କରିନାଙ୍କୁ ‘ଆଣ୍ଟି’ ଡାକିଥିଲେ ସାରା, ଏମିତି ଥିଲା ସୈଫ୍‌ଙ୍କ ପ୍ରତିକ୍ରିୟା

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ ଅଭିନେତ୍ରୀ କରୀନା କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ସେ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଇବ୍ରାହିମ ଜନ୍ମ ନେଇଥିଲେ। ବାପାଙ୍କ ଦ୍ୱିତୀୟ ସ୍ତ୍ରୀ କରିନା କପୁର ଖାନଙ୍କ ସହିତ ତାଙ୍କ ସମ୍ପର୍କ ଖୁବ ଫ୍ରେଣ୍ଡଲି ବୋଲି କହିଛନ୍ତି ସାରା ଅଲ୍ଲୀ ଖାନ। ସାରା କେବେବି କରିନାଙ୍କୁ ‘ମମ୍ମି’ ବା ‘ମାମା’ ବୋଲି ଡାକନ୍ତି ନାହିଁ। କରିନା ସାରାଙ୍କ ମୁହଁରୁ ସେଭଳି ସମ୍ବୋଧନ ବି ଚାହାଁନ୍ତି ନାହିଁ। ଏକଥା ବହୁ ଦିନ ଆଗରୁ ସ୍ପଷ୍ଟ କରିଛନ୍ତି କରିନା। ସାରା କେବେ ବି କରିନାଙ୍କଠାରୁ ଆକ୍ଟିଂ ଟିପ୍ସ ନିଅନ୍ତି ନାହିଁ। ସୈଫ୍‌ କରିନାଙ୍କ ବିବାହ ପରେ ଥରେ ପିତାଙ୍କୁ ଭେଟିବାକୁ ଯାଇଥିଲେ ସାରା। ଏହି ସମୟରେ ସାରା କରିନାଙ୍କୁ ଆଣ୍ଟି ବୋଲି ସେ ଡାକିଦେଇଥିଲେ। ଏଥିରେ ସୈଫ୍‌ ରାଗିଯାଇଥିଲେ। ସେ ସାରାଙ୍କୁ ତାଗିଦ କରି କହିଥିଲେ ତୁମେ ଆଣ୍ଟି ନ ଡାକି ତାଙ୍କ ନାଁ ଧରି ଡାକ। ସେହି ଦିନଠାରୁ ସାରା କରିନାଙ୍କୁ କେ ବୋଲି ଡାକନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଲାଇକାଙ୍କୁ ଜନ୍ମଦିନରେ ଏପରି ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ନୂଆ ଲଭବର୍ଡ ମଲାଇକା ଅରୋରା- ଅର୍ଜୁନ କପୁର ନିଜ ସମ୍ପର୍କକୁ ଖୋଲାଖୋଲି ସ୍ବିକାର କରିବା ଆରମ୍ଭ କଲେଣି। ବୁଧବାର ମଲାଇକାଙ୍କ ଜନ୍ମଦିନ ଉପଲକ୍ଷେ...

କାହାକୁ ଡରନ୍ତି ପରିଣିତି

ପରିଣିତି ଚୋପ୍ରା କାହାକୁ ଡରନ୍ତି ? ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ସାପ ବିଷୟରେ କଥା ହେଲେ କିମ୍ବା ଦେଖିଲେ ତାଙ୍କ ମନରେ ଛନକା...

ରିୟା ଅଙ୍କିତାଙ୍କ ପରେ ସୁଶାନ୍ତଙ୍କ ପାଇଁ କ୍ରିତି ଲେଖିଲେ ଏମିତି ପୋଷ୍ଟ:  ଆଖିରେ ଆସିଯିବ ଲୁହ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ  ଏକ ମାସ ବିତିଛି,  ମାତ୍ର ତାଙ୍କ ପ୍ରଶଂସକଙ୍କ ସହ ତାରକାମାନେ ତାଙ୍କୁ ଆଜିବି ମନେ ପକାଉଛନ୍ତି। ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ...

‘ଥ୍ରୀ ଇଡିଅଟ୍ସ’ର ଏହି ଦୃଶ୍ୟ ଲାଗି ମଦ୍ୟପାନ କରିଥିଲେ କଳାକାର; ଆମିର ଦେଇଥିଲେ…

ବମ୍ବେ: ଚଳଚ୍ଚିତ୍ରରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକକୁ ବାନ୍ଧି ରଖେ। ଏଥିପାଇଁ ତ କିଛି ଦୃଶ୍ୟ କନ୍ଦାଏ ତ କିଛି ହସିବାକୁ ବାଧ୍ୟ କରେ। ସେଭଳି...

ସ୍ତ୍ରୀ କିରଣଙ୍କ ପାଇଁ ଅନୁପମ ଖେର ନେଲେ ବଡ଼ ନିଷ୍ପତ୍ତି

ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର ତାଙ୍କ ସ୍ତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେରଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। କିରଣ ଏବେ ରକ୍ତ କର୍କଟ ରୋଗରେ...

ସକାଳେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ

ନିଜର ୟୁନିକ୍‌ ଭଏସ୍‌ ପାଇଁ କଣ୍ଠଶିଳ୍ପୀ ସତ୍ୟଜିତ୍‌ ପ୍ରଧାନ ଓଲିଉଡ ଜଗତରେ ବେଶ ପରିଚିତ। ଗତ କିଛିବର୍ଷ ହେବ ତାଙ୍କର ଅନେକ ଗୀତକୁ ଶ୍ରୋତା ପସନ୍ଦ...

ବଜରଙ୍ଗି ଭାଇଜାନ ଭୂମିକାରେ ପୁଣି ଆସିବେ ସଲମାନ!

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ବଜରଙ୍ଗି ଭାଇଜାନକୁ ଜୁଲାଇ ୧୭ରେ ୬ ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ ସବୁ ସଫଳତାର...

ଭାଙ୍ଗିଲା ୧୫ ବର୍ଷର ସମ୍ପର୍କ, ଅଲଗା ହେଲେ କିରଣ-ଆମିର

ମୁମ୍ବାଇ,୩ ।୭: ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡି ନାୟକ ଆମିର ଖାଁ ଓ ନିର୍ଦ୍ଦେଶିକା କିରଣ ରାଓ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।...

Advertisement
Seven Jackpot


Archives

Model This Week