ମଦ୍ରାସା ବୋର୍ଡ ପରୀକ୍ଷା: ପାସ୍ ହାର ୮୦.୭୮%
ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଓଡ଼ିଶା ମଦ୍ରାସା ବୋର୍ଡ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବୋର୍ଡ ଅଧୀନରେ ହୋଇଥିବା ମୌଲବୀ(ମାଟ୍ରିକ୍), ମାହିର(ଯୁକ୍ତ୨), ଅଲିମ୍(ଯୁକ୍ତ୩), ଫାଜିଲ(ପିଜି) ସ୍ତରୀୟ ପରୀକ୍ଷାଫଳକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି। ଚଳିତବର୍ଷ ପାସ୍ ହାର…
କନ୍ଧମାଳରେ ପାସ୍ ହାର ୬୦.୪୪%
ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀରେ, ୩୫ଜଣ…
ଅବପାତ ରୂପ ନେଲା ଲଘୁଚାପ
ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବୁଧବାର ଲଘୁଚାପ ସୃଷ୍ଟି ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଡିପ୍ରେଶନ(ଅବପାତ)ରେ ପରିଣତ ହୋଇଛି। ଏଥିସହିତ ଓଡ଼ିଶା ଉପକୂଳ ବଙ୍ଗୋପସାଗର ଉପରେ ଦକ୍ଷିଣ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ…
ମହଜୁଦ୍ ଥାଇ ବି ଚାଷୀଙ୍କୁ ଦେଲେନି ସାର
ବୁଗୁଡ଼ା,୨୦ା୮(ଡି.ଏନ୍.ଏ.)- ବୁଗୁଡ଼ାର କେତେକ ସାର ଦୋକାନରେ ସାର ମହଜୁଦ ଥାଇ ମଧ୍ୟ ଚାଷୀଙ୍କୁ ଦିଆଯାଉ ନ ଥିଲା। ଏ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ଫଳରେ ଚାଷୀ ସାର ପାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଚାଷ ପାଇଁ…
ଫିଟ୍ନେସ ଚିନ୍ତାରେ କ୍ରିକେଟ ପ୍ରତିଭା: ନଦୀ ବାଲିରେ ଦୌଡ଼, କିଲାପଡ଼ିଆରେ ୱାର୍ମଅପ
କଟକ ଅଫିସ,୨୦ା୮- ଖେଳ ପଡ଼ିଆରେ ବି କରୋନା କଟକଣା ଲାଗିଛି। ଗତ ମାର୍ଚ୍ଚ ୨୨ରୁ ଏ ପର୍ଯ୍ୟନ୍ତ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ଅଭ୍ୟାସ ବନ୍ଦ ଯୋଗୁଁ ସେମାନଙ୍କ ଫିଟନେସ ଉପରେ ପ୍ରଭାବ ପଡ଼ୁଛି। ଏଭଳି ସ୍ଥିତିରେ ରାଜ୍ୟର ୪ମହିଳା କ୍ରିକେଟ…
୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ
ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍ କଟକଣା ମଧ୍ୟରେ ଏହି ପୂଜା ଆୟୋଜନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ରାଜ୍ୟର…
୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳି
ମେଲବୋର୍ନ, ୧୯।୮(ପି.ଟି.)- କୋରୋନ ଭାଇରସ ସଂକ୍ରମଣ ଜନିତ ବ୍ରେକ୍ ଯୋଗୁ ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ ଅଧିନାୟକ ଆରୋନ ଫିଞ୍ଚ୍ ୨୦୨୩ ଆଇସିସି ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଭାରତରେ ହେବାକୁଥିବା ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ…
ବିବାହିତ ପ୍ରେମିକାକୁ ଭେଟିବାକୁ ଯାଇଥିବା ପ୍ରେମିକକୁ ହତ୍ୟା
ଫତେହପୁର, ୧୯।୮: ଅଧରାତିରେ ବିବାହିତ ପ୍ରେମିକାକୁ ଭେଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏହାପରେ ଯୁବକଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ପ୍ରେମିକା, ତାଙ୍କ ଶ୍ୱଶୁର ଓ ଏବଂ ୪ ଜଣ ଲୋକଙ୍କୁ ଗିରଫ କରିଛି। ଘଟଣା ଉତ୍ତର ପ୍ରଦେଶ ଫତେହପୁର…
୨୫ ହଜାର ଟଙ୍କା ସହ ସୁନା ଗହଣା ନେଇଗଲେ ମାଙ୍କଡ଼ ପଲ
ଚେନ୍ନାଇ, ୧୯।୮: ତାମିଲନାଡ଼ୁରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ମାଙ୍କଡ଼ ପଲ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ଘରେ ପଶି ନଗଦ ୭୦ ହଜାର ଟଙ୍କା ସମେତ ସୁନା ଗହଣା ନେଇ ପଳାଇଛନ୍ତି। ଏହି ସମୟରେ ମହିଳାଜଣଙ୍କ…
ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର
ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର ନ୍ୟୁ ଜର୍ସିରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ। ତାଙ୍କ ମୃତ୍ୟୁ ଖବରରେ ସଙ୍ଗୀତ ଜଗତରେ…
ନକଲି ମହିଳା ଆଇପିଏସ୍ ଅଫିସର ଗିରଫ
ରାଉରକେଲା ଅଫିସ, ୧୯।୮-ରାଉରକେଲା ଉଦିତନଗର ପୋଲିସ ମଙ୍ଗଳବାର ଜଣେ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଧରିଛି। ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହି ମହିଳା ଜଣକ ହେଲେ ଶର୍ମିଷ୍ଠା ବେହେରା। ବୁଧବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ…
ଏଣିକି ୮ ଟଙ୍କାରେ ମିଳିବ ପେଟପୁରା ସ୍ବାଦିଷ୍ଟ ଭୋଜନ
ଜୟପୁର,୧୯।୮: ବର୍ତ୍ତମାନ ରାଜ୍ୟରେ କେହି ଭୋକରେ ଶୋଇବେ ନାହିଁ। ଏହି ସଂକଳ୍ପ ନେଇ ଅଶୋକ ଗେହଲଟ ସରକାର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଗୁରୁବାରଠାରୁ ରାଜସ୍ଥାନରେ ଇନ୍ଦିରା ରୋଷଇ ଯୋଜନା ଆରମ୍ଭ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ…
Archives


