Home Left

ବାଣୀଙ୍କ ସହ ନଜର ଆସିବେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ନାୟକ ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମକୁ ନେଇ କିଛି ଖବର ଆସିଛି। ଖୁବ୍‌ଶୀଘ୍ର ସେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମରେ ନଜର ଆସିବେ। ଆଉ ତାଙ୍କ ଅପୋଜିଟର ନାୟିକା ସାଜିବେ ବାଣୀ କପୁର। ଫିଲ୍ମର ଟାଇଟେଲ ଏପର୍ଯ୍ୟନ୍ତ ଜଣାପଡି…

ଆରମ୍ଭ ହେବ ‘କୌନ ବନେଗା କରୋଡ ପତି’ର ଶୁଟିଂ !

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ କେବଳ ଜରୁରୀକାଳିନ ସେବାକୁ ବାଦ୍‌ ଦେଲେ ବାକି ସମସ୍ତ କାର୍ଯ୍ୟ ଏକ ପ୍ରକାର ବନ୍ଦ କରି ଦିଆଯାଇଥିଲା। ଏହାଦ୍ୱାରା ବଳିଉଡ୍‌ ଦୁନିଆରେ ମଧ୍ୟ ବେଶ୍‌ ପ୍ରଭାବ ପଡିଥିଲା। ଛୋଟ…

ମୁମ୍ବାଇ ଗଲେ ରହିବାକୁ ପଡିବ ୧୪ ଦିନ ଆଇସୋଲେଶନରେ

ମୁମ୍ବାଇ,୭।୮: କରୋନା ଭାଇରସର ସଂକ୍ରଣକୁ ଦେଖି ବ୍ରିହାନମୁମ୍ବାଇ ମହାନଗର ନିଗମ ବଡ ନିଷ୍ପତ୍ତି ନେଇଛି। ଏଥର ଯେଉଁମାନେ ବାହାରୁ ମୁମ୍ବାଇ ଯାତ୍ରା କରିବେ ସେମାନଙ୍କ ପାଇଁ ହୋମ ଆଇସୋଲେଶନ ଓ କ୍ୱାରାଣ୍ଟାଇନ ନିୟମରେ ପରିବର୍ତ୍ତନ କରାଯାଇଛି। ମହାନଗର ନିଗମ ପକ୍ଷରୁ କୁହାଯାଇଛି…

ପଞ୍ଜାବ କଂଗ୍ରେସରେ କନ୍ଦଳ: ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଦାବି

ନୂଆଦିଲ୍ଲୀ,୭।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ରାଜ୍ୟସଭାର ୨ କଂଗ୍ରେସ ଏମ୍‌ପି ସ୍ବର ଉତ୍ତୋଳନ କରିଛନ୍ତି। ଏମାନେ ହେଲେ ପ୍ରତାପ ସିଂ ବାଜଓ୍ବା, ସମରେଶ ସିଂ ଡୁଲେ। ଶୁକ୍ରବାର ବାଜଓ୍ବା କହିଛନ୍ତି ଯଦି ରାଜ୍ୟରେ କଂଗ୍ରେସକୁ ବଞ୍ଚାଇ ରଖିବାର…

ଏହି ପଶୁର ପଛପଟୁ କାମୁଡି ଦେଇ ଲୁଚିଗଲା ନେଉଳ, ଆଉ ତାପରେ

ବର୍ତ୍ତମାନ ନେଉଳର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ନେଉଳ ପାଖରେ ବସିଥିବା ଏକ ପଶୁର ପଛପଟୁ କାମୁଡି ଦେଉଛି। ପଶୁଟି ଯେତେବେଳେ ଚିହିଁକି ଉଠୁଛି ନେଉଳ ଏକ ଗଛ ପାଖରେ ଲୁଚି ଯାଉଛି। ଏହାକୁ ଦେଖି ଉଭୟ ମଣିଷ…

ମୁଲାୟମ ସିଂ ଯାଦବ ଅସୁସ୍ଥ

ଲକ୍ଷ୍ନୌ,୭।୮: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡି ଯାଇଛି। ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରୁ ଭର୍ତ୍ତି କରାଯାଇଛି। ପାକସ୍ଥଳୀ ଜନିତ ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ…

