାଖାପାଖି ୪୯,୩୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ…
ଘରେ ବସି କପିଲ ଶର୍ମାଙ୍କ କମେଡି ଶୋ’ରେ ନେଇପାରିବେ ଭାଗ, ଜାଣନ୍ତୁ କେମିତି
ଲକ୍ଡାଉନ୍ ଯୋଗୁ ଗତ ମାର୍ଚ୍ଚ ମାସରୁ ସମସ୍ତ ଟିଭି ସିରିଏଲ ଶୁଟିଂ ବନ୍ଦ ରହିଛି। ପାଖାପାଖି ୪ ମାସ ପରେ ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ ହୋଇଛି। ଏହି କ୍ରମରେ ଲୋକପ୍ରିୟ କମେଡି ଶୋ’ କପିଲ ଶର୍ମା କମେଡିର ଶୁଟିଂ…
ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ,୨୪ା୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି। ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।…
ଗଳାବାଟ ଦେଇ ଆସୁଛି କରୋନା
ପୁରୀ ଅଫିସ,୨୪।୭: ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଗତ ଦୁଇଦିନରେ ଜିଲାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ବୁଧବାର ୨୮ ପଜିଟିଭ…
ଆଜିଠୁ ୯ ଦିନ ୪ ୱାର୍ଡ କଣ୍ଟେନ୍ମେଣ୍ଟ ଜୋନ୍
ପୁରୀ ଅଫିସ, ୨୪। ୭: ପୁରୀ ସହରସ୍ଥ ପେଣ୍ଠକଟା ଅଞ୍ଚଳ ଏବେ ପ୍ରଶାସନର ଚିନ୍ତା ବଢାଇଛି। ଦୁଇଦିନରେ ୨୦ରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ଶୁକ୍ରବାରଠାରୁ ୯ ଦିନ ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏ…
Archives


