ଓ୍ବାଲ୍ମାର୍ଟ ଇଣ୍ଡିଆକୁ ଅଧିଗ୍ରହଣ କଲା ଫ୍ଲିପ୍କାର୍ଟ
ନୂଆଦିଲ୍ଳୀ,୨୪।୭: ଇ-କମର୍ସ କମ୍ପାନୀ ଫ୍ଲିପ୍କାର୍ଟ ଓ୍ବାଲ୍ମାର୍ଟ ଇଣ୍ଡିଆ ହୋଲ୍ସେଲ୍ ବିଜ୍ନେସର ୧୦୦% ଅଂଶଧନ ହାସଲ କରିଛି। ଏହା ବାଦ୍ କମ୍ପାନୀ ଭାରତରେ ଫ୍ଲିପ୍କାର୍ଟ ହୋଲ୍ସେଲ ଶୁଭାରମ୍ଭ କରିବା ଲାଗି ଘୋଷଣା କରିଛି। ଅଗଷ୍ଟରେ ଏହି ସେବାର ଆରମ୍ଭ ହେବ ବୋଲି କମ୍ପାନୀ…
କରୋନା ଯୁଦ୍ଧରେ ଦୁର୍ବଳ ରଣନୀତି
ଓ୍ବାଶିଂଟନ,୨୪ା୭:ଆମେରିକା, ବ୍ରାଜିଲ, ବ୍ରିଟେନ ଓ ମେକ୍ସିକୋ। ଏହି ଦେଶଗୁଡ଼ିକର ନେତୃତ୍ୱ ଏପରି ନେତାମାନେ ନେଉଛନ୍ତି, ଯେଉଁମାନେ କି ପ୍ରାରମ୍ଭରେ କୋଭିଡ୍-୧୯କୁ ନୂ୍ୟନ ମନେକରିଥିଲେ। ସେମାନେ ଏହାର ନିରାକରଣ ପାଇଁ ବୈଜ୍ଞାନିକଙ୍କ ପରାମର୍ଶକୁ ନେଇ ସନ୍ଦିହାନ ଥିଲେ। ଏଭଳି ନେତାମାନଙ୍କ ଅପରିଣାମଦର୍ଶିତା ସ୍ଥିତିକୁ…
ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମୟ ଧାର୍ଯ୍ୟ ହୋଇନି
ନୂଆଦିଲ୍ଳୀ,୨୪।୭: ବ୍ୟାଙ୍କ ଋଣ ଖିଲାପି ମାମଲାରେ ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଲଣ୍ଡନର ଏକ ନ୍ୟାୟାଳୟ କରୁଛନ୍ତି। ମାମଲା ଶେଷକରି ମାଲ୍ୟାଙ୍କୁ ବ୍ରିଟେନ କେବେ ଭାରତ ପଠାଇବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଭଳି ସ୍ଥିତିରେ…
ସ୍ଥାୟୀ କମିଶନ ହେବେ ମହିଳା
ନୂଆଦିଲ୍ଲୀ,୨୪ା୭(ପି.ଟି.):ସୈନ୍ୟବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ସଂକ୍ଷିପ୍ତ ସେବା କମିଶନ (ଏସ୍ଏସ୍ସି) ଯୋଜନାରେ ନିଯୁକ୍ତ ସମସ୍ତ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନିମନ୍ତେ ବିଚାର କରିବା ପାଇଁ ଗତ ଫେବୃୟାରୀରେ ସୁପ୍ରିମକୋର୍ଟ…
ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା
ଅନୁଗୋଳ ଅଫିସ୍, ୨୪ା୭ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ ରହିଥିଲେ ମଧ୍ୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ…
ଅମିର ନେଗେଟିଭ୍, ପାକିସ୍ତାନ ଦଳରେ ଯୋଗଦେବ
କରାଚୀ, ୨୪।୭ (ପି.ଟି.)-କରୋନା ଭାଇରସ୍ ପାଇଁ ପାକିସ୍ତାନର ବାମହାତୀ ପେସ୍ ବୋଲର ମହମ୍ମଦ ଅମିରଙ୍କ ହୋଇଥିବା ଦ୍ୱିତୀୟ ଟେଷ୍ଟ ନେଗେଟିଭ୍ ଆସିଛି। ଫଳରେ ସେ ଇଂଲଣ୍ଡ ଯାଇ ସେଠାରେ ପାକିସ୍ତାନ କ୍ରିକେଟ ଦଳରେ ଯୋଗଦେବା ସ୍ପଷ୍ଟ ହୋଇଛି। ଅମିର ବର୍ତ୍ତମାନ କେବଳ…
ଡୋପିଂ ମାମଲାରେ ମନଙ୍ଗୋଇ ସସ୍ପେଣ୍ଡ