ଇରଫାନ ଖାନ ଏହି ପୁରୁଣା ଘରେ କରିଥିଲେ ଅଧିକ ପରିଶ୍ରମ

ଅଭିନେତା ଇରଫାନ ଖାନ ତାଙ୍କ ଅଭିନୟ କୁ ବାଦ୍‌ ଦେଇ ଏକ ଅଲଗା ପ୍ରଶଂସକ ସୃଷ୍ଟି କରିଥିଲେ। ଇରଫାନଙ୍କ ବଡ ପୁଅ ବାବିଲ ପ୍ରାୟତଃ ପ୍ରଶଂସକମାନଙ୍କ ପାଇଁ ତାଙ୍କ ପିତାଙ୍କ ସ୍ମୃତି ବାଣ୍ଟୁଛନ୍ତି। ଏଥର ବାବିଲ ଇରଫାନଙ୍କ ପୁରୁଣା ଘରର ଫଟୋ…

ପୁଅଙ୍କ ଏସବୁ ଗୁଣ ଆକର୍ଷିତ କରେ ଝିଅଙ୍କୁ

ଝିଅମାନେ ଜୀବନସାଥୀ ହିସାବରେ ଏକ ଭଲ ମଣିଷକୁ ପାଇବାକୁ ଚାହିଁଥାନ୍ତି। ତାଙ୍କର ଭଲ ଗୁଣକୁ ପସନ୍ଦ କରନ୍ତି । ଏହି ଗୁଣ ଗୁଡିକ ଦେଖି ଝିଅମାନେ ପୁଅମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଝଅଇମାନେ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ପୁଅମାନଙ୍କ ବ୍ୟକ୍ତିତ୍ୱ…

ଦିଲ୍ଲୀ ସରକାରଙ୍କ ଇ-ଯାନ ପଲିସି: ମିଳିବ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି

ନୂଆଦିଲ୍ଲୀ,୭।୮: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ କମ୍‌ କରିବାକୁ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଇଲୋକ୍ଟ୍ରନିକ୍ସ ଯାନ ଉପରେ ଗୁରୁତ୍ୱ ଦେବାକୁ ଯାଉଛନ୍ତି। ଏ ସମ୍ପର୍କରେ ଆସିଥିବା ପଲିସିକୁ ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଏରେ ରାଜଧାନୀବାସୀ ଇଲୋକ୍ଟ୍ରନିକ୍ସ ଯାନ କ୍ରୟ…

ଅମିତ ଶାହଙ୍କଠାରୁ ଅଖିଳେଶ ଯାଦବ: ଜାଣନ୍ତୁ କିଏ ଦେଶର ଏହି ୬ ଲୋକପ୍ରିୟ ରାଜନେତାମାନଙ୍କ ସ୍ତ୍ରୀ-ଶ୍ୱଶୁର

ଦେଶରେ ଅନେକ ରାଜନେତା ଅଛନ୍ତି, ଯେଉଁମାନେ କେବଳ ରାଜନୀତି ପାଇଁ ଲୋକଙ୍କ ମଧ୍ୟରେ ପରିଚିତ ନୁହଁନ୍ତି। ସେମାନେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ନେତାଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ସମ୍ପର୍କରେ… ଆର୍‌ଜେଡି…

୯ରୁ ବର୍ଷା, ଝଡ଼ତୋଫାନ: ୧୩ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୭।୮(ବ୍ୟୁରୋ): ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ଏବେ ସକ୍ରିୟ ରହିଥିବାବେଳେ ଆସନ୍ତା ୯ ତାରିଖ ବେଳକୁ ପଶ୍ଚିମକେନ୍ଦ୍ର ଓ ନିକଟବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ରାଜ୍ୟର ବିଭାନ୍ନ ସ୍ଥାନରେ…

ଲକ୍‌ଡାଉନରେ ୧୩ ଖଣ୍ଡ ପୁସ୍ତକ ରଚନା କଲେ ରାଜ୍ୟପାଳ

ଆଇଜଲ,୭।୮: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ସମୟରେ କିଏ କେମିତି ସମୟ କାଟିଛନ୍ତି ତାହା ହୁଏତ ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଘରେ ରହି ରହି ବିରକ୍ତି ଭାବ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri