କରୋନା କାରଣରୁ ବନ୍ଦ ହେବାକୁ ଯାଉଥିଲା ରେଷ୍ଟାରାଣ୍ଟ: ଶେଷ ବ୍ୟକ୍ତି ଦେଇଥିଲେ ୨ ଲକ୍ଷ ଟିପ୍ସ

ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍‌ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍‌ଡାଉନ୍‌ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ କରୋନା ବୃଦ୍ଧି ପାଉଥିବାରୁ ଏକ ରେଷ୍ଟୁରାଣ୍ଟ ମାଲିକ ସ୍ବେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିରେ ସେଠାକୁ ବିୟର ପିଇବାକୁ ଆସିଥିବା ଶେଷ ଗ୍ରାହକ ଖୁସିହୋଇ ୩୦ ହଜାର ଡଲାର (୨,୨୨,୫୪୦ ଟଙ୍କା) ଟିପ୍ସ ଦେଇଥିଲେ। ଏ ନେଇ ରେଷ୍ଟୁରାଣ୍ଟ ମାଲିକ ବ୍ରାଣ୍ଡନ ରିଙ୍ଗ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି।
ସେ ସୂଚନା ଦେଇ କହିଛନ୍ତି ଯେ, ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ବିୟର ଅର୍ଡର କରିଥିଲେ ଏବଂ ପିଇବା ପରେ ସେ ବିୟର ମୂଲ୍ୟ ୭ ଡଲାର ଦେଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ରେଷ୍ଟୁରାଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାକୁ ଯାଉଛି, ସେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ପରେ ୩୦୦୦ ଡଲାର ଟିପ୍ସ ରୂପେ ଦେଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ୪୬ ହଜାର ଅଟୋ ସେକ୍ଟର କର୍ମଚାରୀଙ୍କ ଧର୍ମଘଟ: ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିଲା

ଓ୍ବାଶିଂଟନ, ୧୬।୯ : ଆମେରିକାର ୪୬ ହଜାର ଅଟୋ ସେକ୍ଟର କର୍ମଚାରୀ ସୋମବାରଠାରୁ ଧର୍ମଘଟ ଆରମ୍ଭ କରିଛନ୍ତି। କର୍ମଚାରୀମାନେ ଜେନେରାଲ ମୋଟର କମ୍ପାନୀ ବିରୋଧରେ ଧର୍ମଘଟ...

ବନ୍ଧୁକ ସହ ଖେଳୁଥିଲେ କୁନି ପୁଅ, ତା’ ପରେ …

ଓ୍ବାଶିଂଟନ,୧୫।୩: ଜଣେ ୩ ବର୍ଷୀୟ ଶିଶୁପୁତ୍ର ଦୁର୍ଘଟଣାବଶତଃ ଗୁଳି କରି ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ସୋମବାର ଘଟିଛି ଆମେରିକାର ସିକାଗୋ ସହରରେ।...

କୋଭାକ୍ସ କାର୍ଯ୍ୟକ୍ରମକୁ ଗ୍ରେଟାଙ୍କ ସହାୟତା

ଜେନେଭା, ୨୦।୪: ଗରିବ ଦେଶଗୁଡ଼ିକୁ କୋଭିଡ୍‌ ଟିକା ଯୋଗାଣରେ ପାତରଅନ୍ତରକୁ ନେଇ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ ସମାଲୋଚନା କରିଛନ୍ତି। ଗରିବ ଦେଶଗୁଡ଼ିକୁ କରୋନା...

କୁୁକୁଡ଼ାକୁ ପିଟି ପଳେଇ ଆସୁଥିଲେ, ପଛରୁ ଆସି ଦେଲା ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ପିତାଙ୍କ ଶେଷଇଚ୍ଛା ପୂରଣ କଲେ ୧୨ ଝିଅ

ମୁମ୍ବାଇ,୩୧।୧: ଭାରତୀୟ ପରମ୍ପରାରେ ମାତାପିତାଙ୍କ ପାର୍ଥିବ ଶରୀରରେ ପୁଅମାନେ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥାନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ପାର୍ଥିବ ଶରୀରରେ ୧୨...

୩୩ ଦେଶରେ ନୂଆ ଷ୍ଟ୍ରେନ୍‌ ଆତଙ୍କ

ନୂଆଦିଲ୍ଲୀ,୨।୧: ବ୍ରିଟେନ୍‌ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଏବେ ପୃଥିବୀର ୩୩ଟି ଦେଶରେ ପହଞ୍ଚିଛି। କେତେକ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିବାବେଳେ...

ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ

ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ...

ଭାଲେଣ୍ଟାଇନ୍ସ୍‌ ଡେ’କୁ ରାସ୍ତା ମଝିରେ ଫାଶୀ…

ଆଗ୍ରା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ୍‌ ଡେ’କୁ ରାସ୍ତା ମଝିରେ ଫାଶୀ ଦିଆଯାଇଛି। ଉତ୍ତରପ୍ରଦେଶ ଆଗ୍ରାରେ କେତେକ ପ୍ରଦର୍ଶନକାରୀ ଭାଲେଣ୍ଟାଇନ୍ସ୍‌ ଡେ’ର କୁଶ ପୁତ୍ତଳିକାକୁ ଏଭଳି ଦଣ୍ଡ ଦେଇଛନ୍ତି।...

Advertisement
Archives

Model This Week