ପୁରୁଷଙ୍କ ଏସବୁ ଜିନିଷ ପ୍ରତି ଆକର୍ଷିତ ହୁଅନ୍ତି ମହିଳା, ଜାଣନ୍ତୁ କ’ଣ…

ମହିଳା ଓ ପୁରୁଷ ଜଣେ ଜଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି , ହେଲେ କାହିଁକି ହୁଅନ୍ତି ଏହି ଘଟଣାକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ବୁଝିପାରି ନାହାନ୍ତି।
ତଥାପି, ଅନୁସନ୍ଧାନ, ଅଧ୍ୟୟନ ଏବଂ ଅନେକ ପରୀକ୍ଷଣ ମାଧ୍ୟମରେ, ଏହା ବୁଝାପଡ଼ୁଛି। ଏହି ସମସ୍ତ ଅଧ୍ୟୟନ ଏବଂ ଅନୁସନ୍ଧାନରୁ ଜଣାପଡିଛି ଯେ, ପୁରୁଷମାନଙ୍କ ଏସବୁ ଗୁଣ ମହିଳାମାନଙ୍କୁ ଆକର୍ଷିତ କରେ। ଜାଣନ୍ତୁ ସେ ସମ୍ପର୍କରେ…

ଆମେରିକାର ରଟଗର୍ସ ୟୁନିଭରସିଟିର ପ୍ରଫେସର ତଥା ବିଶିଷ୍ଟ ଲେଖକ ହେଲେନ ଫିସର କହିଛନ୍ତି ଯେ ଅଧିକାଂଶ ମହିଳା ଯେଉଁ ପୁରୁଷଙ୍କୁ ପ୍ରଶଂସା ପ୍ରତି ଆଗ୍ରହ ଦେଖାନ୍ତି। ସାଇକୋଲୋଜି ଟୁଡେ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ହେଲେନ କହିଛନ୍ତି, ତାଙ୍କର ପ୍ରଶଂସା ଶୁଣି ଯେଉଁ ମହିଳାମାନେ ହସନ୍ତି, ଲାଜ କରନ୍ତି ଏବଂ ପୁରୁଷଙ୍କ କଥା ପ୍ରତି ଅଧିକ ଧ୍ୟାନ ଦିଅନ୍ତି। ଅଧିକାଂଶ ମହିଳା ପୁରୁଷଙ୍କ ସହ ଫ୍ଲର୍ଟ କରିବାକୁ ପସନ୍ଦ କରନ୍ତି।

ମହିଳା ଶୀଘ୍ର ସେମାନଙ୍କ ବ୍ୟକ୍ତିତ୍ୱ ସହିତ ମେଳ ଖାଉଥିବା ଲୋକମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏକ ଅନଲାଇନ ଡେଟିଂ ସାଇଟରେ ୬୦ ପୁରୁଷ ଏବଂ ୬୦ ମହିଳାଙ୍କୁ ନେଇ ଅଧ୍ୟୟନ ହୋଇଥିଲା। ଅଧ୍ୟୟନରେ ଜଡିତ ଏହି ବ୍ୟକ୍ତିମାନେ ସେହି ପୁରୁଷ ଏବଂ ମହିଳାଙ୍କ ପ୍ରତି ଆଗ୍ରହ ଦେଖାଇଥିଲେ, ଯେଉଁମାନେ ସେମାନଙ୍କ ପରି। ବିଶେଷଜ୍ଞମାନେ କହିଛନ୍ତି, ଜଣେ ଯେତେବେଳେ ନିଜ ଅପେକ୍ଷା ଭଲ ହୋଇଥାଏ ଭୟ ଲାଗେ। କାରଣ ସେମାନଙ୍କର ଅନ୍ୟ କାହାସହ କୌଣସି ସମ୍ପର୍କ ଥାଇପାରେ, ଯେତେବେଳେ କମ ଆକର୍ଷଣ ଦେଖାଯାଏ, ଲାଗେ ମୁଁ ମଧ୍ୟ ଏକ ଭଲ ପାର୍ଟନର ପାଇ ପାରିଥା’ନ୍ତି ।

୨୦୧୦ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ମହିଳାମାନେ ସେମାନଙ୍କ ବୟସ ଠାରୁ ବଡ଼ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି। ବିଶେଷକରି ମହିଳାମାନେ ରୋଜଗାର କ୍ଷେତ୍ରରେ ଏହାକୁ ବିଶେଷ ଦେଖିଥାନ୍ତି।

ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟରେ ୧୭୭ ପୁରୁଷ ଏବଂ ୩୫୧ ମହିଳାଙ୍କୁ ନେଇ ହୋଇଥିବା ଅଧ୍ୟୟନରେ ଅଧିକାଂଶ ମହିଳା ହାଲକ୍‌ା ଦାଢ଼ି ରଖିଥିବା ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri