କରୋନା କାରଣରୁ ବନ୍ଦ ହେବାକୁ ଯାଉଥିଲା ରେଷ୍ଟାରାଣ୍ଟ: ଶେଷ ବ୍ୟକ୍ତି ଦେଇଥିଲେ ୨ ଲକ୍ଷ ଟିପ୍ସ

ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍‌ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍‌ଡାଉନ୍‌ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ କରୋନା ବୃଦ୍ଧି ପାଉଥିବାରୁ ଏକ ରେଷ୍ଟୁରାଣ୍ଟ ମାଲିକ ସ୍ବେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିରେ ସେଠାକୁ ବିୟର ପିଇବାକୁ ଆସିଥିବା ଶେଷ ଗ୍ରାହକ ଖୁସିହୋଇ ୩୦ ହଜାର ଡଲାର (୨,୨୨,୫୪୦ ଟଙ୍କା) ଟିପ୍ସ ଦେଇଥିଲେ। ଏ ନେଇ ରେଷ୍ଟୁରାଣ୍ଟ ମାଲିକ ବ୍ରାଣ୍ଡନ ରିଙ୍ଗ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି।
ସେ ସୂଚନା ଦେଇ କହିଛନ୍ତି ଯେ, ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ବିୟର ଅର୍ଡର କରିଥିଲେ ଏବଂ ପିଇବା ପରେ ସେ ବିୟର ମୂଲ୍ୟ ୭ ଡଲାର ଦେଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ରେଷ୍ଟୁରାଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାକୁ ଯାଉଛି, ସେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ପରେ ୩୦୦୦ ଡଲାର ଟିପ୍ସ ରୂପେ ଦେଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ବି ନୁହେଁ ସୁରକ୍ଷିତ, ଶୀଘ୍ର ନିଅନ୍ତୁ ଦ୍ୱିତୀୟ ବୁଷ୍ଟର ଡୋଜ

ବେଜିଂ,୨୬ ।୧୨: ଚାଇନାରେ ବେଳକୁ ବେଳ ବେକାବୁ ହେଲାଣି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କିପରି ମୁକ୍ତି ମିଳିବ ତାହାକୁ ନେଇ ସାଧାରଣ ଜନତାଙ୍କଠାରୁ...

ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଆଉ ନଅଟି ଦ୍ୱୀପ ଦେଶ ଉପରେ ନଜର ପକାଇଲା ଚାଇନା: ବଢିଲା ଶୀତଳ ଯୁଦ୍ଧ, ବିଶ୍ୱଯୁଦ୍ଧ ଆଶଙ୍କା

ବେଜିଂ,୨୮ ।୫: ଚାଇନା ସୋଲେମନ ଆଇସଲ୍ୟାଣ୍ଡ ସହ ଏପ୍ରିଲ ମାସରେ ସୁରକ୍ଷା ଚୁକ୍ତି କରିବା ପରେ ଆମେରିକା ଓ ସହଯୋଗୀ ଦେଶର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ...

ଚାଇନା ନାଗରିକଙ୍କୁ ଆମେରିକା ଭିଜା ମନା: ମାନବାଧିକାର ଉଲ୍ଲଂଘନ ଅଭିଯୋଗ

ଓ୍ବାଶିଂଟନ,୫।୧୨: ମାନବାଧିକାର ଉଲ୍ଲଂଘନ କରୁଥିବା ଚାଇନା ନାଗରିକଙ୍କୁ ଆମେରିକା ଭିଜା ପ୍ରଦାନ କରାଯିବ ନାହିଁ। ଏନେଇ ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ସୂଚନା ଦେଇଛନ୍ତି।...

ଯଥେଷ୍ଟ ସାହାଯ୍ୟ କରୁନି ଆମେରିକା

କିଭ୍‌, ୨୮ା୩: ରୁଷିଆ ସହ ଲଢ଼େଇରେ ଆମେରିକା ଯଥେଷ୍ଟ ସହାୟତା ଦେଉନାହିଁ ବୋଲି କହିଛନ୍ତି ୟୁକ୍ରେନ୍‌ ଏମ୍‌ପି ଇନା ସୋଭସୁନ। ଏକ ଟୁଇଟ୍‌ରେ ଇନା ଲେଖିଛନ୍ତି,...

ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ବ୍ରୁସେଲସ୍ସ,୨୭।୧୦: ବେଲଜିୟମର ଅର୍ଥମନ୍ତ୍ରୀ ଥିବା ସୋଫି ଓ୍ବିଲିୟମ୍ସ ଏବେ ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ କାମଚଳା ପ୍ରଧାନମନ୍ତ୍ରୀ...

ବେକେ ବନ୍ୟା ପାଣିରେ ବାଇକ ଚଲାଉଛନ୍ତି ଯୁବକ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ...

ଗୁପ୍ତଚର ଉପଗ୍ରହର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୯।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ବିପଜ୍ଜନକ ଯୋଜନାରେ ସଫଳ ହୋଇଛନ୍ତି। ବାସ୍ତବରେ ଉତ୍ତର କୋରିଆ...

ପ୍ୟାଡେଲ ନ ଥିବା ସାଇକେଲ

ଦୁଇଟି ବଡ଼ ବଡ଼ ଚକ ଓ ସେଇ ଦୁଇ ଚକକୁ ଆଗକୁ ଗଡାଇବା ଲାଗି ଦୁଇଟି ପେଡାଲ କଥା ଉଠିଲେ ହିଁ ମନକୁ ଆପଣା ଛାଏଁ...

Advertisement
Archives

Model This Week