ଭୁବନେଶ୍ୱରରୁ ଆଜି ପୁଣି ୩୭ ପଜିିଟିଭ୍ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୬ ଜଣ ରହିଥିବା ବେଳେ ଲୋକାଲ କେସ୍ ୨୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଏକ ମିନିଟ୍ରେ ୬୮ ବୋତଲର ଠିପି ଖୋଲି ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ନାଁ ଲେଖାଇଲେ ବ୍ୟକ୍ତି
ହାଇଦ୍ରାବାଦ,୨୩।୧୧: ପ୍ରାୟ ସମୟରେ ଦେଖାଯାଏ, କୋଲ୍ଡ ଡ୍ରିଙ୍କ୍ସ ଖୋଲିବାକୁ ଓପ୍ନର ନ ମିଳିଲେ, ଲୋକେ ନିଜ ଦାନ୍ତରେ ଖୋଲିଥାନ୍ତି। ହେଲେ କେବେ କାହାକୁ ମୁଣ୍ଡରେ ବୋତଲର ଠିପି ଖୋଲିବା ଦେଖିଛନ୍ତି କି? ବୋଧେ ନୁହେଁ। ଭାବୁଥିବେ କେହି ମୁଣ୍ଡରେ ବୋତଲ କିଭଳି…
ଗୁଗୁଲର ନ୍ୟାଶନାଲ୍ କ୍ରଶ୍ ହେଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ସାଉଥ ଫିଲ୍ମର ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ସେ କନ୍ନଡ, ତାମିଲ ଏବଂ ତେଲ୍ଗୁ ଫିଲ୍ମରେ ଅଭିନୟ କରି ସର୍ବଦା ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସମ୍ପ୍ରତି ରଶ୍ମିକାଙ୍କୁ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଦ୍ୱାରା ୨୦୨୦ରେ…
ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ରହିଛି କୌତୁକିଆ ଡାକନାମ
ବଲିଉଡ୍ର ଅଭିନେତ୍ରୀମାନଙ୍କ ପ୍ରକୃତ ନାମ ଜାଣିଛନ୍ତି। ମାତ୍ର ସେମାନଙ୍କର ପରଦା ପଛର ବି ବେଶ୍ କୌତୁକିଆ ନାଁ ରହିଛି। ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ଘରେ କେଉଁ ନାମରେ ଡାକନ୍ତି… ଐଶ୍ୱର୍ଯ୍ୟା ରାୟ : ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଏକ ସୁନ୍ଦର…
ମହିଳାଙ୍କ ଶରୀରର ଏହି ଅଙ୍ଗ ବଡ଼ ଥିଲେ ଶାଶୁଘରେ ରହେନାହିଁ ଧନର ଅଭାବ
କଥାରେ ଅଛି, ଭାଗ୍ୟରେ ଯାହା ଅଛି ତାହା ମିଳିବ। ହେଲେ ଭାଗ୍ୟ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଆମେ କର୍ମ କରିଥାଉ। ମାତ୍ର ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ, ଯେଉଁ ମହିଳାମାନଙ୍କ ଶରୀରର ଏହିସବୁ ଅଙ୍ଗ ବଡ଼ ହୋଇଥାଏ ସେମାନଙ୍କ ସ୍ବାମୀଙ୍କ ଭାଗ୍ୟ…
ବରପକ୍ଷ ଯୌତୁକ ମାଗିବାରୁ ନିମନ୍ତ୍ରଣ କାର୍ଡରେ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ କନ୍ୟାପିତା
ଚଣ୍ଡିଗଡ଼,୨୩ା୧୧: ଯୌତୁକ ରୂପୀ ଭୂତ ସମାଜରୁ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ। ଆଜି ବି ଏ ସମାଜରେ କିଛି ଯୌତୁକଲୋଭୀ କନ୍ୟାପକ୍ଷଙ୍କୁ ଯୌତୁକ ମାଗିବାକୁ ପଛାଉ ନାହାନ୍ତି। ଫଳରେ ଏଥିରେ ମର୍ମାହତ ହୋଇ ଅନେକ କନ୍ୟା ପିତା ଆତ୍ମହତ୍ୟା କରୁଥିବା ନଜିର ରହିଛି।…
ଶୁଟିଂ ସେଟ୍ରେ ତାପସୀ
ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ପୁଣିଥରେ ଶୁଟିଂ ସେଟ୍କୁ ଫେରିଛନ୍ତି । ଏପର୍ଯ୍ୟନ୍ତ ତାପସୀ ଯେତୋଟି ଫିଲ୍ମରେ ଅଭିନୟ କରିଛନ୍ତି ପ୍ରାୟ ସମସ୍ତ ଚରିତ୍ର ଖୁବ୍ ଧମାକାଦାର୍ । ଏଥର ବି ସେ ଏମିତି ଏକ ଚରିତ୍ରରେ ନଜର ଆସିବେ…
ବିବାହ ଉତ୍ସବରେ ସାମିଲ ହେବେ ମାତ୍ର ଶହେ ଜଣ: ବ୍ୟାଣ୍ଡବାଜା, ଡିଜେ ଉପରେ ଲାଗିଲା ପ୍ରତିବନ୍ଧକ
ଲକ୍ଷ୍ନୌ,୨୩।୧୧: ଦେଶରେ କରୋନା ଭାଇରସ୍ ମହାମାରୀ ଆତଙ୍କ ଜାରି ରହିଛି। ଦିଲ୍ଲୀ, ଗୁଜରାଟ ସମେତ କେତେକ ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ କେତେକ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଓ ଲକ୍ଡାଉନ ଲାଗୁ ନେଇ ବିଚାର…
ଦୁଇ ଜଣଙ୍କୁ ବିବାହ କରିଥିବା ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ ବି କରିଥିଲେ ରାଜକୀୟ ବିବାହ
ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ନାଗା ଚୈତନ୍ୟ ୨୩ ନଭେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚୈତନ୍ୟ ପ୍ରସିଦ୍ଧ ସୁପରଷ୍ଟାର ଅଭିନେତା ଆକ୍କିନେନି ନାଗାର୍ଜୁନଙ୍କ ପୁଅ। ସେ ୧୯୮୬ ମସିହାରେ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦୁଝର, ୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣବଳାତ୍କାର କରିବା ଘଟଣାରେ ଅତିରିକ୍ତ ଜିଲା ଜଜ୍ ଓ ସ୍ବତନ୍ତ୍ର ଜଜ୍ ଲୋକନାଥ ସାହୁ ସୋମବାର ପୋକ୍ସୋ ଆଇନରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…
ରାହୁଲଙ୍କ ଟୁଇଟ୍କୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ
ନୂଆଦିଲ୍ଲୀ,୨୩ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଥିବା ବେଳେ ଏବେ ତାଙ୍କର ଏକ ଟୁଇଟ୍ର ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସେ…
ସ୍କୁଲ ଫି’ ପ୍ରସଙ୍ଗ: କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): କରୋନା ସମୟରେ ଘରୋଇ ସ୍କୁଟ ଫି ଛାଡ କରିବା ମାମଲାର ଶୁଣାଣିକରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ସ୍କୁଲ ଫି କେତେ ହ୍ରାସ କରିପାରିବ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ସମ୍ପର୍କୀତ ସତ୍ୟପାଠ ଦାଖଲ…

