ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୬।୧୨-ବଲିଉଡ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରୱାଲା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ଅଲାୟା ନିଜର ଇନ୍‌ଷ୍ଟାଗ୍ରାମରେ ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି।

 

ଏହି ଫଟୋରେ ଅଲାୟା ବ୍ଲାକ ଆଉଟ ଫିଟରେ ନଜର ଆସିଛନ୍ତି। ସେ ଶଟ୍‌ ଡ୍ରେସ ସହ କଳା ରଙ୍ଗର ଏକ ଜ୍ୟାକେଟ ମଧ୍ୟ ପିନ୍ଧିଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି, ସେ ସର୍ବଦା ଷ୍ଟୁଲରେ ଏପରି ବସିଥାନ୍ତି। ଅଲାୟାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବହୁତ ପ୍ରଶଂସା କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ନାଚିବା ପାଇଁ ଏତିକି ଟଙ୍କା ଫି’ ନିଅନ୍ତି ବଲିଉଡ୍‌ ସେଲିବ୍ରିଟି

ନିକଟରେ ଅଭିନେତା ସଲମାନ ଖାନ ନେତା ପ୍ରଫୁଲ୍ଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହରେ ପହଞ୍ଚିଥିଲେ। ଏବେ ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ...

କରୋନା ଟିକା ନେବାପରେ ହୃଦ୍‌ଘାତରେ ଆକ୍ରାନ୍ତ ହେଲେ ଏହି ପ୍ରସିଦ୍ଧ ଅଭିନେତା !

ତାମିଲର ଲୋକପ୍ରିୟ ଅଭିନେତା ବିବେକ ଦୃଦ୍‌ଘାତରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ମ୍ୟାନେଜର ନିଖିଲ ମୁରୁଗନ ଶୁକ୍ରବାର ଏହି...

ଇଦ୍‌ ପାର୍ଟିରେ ଏକାଠି ନଜର ଆସିଲେ ସିଦ୍ଧାର୍ଥ-କିଆରା

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡ଼ି ଏବେ ଚର୍ଚ୍ଚାରେ। ନିକଟରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।...

ରାଖୀ ସାୱନ୍ତଙ୍କ ଉପରେ ବାୟୋପିକ କରିବାକୁ ଚାହୁଁଛନ୍ତି ଜାଭେଦ ଅଖତର

ରାଖୀ ସାୱନ୍ତ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ବେଳେବେଳେ ବିବାଦକୁ ନେଇ ତ ଆଉ କେବେ ତାଙ୍କ ପାଗଳାମୀ ପାଇଁ। ବର୍ତ୍ତମାନ ସେ ଏକ ବଡ଼...

ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ...

ଦର୍ଶକଙ୍କ ଦିଲ୍ ଜିତିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ଏବେ ଏକ ନୂଆ ମ୍ୟୁଜିକ୍ ଆଲବମକୁ ନେଇ ଚର୍ଚ୍ଚାରେ । ‘ଏକ ଲଡ୍‌କି ଭିଗି ଭାଗି ସି’ ଏବେ...

ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ପସନ୍ଦ: କରୀନା

ମୁମ୍ବାଇ: ସାମାଜିକ ପ୍ରାସଙ୍ଗିକତା ଥିବା ଫିଲ୍ମରେ ଅଭିନୟ କରିବାକୁ ସବୁବେଳେ ପସନ୍ଦ କରନ୍ତି ବୋଲି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରକାଶ କରିଛନ୍ତି। ରିିଲିଜ...

ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌, ଟ୍ରୋଲ୍‌ ହେଉଛି କଙ୍ଗନାଙ୍କ ଲୁକ୍‌

କଙ୍ଗନା ରଣାଓ୍ବତ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିଥାଙ୍କ ବାୟୋପିକ୍‌ରେ ନଜର ଆସିବେ। ଶନିବାର ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟର ରିଲିଜ୍‌...

Advertisement
Archives

Model This Week