ଖରାପ ହୋଇ ପଡ଼ିଥିଲା ରାସ୍ତା: ନିର୍ମାଣ କଲେ ମହିଳା ସଂଘ, ପ୍ରବାସୀ ଶ୍ରମିକ
ଛତ୍ରପୁର,୨୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ହେଡକ୍ୱାର୍ଟର୍ସ ଛତ୍ରପୁର ଏନ୍ଏସିର ରାମନଗର ଦ୍ୱିତୀୟ ଲେନ୍ର ରାସ୍ତା ଖରାପ ହୋଇଯାଇଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ହୋଇ ପାଣି ଜମି ରହୁଥିଲା। ତେଣୁ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ…
ବାରମ୍ବାର ହାତ ଧୋଇବା ପରେ ବି ମନରୁ ଯାଉନି କରୋନା ଭୂତାଣୁ ଭୟ, ହୋଇପାରେ ଏହି ରୋଗର ଲକ୍ଷଣ..
ମହାମାରୀ କରୋନା କବଳରେ ସାରା ବିଶ୍ୱ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଥବା ଡାକ୍ତରମାନେ ରୋଗରୁ ରକ୍ଷା ପାଇବା ଲାଗି ଲୋକମାନଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଯେପରିକି ମାସ୍କର ବ୍ୟବହାର, ବାରମ୍ବାର…
କରୋନା ଚକ୍ରବ୍ୟୁହରୁ ବାହାରିଲେ ଅଭିମନ୍ୟୁ
ଛତ୍ରପୁର,୨୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୂର ପଞ୍ଚାୟତର ଜଣେ ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କରୋନାକୁ ହରାଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ସେ ବର୍ତ୍ତମାନ ଘରେ ଅଛନ୍ତି। ତେବେ ସ୍ଥାନୀୟ ବିଡିଓ ଏବଂ ମେଡିକାଲ ଅଫିସର…
ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ। ବାୟୁ ପ୍ରଦୂଷଣ ହେତୁ ଭାରତୀୟଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଇଛି ବୋଲି ଏହି…
ବଦଳିଲା ମାନବ ସମ୍ବଳ ମନ୍ତ୍ରଣାଳୟ ନାମ
ନୂଆଦିଲ୍ଲୀ, ୨୯।୭: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନାମକୁ ପରିବର୍ତ୍ତନ କରାଯାଇଛି। ଏବେ ଏହା ଶିକ୍ଷା ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ବୈଠକରେ ଦେଶରେ…
ବରଗଡ଼ରେ ୫ କରୋନା ପଜିଟିଭ ଚିହ୍ନଟ : ସମସ୍ତେ ସ୍ଥାନୀୟ ଆକ୍ରାନ୍ତ
ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାରେ ବୁଧବାର ପୁଣି ୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସ୍ଥାନୀୟ ଆକ୍ରାନ୍ତ ଏବଂ ବରଗଡ଼ ପୌର ପରିଷଦ ଅଞ୍ଚଳର ଅଟନ୍ତି। ସେମାନଙ୍କ ମଧ୍ୟରୁ ୱାର୍ଡ ନଂ-୧୮ର ୩ଜଣ ଏବଂ ୱାଡ…
୬୧ ବର୍ଷରେ ବଲିଉଡର ‘ଖଳନାୟକ
ବମ୍ବେ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ହାପି ବାଲା ବର୍ଥ ଡେ। ଫିଲ୍ମ ରକିରୁ ସଞ୍ଜୁବାବା ନିଜର କ୍ୟାରିୟର ଆରମ୍ଭ କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସେ ବଲିଉଡ୍ ଫିଲ୍ମ ଜଗତରେ ଚାରି ଦଶକରୁ ଅଧିକ ସମୟ ଧରି ରାଜ୍…
ହାତୀ ଖେଳୁଛି କ୍ରିକେଟ୍: ବିନା ବ୍ୟାଟ୍ରେ ମାରୁଛି ଭଲ ଶଟ୍
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉ ଥିବା ବେଳେ କେତେକ ଭିଡିଓ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ମାଉସୀ ନମସ୍କାର କହି ଘରେ ପଶିଲେ କିଛି ବ୍ୟକ୍ତି, ଆଉ ତା’ପରେ
ଗ୍ବାଲିୟର୍,୨୯।୭: ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଏକ ଅଜବ ଲୁଟ୍ ହୋଇଛି। ମାଉସୀ ନମସ୍କାର କହି ଘରେ ପଶି ଖେଳନା ବନ୍ଧୁକ ଦେଖାଇ ଲୁଟ କରିନେଇଛନ୍ତି ଦୁର୍ବୃତ୍ତ। ସହରର ପରିବହନ ବ୍ୟବସାୟୀଙ୍କ ଘରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଘରେ…
ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: କରୋନା ରୋଗୀଙ୍କ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର
ବ୍ରହ୍ମପୁର ଅଫିସ,୨୯।୭ – ଗଞ୍ଜାମ ଜିଲାରେ ଏବେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଜିଲାର ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ଘଟଣାର ୪ ଦିନ ପରେ ଖବର…
ଡ୍ରଗ୍ସ ନିଶାରେ ୨ ଦିନ ପରେ ଉଠିଥିଲେ ଏହି ଅଭିନେତା, ତା’ପରେ ଘଟିଥିଲା ଏମିତିି
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ତିଷ୍ଠିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଯଦିଓ ସେ କଳାକାର ପରିବାରରୁ ଆସିଥିଲେ ତଥାପି ଅଭିନୟ ଯାଦୁରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସଞ୍ଜୟ ପ୍ରବଳ ଡ୍ରଗ୍ସ ସେବନ କରୁଥିଲେ…
ବାଲେଶ୍ୱରରେ ୯୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ବାଲେଶ୍ୱର ଅଫିସ,୨୯ା୭: ବାଲେଶ୍ୱର ଜିଲାରେ ବୁଧବାର ୨୯ କରୋନା ପଜିଟିଭ୍ ଚି଼ହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୧୪ ରେ ପହଞ୍ଚିଛି। ସେଥିମଧ୍ୟରୁ ୬୬୬ ଆରୋଗ୍ୟ ହୋଇ ଫେରିଥିବା ବେଳେ ୨୪୨ ଜଣ ଚିକିତ୍ସିତ ହେଉଛନ୍ତି। ୩ ଜଣଙ୍କ କରୋନାରେ…
Archives


