ପତିତପାବନଙ୍କ ହେବ ନାହିଁ ନାଗାର୍ଜୁନ ବେଶ

ପୁରୀ ଅଫିସ୍‌,୨୩।୧୧: ଆସନ୍ତା ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ପଡିିଛି ଏହି ଦୁର୍ଲଭ ବେଶ। ଦାରୁଦିଅଁଙ୍କ ଏହି ବିରଳ ବେଶକୁ ଭକ୍ତମାନେ ଦେଖପାରିବେ ନାହିଁ। କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ହୋଇଛି। ତେବେ ପତିତପାବନଙ୍କୁ ନାଗାର୍ଜୁନ ବେଶ କରାଗଲେ ଦର୍ଶନ ସୌଭାଗ୍ୟ ମିଳିବ ବୋଲି ଆଶା ରଖିଥିବା ଶ୍ରଦ୍ଧାଳୁଙ୍କୁ କିନ୍ତୁ ନିରାଶ ହେବାକୁ ପଡିଛି। ମଙ୍ଗଳବାର ଅନୁଷ୍ଠିତ ନାଗାର୍ଜୁନ ବେଶ ସମ୍ପର୍କିତ ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପତିତାବନଙ୍କୁ ନାଗାର୍ଜୁନ ହେବ ନାର୍ହି ବୋଲି ସ୍ପଷ୍ଟ କରିଛନ୍ତି। ଶ୍ରୀମନ୍ଦିର ସତ୍ତ୍ୱଲିପି ଏବଂ ପରମ୍ପରାରେ ଏ ନେଇ କିଛି ବିଧି ବ୍ୟବସ୍ଥା ନାହିଁ। ୧୯୯୩ ଏବଂ ୧୯୯୪ ମସିହାରେ ଯେଉଁ ନାଗାର୍ଜୁନ ବେଶ ହୋଇଥିଲା ସେତେବେଳେ ବି ପତିତପାବନଙ୍କର ବେଶ କରାଯାଇ ନ ଥିଲା। ତେଣୁ ପୂର୍ବ ପରମ୍ପରାକୁ ରକ୍ଷା କରାଯିବ। ପତିତପାବନଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ନାହିଁ ବୋଳି ମୁଖ୍ୟ ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଭବନର ୮ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ି ଚାଲିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘଡ଼ିସନ୍ଧି...

ଜାମିନ ଆବେଦନ କଲେ ଅର୍ଚ୍ଚନା,ଏପରି ଯୁକ୍ତି ବାଢ଼ିଲେ ତାଙ୍କ ଓକିଲ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାକୁ ସପ୍ତାହରୁ ଅଧିକ ଦିନ ବିତିଛି। ଇତିମଧ୍ୟରେ ଜେଲରେ ଥିବା ଅଭିଯୁକ୍ତା ଅର୍ଚ୍ଚନା...

ଜଗନ୍ନାଥ ମହାପ୍ରଭଙ୍କୁ ନାମରେ ଥିବା ଜମି ଦଖଲକଲେ ଗ୍ରାମବାସୀ: ଗାଁରେ ଚାପା ଉତ୍ତେଜନା

ଅତାବିରା,୧୬।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ଧରି ଅନ୍ଧାରରେ ରଖି ଗ୍ରାମର ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ନାମରେ ଥିବା ଜମିକୁ...

ମା’ଙ୍କ ସହ ସ୍କୁଲ ଗଲା ଝିଅ

ରଘୁନାଥପୁର,୧୪।୩ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ସାଦେଇପୁର ପଞ୍ଚାୟତ ଅନ୍ତର୍ଗତ ରାଉତ ନୂଆଗାଁରେ ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ ଘଟଣାରେ ପୋଲିସ ତଦନ୍ତ...

CORONAVIRUS UPDATE: ରାଜ୍ୟରେ ୨୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧,୨୬୪ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩ା୭(ବ୍ୟୁରୋ) : ଗୁରୁବାର ରାଜ୍ୟରୁ ପୁଣି ୧୨୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ୨୭ଟି ଜିଲାରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ଉପକୂଳରେ ହାଇଆଲର୍ଟ

ଭୋଗରାଇ, ୧୦।୫(ଡି.ଏନ.ଏ.) ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅସାନି ଭୀଷଣ ବାତ୍ୟାରେ ପରିଣତ ହେବା ପରେ କୂଳବାସୀ ଭୟଭୀତ ହୋଇପଡିଛନ୍ତି l ତେବେ ଏହି ବାତ୍ୟା...

ଉଜୁଡ଼ା ସଂସାର ସଜାଡ଼ିଦେଲେ ଶାଶୁ: ବିଧବା ବୋହୂଙ୍କୁ ଦେଲେ ବିବାହ

ତାଳଚେର,୧୪।୯(ନି.ପ୍ର.) – ୫ ମାସ ତଳେ ପୁଅର ବିବାହ କରି ଘରକୁ ବୋହୂଟିଏ ଆଣିଥିଲେ। ପୂଅ-ବୋହୂଙ୍କ ସୁଖର ସଂସାର ଦେଖି ଖୁସିରେ ଉଚ୍ଛୁଳି ଉଠୁଥିଲେ। ଭାବିଥିଲେ...

୫ ଚୋରା ମଦ ବେପାରି ଗିରଫ

ପାଟଣା,୨୧।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ତୁରୁମୁଙ୍ଗା ଥାନାର ଖିରେଇଟାଙ୍ଗିରି ଓ ଦାଶରଥୀପୁର ଗ୍ରାମରେ ଚଢ଼ାଉ କରି ୧୩୦ ଲିଟର ମହୁଲି ମଦ...

Advertisement
Archives

Model This Week