Advertisement

କରୋନା ଟିକା ନେଇ ଡାକ୍ତର ଅସୁସ୍ଥ!

ବୋଷ୍ଟନ,୨୬ ।୧୨: ଆମେରିକାର ବୋଷ୍ଟନରେ ଜଣେ ଡାକ୍ତର କରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି । ତାଙ୍କ ଶରୀରରେ ଆଲର୍ଜି ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଡାକ୍ତର ଜଣକ ଗୁରୁବାର କରୋନାରୁ ରକ୍ଷା ପାଇବାକୁ ଏକ ଭ୍ୟାକ୍ସିନ ନେଇଥିଲେ । ସେ ଜଣେ କ୍ୟାନସର ସ୍ପେଶାଲିଷ୍ଟ ହୋଇଥିବା ବେଳେ ମର୍ଡନା ଭ୍ୟାକ୍ସିନ ନେଇଥିବା କୁହାଯାଏ । ଡାକ୍ତର କହିଛନ୍ତି ଯେତେବେଳେ ସେ କରୋନା ଭ୍ୟାକ୍ସିନ ନେଇଥିଲେ ତା’ପରେ ପରେ ତାଙ୍କ ଦେହରେ ଆଲର୍ଜି ଦେଖାଦେଇଥିଲା । ମୁଣ୍ଡ ବୁଲାଇବା ସହ ହାର୍ଟ ବିଟ୍ ମଧ୍ୟ ବଢି ଯାଇଥିଲା । ଏହାକୁ ନେଇ ଆମେରିକାର ଚିଫ୍ ସାଇଣ୍ଟିଷ୍ଟ ଆଡଭାଜର ଡାକ୍ତର ମୋନସେଫ୍ ସ୍ଲେବୋଇ କହିଛନ୍ତି ଦ୍ୱିତୀୟ ଭ୍ୟାକ୍ସିନ ତୁଳନାରେ ଫାଇଜର ଭ୍ୟାକ୍ସିନ ଲୋକଙ୍କ ନିକଟରେ ଅଧିକ ଆଲର୍ଜି ସୃଷ୍ଟି କରୁଛି । ଆଉ ଯେଉଁମାନଙ୍କର ଅଧିକ ଆଲର୍ଜି ହେଉଛି ସେମାନଙ୍କୁ ଇପିପେନ ଔଷଧ ଦିଆଯାଉଛି । ତେବେ ମର୍ଡନା ଭ୍ୟାକ୍ସିନ ନେଇ ଯେଉଁ ଡାକ୍ତର ଅସୁସ୍ଥ ହୋଇ ପଡିଥିଲେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପରେ ସେ ଏବେ ସୁସ୍ଥ ହୋଇଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ କୋରିଆ ପାଇଁ ସତର୍କ ଘଣ୍ଟି: ଜନ୍ମଠାରୁ ମୃତ୍ୟୁ ହାର ଅଧିକ

ସିଓଲ,୪।୧: ଦକ୍ଷିଣ କୋରିଆରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଜନ୍ମ ତୁଳନାରେ ମୃତ୍ୟୁ ହାର ଅଧିକ ହେବାରେ ଲାଗିଛି। ୨୦୨୦ରେ ଦେଶରେ ୨୭୫,୮୦୦ ଶିଶୁ...

‘ବିନ୍ଦି ଲଗାଇବାରୁ ହଇରାଣ କଲେ’

ଢାକା,୪।୪: ବାଂଲାଦେଶର ଏକ ବେସରକାରୀ କଲେଜର ଜଣେ ମହିଳା ପ୍ରଫେସରଙ୍କୁ ବିନ୍ଦି ପିନ୍ଧିବା କାରଣରୁ ଜଣେ ପୋଲିସ ଅଧିକାରୀ ହଇରାଣ କରିଛନ୍ତି। ଏ ନେଇ ଢାକା...

ଆଗାମୀ ୯୬ ଘଣ୍ଟା ମଧ୍ୟରେ କ୍ୱିଭ୍‌କୁ କବଜା କରିପାରେ ରୁଷିଆ, ଏକ ସପ୍ତାହ ମଧ୍ୟରେ ଭାଙ୍ଗିପାରେ ୟୁକ୍ରେନ୍ ସରକାର!

ମସ୍କୋ/କ୍ୱିଭ/ୱାଶିଂଟନ,୨୫ ।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭିଷିକା ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ରୁଷିଆ ସେନା ଦ୍ୱାରା ୟୁକ୍ରେନର ବହୁ ଅଞ୍ଚଳ କବଜା କରାଯିବା...

ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍...

ଇଟାଲି ସୁପରମାର୍କେଟରେ ଛୁରାମାଡ, ଫୁଟବଲ ଖେଳାଳିଙ୍କ ସମେତ ୪ ଆହତ, ଜଣେ ମୃତ

ରୋମ,୨୮ ।୧୦: ଇଟାଲିର ମିଲାନ ସହରରୁ ଏକ ବଡ ଖବର ଆସିଛି । ଏଠାରେ ଜଣେ ସନ୍ଦିଗ୍ଧ ଏକ ସୁପରମାର୍କେଟରେ ଲୋକଙ୍କୁ ଛୁରାମାଡ କରିଛନ୍ତି ।...

ଶେଷକୃତ୍ୟରେ ଯୋଗଦେଇ ୨୧ ଜଣଙ୍କ ଜୀବନ ଗଲା

ଜୟପୁର, ୯ା୫: ରାଜସ୍ଥାନର ସିକର ଜିଲାରେ ଜଣେ କରୋନା ମୃତକଙ୍କ ସତ୍କାର କାର୍ଯ୍ୟରେ ଯୋଗଦେଇଥିବା ୧୫୦ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କେବଳ...

ନିର୍ବାଚନ ଫଳାଫଳ ବଦଳାଇବାକୁ ଅଧିକାରୀଙ୍କ ଉପରେ ଚାପ ପକାଉଥିଲେ ଟ୍ରମ୍ପ: ଅଡିଓ ଭାଇରାଲ!

ୱାଶିଂଟନ,୪ ।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନକୁ ବହୁମତ ମିଳିଛି । ଜାନୁୟାରୀ ୨୦ରେ ସେ ଶାସନ କ୍ଷମତା ଗ୍ରହଣ କରିବେ । ଏହାପରେ...

ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଆସିବନି କରୋନା ଟିକା: ଡବ୍ଲୁଏଚ୍‌ଓ

ଜେନେଭା,୪।୯: କରୋନା ଟିକାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ଏକ ନୂଆ ବୟାନ ଜାରି କରିଛି। ଡବ୍ଲୁଏଚ୍‌ଓ କହିଛି ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା କରୋନା ଟିକା...

Advertisement
Archives

Model This Week