ମୋନାକୋ, ୨୪ା୭ (ଏପି)- ଡୋପ୍ ଟେଷ୍ଟ ପାଇଁ ହାଜର ହୋଇ ନ ଥିବାରୁ ପୂର୍ବତନ ୧,୫୦୦ ମିଟର ବିଶ୍ୱଚାମ୍ପିୟନ ଇଲିଜା ମନଙ୍ଗୋଇ ସାମୟିକ ସସ୍ପେଣ୍ଡ ହୋଇଛନ୍ତି। କେନିଆର ଏହି ଆଥଲେଟ୍ ‘ହୋୟାରଏବାଉଟ୍ସ’ ନିୟମ ଉଲ୍ଲଂଘନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଆଥଲେଟିକ୍ସ…
ଫିଡେ ଅନଲାଇନ୍ ଚେସ୍ ଅଲିମ୍ପିଆଡ୍ ୨୫ରୁ
ଚେନ୍ନାଇ, ୨୪ା୭ (ପି.ଟି.)-ଚଳିତ ମାସ ୨୫ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଫିଡେ ଅନ୍ଲାଇନ୍ ଅଲିମ୍ପିଆଡ୍ ହେବ। ଏଥିରେ ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଡିଙ୍ଗ୍ ଲିରେନ୍ ଏବଂ ଭାରତର ବିଶ୍ୱନାଥନ ଆନନ୍ଦଙ୍କ ଭଳି ଟପ୍ ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରଥମଥର ଅନୁଷ୍ଠିତ…
ରୌପ୍ୟ ବିଜୟୀ ଭାରତୀୟ ରିଲେ ଦଳକୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୨୪।୭(ପି.ଟି.): ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଏବେ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ବାହାରିନ ଦଳର ଜଣେ ରନର…
ଏସବୁ ରୋଗ ଦୂର କରେ ଜହ୍ନି, ଗର୍ଭବତୀଙ୍କ ପାଇଁ ସବୁଠୁ ଭଲ
ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍ଟ୍ରିକ୍, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜହ୍ନି ମହୌଷଧି ପରି କାମ କରିଥାଏ। ପୋଷକତତ୍ତ୍ୱରେ…
ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇଥିବା ଯୁବତୀଙ୍କୁ ଗଣ ବଳାତ୍କାର
ସାରଣ, ୨୩।୭: ମା’ଙ୍କ ପାଇଁ ବଜାରରୁ ଔଷଧ ଆଣିବାକୁ ଯାଇଥିବା ଜଣେ ଯୁବତୀ ଗଣ ବଳାତ୍କାରର ଶିକାର ହୋଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାଟି ବିହାରର ସାରଣ ଜିଲା ତରେୟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟିଯାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ମା’ଙ୍କ…
ସିରିଜ ଉପରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦଳର ନଜର
ମାଞ୍ଚେଷ୍ଟର, ୨୩।୭- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ପ୍ରଥମ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ଜିତି ଥିବାବେଳେ ଦ୍ୱିତୀୟ ଟେଷ୍ଟରେ ବିଜୟୀ…
Archives


