ଭୟଙ୍କର ଅଗ୍ନି ଘୂର୍ଣ୍ଣିବଳୟ, ଚେତାବନୀ ଦେଲା ପାଣିପାଗ ବିଭାଗ
ଓ୍ବାଶିଂଟନ୍,୧୯ା୮: ଆମେରିକା ଜଙ୍ଗଲରେ ନିଆଁ ଲାଗିଯାଇଛି। ଏହି କାରଣରୁ ନିକଟରେ ଏକ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଆମେରିକାର କାଲିଫର୍ନିଆର ଲୟଲଟନ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଇତିହାସରେ ପ୍ରଥମ ଥର ପାଇଁ ଆମେରିକାର ଜାତୀୟ ପାଣିପାଗ ବିଭାଗ ଏକ ଚେତାବନୀ…
ଭକ୍ତଙ୍କୁ ଦର୍ଶନ ଦେବା ସହିତ ହାତ ସାନିଟାଇଜ୍ କରିବେ ପ୍ରଭୁ ଗଣେଶ
ମୁମ୍ବାଇ, ୧୯।୮: ଆଗକୁ ଗଣେଶ ପୂଜା ଆସୁଛି। ଏନେଇ ମୁମ୍ବାଇରେ ଏକ ନିଆରା ଗଣେଶ ମୂର୍ତ୍ତି ନିମାର୍ଣ କରାଯାଇଛି। ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ସହିତ ଭକ୍ତଙ୍କ ହାତ ମଧ୍ୟ ସାନିଟାଇଜ୍ କରିବେ। ମୂର୍ତ୍ତିଙ୍କ ପାଦରୁ ସାନିଟାଇଜର ଝରୁଛି। ଭକ୍ତ ପାଦତଳେ…
ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ପାଣ୍ଠି ଖୋଲିଲେ ଏକତା କପୁର: ଲୋକେ କହିଲେ ଏପରି…
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁକୁ ପରିବାର ତଥା ପ୍ରଶଂସକମାନେ ଗ୍ରହଣ କରିପାରୁ ନାହାନ୍ତି। ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି। ତେବେ ଏହା…
ଉଦ୍ଧବ-ରିଆଙ୍କୁ ଝଟ୍କା: ଦାଖଲ କରାଯିବ ରିଭ୍ୟୁ ପିଟିଶନ୍
ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହାଦ୍ୱାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାର ଏବଂ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମସ୍ୟା…
ଭଦ୍ରକରେ ୧୭୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୧୯ା୮: ଭଦ୍ରକ ଜିଲାରେ ବୁଧବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪ରେ ପହଞ୍ଚିଛି। ଆଜି ଚି଼ହ୍ନଟମାନଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା…
ଚାଲିଥିଲା ଅନ୍ଲାଇନ୍ ବୈଠକ: କ୍ୟାମେରା ସମ୍ମୁଖରେ ଏମିତି କିଛି ଭୁଲ କରି ବସିଲେ ଦମ୍ପତି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ
ବ୍ରାସିଲିଆ,୧୯ା୮: କରୋନା ମହାମାରୀ ଯୋଗୁ ଅଧିକାଂଶ ଅଫିସ୍ ବନ୍ଦ ରହିଛି। ତେବେ ବନ୍ଦ ଥିବା ଅଫିସଗୁଡ଼ିକର କାର୍ଯ୍ୟ ପ୍ରାୟତଃ ଅନ୍ଲାଇନରେ କରାଯାଉଛି। ସମସ୍ତ ବୈଠକ ବା ସଭା ଅନ୍ଲାଇନ୍ ଭିଡିଓ କଲ୍ ମାଧ୍ୟମରେ କରାଯାଉଛି। ଏଭଳି ପରିସ୍ଥିତିରେ ଅନେକ ଲୋକ କ୍ୟାମେରା…
ଏକ ଛତ୍ରବାଦୀ ଶାସକ କିମ୍ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ
ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା କୁକୁର ରଖିବା ପୁଞ୍ଜିବାଦ ବିଚାରଧାରାର ପ୍ରତୀକ। ତେଣୁ କୁକୁରକୁ ହତ୍ୟା କରିବା ସହିତ ମାଂସ…
ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିବିଆଇ କରିବ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ
ନୂଆଦିଲ୍ଲୀ, ୧୯।୮: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସକୁ ସହଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ଦିନରୁ…
ଜଳନ୍ତା ଜୁଇ ଭାସିଗଲା ବନ୍ୟାଜଳରେ
ଡେରାଡୁନ୍, ୧୯।୮: ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଲାଗି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନଈପଠାରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ହଠାତ୍ ନଦୀରେ ବନ୍ୟାଜଳ ଆସିଥିଲା। ବନ୍ୟା ଜଳରେ ଜଳନ୍ତା ଜୁଇ…
ଆସିଗଲା ମୁହଁରେ ମାସ୍କ ପିନ୍ଧାଇବା ମେଶିନ: ଭିଡିଓ ଶେୟାରକଲେ ଏହି ଖେଳାଳି
ଓ୍ବାଶିଂଟନ୍, ୧୯।୮: କରୋନା ସୟରେ ଲୋକେ ଘରେବସି ନୂଆ ନୂଆ ଜିନିଷ ବାହାର କରିବାରେ ଲାଗିଛନ୍ତି। ସେହିପରି ଏବେ ଜଣେ ବ୍ୟକ୍ତି ମାସ୍କ ପିନ୍ଧାଇବା ପାଇଁ ଏକ ମେଶିନ ତିଆରି କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ଏସ୍ସିବି କାଜୁଆଲଟି ସ୍ଥିତି ଖରାପ
କଟକ ଅଫିସ,୧୯ା୮: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର କାଜୁଆଲିଟି ଓ ଆଇସୋଲେଶନ ୱାର୍ଡରେ ସ୍ଥିତି ଖରାପ ରହିଛି। କାଜୁଆଲିଟିରୁ ସୋମବାର ଜଣେ ରୋଗୀ ଚିହ୍ନଟ ହୋଇଥିଲେ। ଅନେକ ଚେଷ୍ଟା ପରେ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।…
ଲଘୁଚାପ: ୮ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର, ୧୯।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ବର୍ଷାଜାରି ରହିଛି । ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଲଘୁଚାପ ବର୍ଷା ଲାଗିରହିବ। ତେବେ ୮ଟି ଜିଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।…
Archives


