ଏହି ଦିଗରେ କରନ୍ତୁ ପିଲାଙ୍କ ରୁମ: ପଢ଼ା ଟେବୁଲରେ ଏସବୁ ରଖିବା ଲାଭଦାୟକ

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌ ଭାବରେ ସଜାଇବାକୁ ପଡିବ। ବାସ୍ତୁଅନୁଯାୟୀ ପିଲାମାନଙ୍କ କୋଠରୀ କିପରି ହେବା ଉଚିତ୍‌ ଜାଣନ୍ତୁ।

=) ଘରେ ପିଲାମାନଙ୍କର କୋଠରୀ ପୂର୍ବ, ଉତ୍ତର, ପଶ୍ଚିମ କିମ୍ବା ଭାୟା (ପଶ୍ଚିମ ଏବଂ ଉତ୍ତର ଦିଗ ମଧ୍ୟରେ) ହେବା ଉଚିତ୍‌।

=) ପିଲାମାନଙ୍କର ମୁଣ୍ଡ ପୂର୍ବ ଆଡକୁ ଏବଂ ପାଦ ପଶ୍ଚିମ ଆଡକୁ ରହିବା ଠିକ୍‌।

=) ଯଦି ଶିଶୁ କୋଠରୀର କବାଟ ପୂର୍ବ ଦିଗରେ ଥାଏ, ତେବେ ଶଯ୍ୟା ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ହେବା କଥା।

=) ଶୌଚାଳୟ ନିକଟରେ କଦାପି ପଢ଼ାଘର ରହିବା ଉଚିତ୍‌ ନୁହେଁ। ଏହା ସହିତ, ଆଲମାରୀ କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନତିୁ ନାହିଁ।

=)ଯଦି ଘରେ ଜାଗା ଅଭାବ ହେତୁ ଆପଣଙ୍କୁ ଶୋଇବା ଘରେ ପଢ଼ିବାକୁ ପଡ଼ୁଛି ତେବେ ପଢ଼ା ଟେବୁଲ, ଲାଇବ୍ରେରୀ ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ, କିନ୍ତୁ ଏହା ଉପରେ ପଢ଼ିବା ବେଳେମୁହଁ କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ।

=)ପଢ଼ା ଟେବୁଲରେ ଗ୍ଲୋବ କିମ୍ବା ତମ୍ବା ପିରାମିଡ ରଖିବା ଲାଭଦାୟକ ଏବଂ ନକାରାତ୍ମକ ଶକ୍ତି ଦୂରେଇ ଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ତୁଳସୀପତ୍ରର କାଢ଼ା

ନ୍ୟାଶନାଲ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନ୍‌ଫର୍‌ମେଶନ ଅନୁସାରେ, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ତୁଳସୀପତ୍ର ବେଶ୍‌ ଲାଭଦାୟକ। ପ୍ରତି ସଂକ୍ରାମକ ରୋଗରୁ ଏହି ପତ୍ର...

ମୁହଁରୁ ବ୍ରଣ ଦୂର କରିବା ପାଇଁ ଜାଣନ୍ତୁ ଉପଚାର

କେବଳ ତେଲିଆ ତ୍ୱଚାପାଇଁ ମୁହଁରେ ନାଲି ବ୍ରଣ ହୋଇଥାଏ ବୋଲି ଅନେକଙ୍କ ଧାରଣା। ମାତ୍ର ଏହା ଭୁଲ। କୌଣସି କାରଣରୁ ଏହିପରି ହୋଇଥାଇପାରେ। ତେବେ ଆପଣଙ୍କଠାରେ...

ଉପକାରୀ ତୁଳସୀ ରସ

ତୁଳସୀ ରସରେ ବହୁ ଔଷଧୀୟ ଗୁଣ ରହିଛି। ନିୟମିତ ତୁଳସୀ ପତ୍ର ଚୋବାଇ ଖାଇଲେ ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡାକାଶରୁ ମଧ୍ୟ...

ଭୟ କରନ୍ତୁ ନାହିଁ: ଖୋଲା ପବନରେ ବୁଲିଲେ ହେବନି କରୋନା…

ଲକ୍ଷ୍ନୌ,୫।୫: ପୃଥିବୀ ବ୍ୟାପୀ କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କିଭଳି ଜୀବନଶୈଳୀ ଆପଣେଇଲେ ସଂକ୍ରମଣଠାରୁ ଦୂରେଇ ରହିହେବ ସେ ନେଇ...

ଓଜନ କମ୍‌ ସାଙ୍ଗକୁ ଚିନ୍ତା ଦୂର କରିଥାଏ ନୃତ୍ୟ

ଓଜନ କମ୍‌ କରିବା ପାଇଁ ନୃତ୍ୟ ସବୁଠାରୁ ଭଲ ଥେରାପି, ଏ କଥା ଅଧିକାଂଶ ଲୋକେ ଜାଣନ୍ତି। ଏଥିସହିତ ରକ୍ତସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ। ଏହା...

ତରଭୁଜର ଉପକାରିତା

ଖରାଦିନ ପାଇଁ ସବୁଠି ସ୍ବାଦିଷ୍ଟ ଆଉ ସ୍ବାସ୍ଥ୍ୟପଯୋଗୀ ଫଳ ହେଉଛି ତରଭୁଜ। କାରଣ ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହ ପେଟର ଭୋକ ବି ନିମିଷକେ...

ସ୍ତନ୍ୟପାନ ବେଳେ ଅସୁବିଧା

ଶିଶୁ ଜନ୍ମ ପରେ କ୍ଷୀରର ପରିମାଣ କମ୍‌ ଥାଏ। ସାଧାରଣତଃ ତୃତୀୟ ଦିନ କ୍ଷୀର ସର୍ବାଧିକ ଝରିଥାଏ। ତେଣୁ ତା’ ପର ଠାରୁ ସ୍ତନ ଟାଣ...

ସ୍ମରଣ ଶକ୍ତି ଓ ମେଦବହୁଳତା

ଆଜିକାଲି ମେଦବହୁଳତା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି କି ଅନେକ ଯୁବପିଢ଼ି ଏପରି ସମସ୍ୟାର ସମ୍ମୁଖୀନ ହେଉନ୍ତି।...

Advertisement
Archives

Model This Week