ବିବାହ ଦିନ ସ୍ବାମୀଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌- ୭ର ବିଜେତା ସାଜିଥିବା ଅଭିନେତ୍ରୀ ଗୌହର ଖାନ୍‌ କ୍ରିଷ୍ଟମାସ ଅର୍ଥାତ୍‌ ଡିସେମ୍ବର ୨୫ରେ ତାଙ୍କର ପ୍ରେମିକ ଜୈଦ ଦରବାରଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତିଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦମ୍ପତି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏବେ ଏକ ଭିନ୍ନ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ନିଜେ ଗୌହର କନ୍ୟା ବେଶରେ ବିବାହ ପାଇଁ ଜୈଦ୍‌ଙ୍କୁ ମେକ୍‌ଅପ୍‌ କରାଉଥିବା ଦେଖିବାକୁ ମିଳିଛି। ଜୈଦ୍‌ଙ୍କୁ ମେକ୍‌ଅପ୍‌ ପରେ ନିଜେ ଗୌହର ମେକ୍‌ଅପ୍‌ ହେଉଛନ୍ତି। ଗୌହର-ଜୈଦ୍‌ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗୌହର ବ୍ରାଇଡାଲ୍‌ ଲୁକ୍‌ରେ ମୁଣ୍ଡରେ ଓଢ଼ଣୀ ଦେଇଥିବା ବେଳେ ସୁନେଲି-କ୍ରିମ୍‌ ରଙ୍ଗର ଶରାରା ପୋଷାକ ପିନ୍ଧିଛନ୍ତି। ଏହାସାଙ୍ଗକୁ ସେ ଭାରି ଅଳଙ୍କାର ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମିରଙ୍କ ପାଇଁ କାନ୍ଦିବାକୁ ପଡ଼ିଥିଲା ଦିବ୍ୟାଙ୍କୁ

ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାଁ ସୁନ୍ଦର ଅଭିନୟ ଏବଂ ଫିଲ୍ମ ଚୟନ କ୍ଷମତା ପାଇଁ ଅନ୍ୟ କଳାକାରଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟକ୍ତିଗତ...

୩୭ରେ କରିଶ୍ମା

ମୁମ୍ବାଇ,୨୧।୧୨: ଛୋଟପରଦାରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ କରିଶ୍ମା ତନ୍ନା ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ଡିସେମ୍ବର ୨୧ରେ ସେ ମୁମ୍ବାଇରେ...

ଶୁଟିଂ ସେଟରେ ହିଁ ଆମିରଙ୍କୁ ମନ ଦେଇ ବସିଥିଲେ କିରଣ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶିକା ଭାବେ କିରଣ ରାଓଙ୍କର ଯେତିକି ପରିଚୟ ଅଛି ତା’ଠାରୁ ସେ ଅଧିକ ପରିଚିତ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ପତ୍ନୀ...

ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ଘରୁ ମିଳିଲା ଡ୍ରଗ୍ସ

ମୁମ୍ବାଇ,୮।୧୧-ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ବାସଭବନରେ ରବିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢାଉ କରି ଡ୍ରଗ୍ସ ଜବତ କରିଛି। ହେଲେ ଚଢାଉ ସମୟରେ...

ରିଲିଜ୍‌ ହେଲା ‘ଫିଲ୍ମ ଗଙ୍ଗୁବାଇ କାଠିୟାଓ୍ବାଡି’ର ଆଉ ଏକ ଗୀତ

ମୁମ୍ବାଇ: ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ବାଡି’ ଆସନ୍ତା ୨୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ ହେଉଛି।...

ରାହୁଲଙ୍କ ଚିତ୍ରକଳାକୁ ପ୍ରଶଂସା କଲେ କିଙ୍ଗ୍‌ ଖାନ୍‌

ପାପଡ଼ାହାଣ୍ଡି,୨୬।୯(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌। ରାହୁଲ...

ମହେଶ ଭଟ୍ଟଙ୍କ ହାର୍ଟ ସର୍ଜରି

ଆଜିକାଲି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଆଳିଆଭ ଭଟ୍ଟଙ୍କ ମହେଶ ଭଟ୍ଟଙ୍କ ସ୍ବାସ୍ଥ୍ୟକୁ ନେଇ ଭଟ୍ଟ ପରିବାର ଟେନସନରେ ଅଛନ୍ତି। ନିକଟରେ ମହେଶଙ୍କ ହାର୍ଟ...

ଜନ୍ମଦିନରେ ହ୍ରିତିକ୍‌ଙ୍କ ଘରକୁ ଆସିଲା ନୂଆ ଅତିଥି

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଏଥର ଜନ୍ମଦିନ ତାଙ୍କ ପାଇଁ ସ୍ବତନ୍ତ୍ର। କାରଣ ଜନ୍ମ ଦିନରେ ତାଙ୍କ ଘରକୁ ଏକ...

Advertisement
Archives

Model This Week