ବିଏମ୍‌ଡବ୍ଲ୍ୟୁ କାରରେ ମଇଳା ଉଠାଉଛନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଝାରଖଣ୍ଡର ରାଞ୍ଚିରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ବିଳାସପୂର୍ଣ୍ଣ କାର ବିଏମ୍‌ଡବ୍ଲ୍ୟୁରେ ରାସ୍ତାରୁ ମଇଳା ବୋହି ନେଉଥିବା ଦେଖିବାକୁ ମିଳିଛି। ରାଞ୍ଚିର ଏହି ଯୁବ ବ୍ୟବସାୟୀ ଜଣଙ୍କ ହେଲେ ପ୍ରିନ୍ସ ଶ୍ରୀବାସ୍ତବ। ବିଏମ୍‌ଡବ୍ଲ୍ୟୁ କାରରେ ଅଳିଆ ଉଠାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ପ୍ରିନ୍ସ ନିଜ ବାପାଙ୍କୁ ଉପହାର ଦେବା ପାଇଁ ଏହି କାର କିଣିଥିଲେ। କିନ୍ତୁ କାର କିଣିବା ପରଠାରୁ ତାହା ସବୁବେଳେ ଖରାପ ହେଉଥିଲା। ବିଏମ୍‌ଡବ୍ଲ୍ୟୁ ସେବା କେନ୍ଦ୍ରକୁ ଯିବା ପରେ ମଧ୍ୟ ଏହି କାର ଠିକ୍‌ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରିନ୍ସଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ଏହାରି ମଧ୍ୟରେ ପ୍ରିନ୍ସ ବହୁତ ଅର୍ଥ ମଧ୍ୟ ଖର୍ଚ୍ଚ କରିସାରିଥିଲେ। କେବଳ ସେତିକି ନୁହେଁ, କାର କିଣିଥିବା ମାଲିକଙ୍କ ବ୍ୟବହାରରେ ମଧ୍ୟ ସେ ବିରକ୍ତ ହୋଇଯାଇଥିଲେ। ତେଣୁ ସେ ନିଜର ଏହି ବିଏମ୍‌ଡବ୍ଲ୍ୟୁ କାରକୁ ଅଳିଆ ଉଠାଇବାରେ ବ୍ୟବହାର କଲେ।
ଏ ନେଇ ପ୍ରିନ୍ସ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଏହାର ସମାଧାନ ନ ହେଲେ ସେ କୋର୍ଟର ଦ୍ୱାରସ୍ଥ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ତେଜ ପ୍ରତାପଙ୍କ ଭିନ୍ନ ଲୁକ୍‌

ପାଟନା,୫।୧: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ କିଛି ନା କିଛି କାରଣ ପାଇଁ ଅଧିକାଂଶ ସମୟରେ ଥାଆନ୍ତି...

ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ପ୍ରତିଦିନ ପାହାଡ଼ ଉପରେ ବସୁଛନ୍ତି ଏହି ଛାତ୍ର

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କେତେକ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିଛି। ମାତ୍ର ଅନେକ...

ବିଦ୍ୟୁତ୍‌ ଶକ୍‌ ଲାଗି ଡାକ୍ତର ଦମ୍ପତିଙ୍କ ମୃତ୍ୟୁ ସନ୍ଦେହ, ପୋଲିସ ତଦନ୍ତ ଜାରି

ହାଇଦ୍ରାବାଦ୍‌,୨୨।୧୦: ହାଇଦ୍ରାବାଦ୍‌ର ଖାଦେରବାଗ ଅଞ୍ଚଳରେ ଥିବା ଏକ ଘର ବାଥ୍‌ରୁମ୍‌ରୁ ୨ ମାସ ତଳେ ବିବାହ କରିଥିବା ଡାକ୍ତର ଦମ୍ପତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।...

ଜାନୁୟାରୀ ୨୬ କାର୍ଯ୍ୟକ୍ରମ ପାଇଁ କର୍ମଚାରୀଙ୍କ ଠାରୁ ଚାନ୍ଦା ଆଦାୟ କରିଥିବା ଅଭିଯୋଗ: ଗୋଆ ସରକାରଙ୍କୁ ଘେରିଲେ ବିରୋଧୀ…

ପଣଜୀ,୨୫।୧ : ଜାନୁଆରୀ ୨୬ କାର୍ଯ୍ୟକ୍ରମ ପାଇଁ ଦକ୍ଷିଣ ଗୋଆର ଜିଲା ମାଜିଷ୍ଟ୍ରେଟ ସରକାରୀ କର୍ମଚାରୀଙ୍କଠାରୁ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଆମ...

କରୋନା ସଂକ୍ରମଣ: ଦେଶରେ ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୧୭।୭: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି।...

ଏକଜୁଟ ହୋଇ କରୋନା ବିରୋଧରେ ଲଢ଼ିବା ପରିବର୍ତ୍ତେ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛି ଭାଜପା: ସୋନିଆ

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ଦେଶବାସୀ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ରହିଛି। ତେବେ ଏପରିସ୍ଥଳେ ବି ଭାଜପା...

ଦିଲ୍ଲୀ, ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୩ା୫(ପି.ଟି.): ଜଷ୍ଟିସ୍‌ ଧିରୁଭାଇ ନାରାନଭାଇ ପଟେଲଙ୍କୁ ଦିଲ୍ଲୀ ହାଇକୋର୍ଟ ଓ ଜଷ୍ଟିସ୍‌ ଅଜୟ କୁମାର ମିତ୍ତଲଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।...

ଅକ୍ଟୋବରରେ ଡେରା ମୁଖ୍ୟ ରାମ ରହିମଙ୍କୁ ମିଳିଥିଲା ‘ଗୁପ୍ତ’ ପାରୋଲ!

ଚଣ୍ଡିଗଡ଼,୭ ।୧୧: ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଅକ୍ଟୋବର ୨୪ରେ ଗୋଟିଏ...

Advertisement
Archives

Model This Week