Posted inଜାତୀୟ

୨୧ ବର୍ଷ ବୟସ୍କା କଲେଜ ଛାତ୍ରୀ ହେବେ ମେୟର

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଜଣେ ୨୧ ବର୍ଷ ବୟସ୍କା କଲେଜ ଛାତ୍ରୀ ମେୟର ହେବାକୁ ଯାଉଛନ୍ତି। ଷ୍ଟୁଡେଣ୍ଟ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର କର୍ମୀ ଭାବେ କାର୍ଯ୍ୟ କରୁଥିବା ଆର୍ଯ୍ୟା ରାଜେନ୍ଦ୍ରନ ରାଜ୍ୟ ବାଳସଂଘର ସଭାପତି ଦାୟିତ୍ୱରେ ଅବସ୍ଥାପିତ ଅଛନ୍ତି। ସିପିଆଇ(ଏମ୍‌) ପକ୍ଷରୁ ପୌର ପରିଷଦ ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଛନ୍ତି। ଆର୍ଯ୍ୟା ଅଲ୍‌ ସେଣ୍ଟ୍‌ କଲେଜରେ ଗଣିତ ବିଷୟରେ ବିଏସି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ଆର୍ଯ୍ୟାତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ଭାବେ ଗ୍ରହଣ କରାଯିବ, ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ, ୩୧।୭ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଥରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ମୃତ୍ୟୁର କାରଣ ଯାହା ହେଲେ...

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ...

ବିନା ବେତନରେ ୬୦ମାସ ଯାଏଁ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ କରୋନା ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଫଳରେ ଦେଶର ଅର୍ଥନୀତି...

ମାଲିକ ଜୀବନ ବଞ୍ଚାଇବା ପାଇଁ ବାଘ ସହିତ ଲଢ଼ିଲେ ୨ ପୋଷା କୁକୁର

ଭୋପାଳ,୪।୬: ପୋଷା କୁକୁର ମାଲିକ ଜୀବନ ବଞ୍ଚାଇବା ନୂଆ ନୁହେଁ। ଏବେ ମଧ୍ୟପ୍ରଦେଶ ସିବାନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ...

ବିମାନରେ ଜନ୍ମଦିନ ପାଳିଲେ ତେଜସ୍ବି: ଫଟୋ ଭାଇରାଲ

ପାଟନା,୧୧।୧୧: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବି ଯାଦବ ଏକ ଚାର୍ଟର୍ଡ ବିମାନରେ ଜନ୍ମଦିନ ପାଳିବାର...

ବିହାର ନିର୍ବାଚନ: ଜନତାଙ୍କୁ ଚିରାଗଙ୍କ ଖୋଲା ପତ୍ର

ପାଟନା,୬ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ମଧ୍ୟ ବେଳକୁ ବେଳ ହେଉଛି ସରଗରମ । ଏନ୍‌ଡିଏରୁ ବାହାରିବା ପରେ ଲୋକ...

ପୁଣି ଶକ୍ତି ପ୍ରଦର୍ଶନ କଲେ ଚାଷୀ, ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ କିଷାନ ଗର୍ଜନ ରାଲିରେ ୫୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ। କୃଷି ସାମଗ୍ରୀ ଉପରୁ ଦ୍ରବ୍ୟ ଓ ସେବା...

ଗୁଜରାଟ କଂଗ୍ରେସକୁ ବଡ଼ ଝଟ୍‌କା

ଅହମଦାବାଦ,୩।୫: ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଅଶ୍ୱିନ କୋତଓ୍ବାଲ ଦଳ ଛାଡି ଭାଜପାର ହାତ...

Advertisement
Archives

Model This Week