Home Left

ସିବିଆଇ ସମ୍ମୁଖରେ ୧୪ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୦ା୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ ବୋଲି ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି। ଅଗଷ୍ଟ ୨୦ରୁ ବିଧିବଦ୍ଧ ଭାବେ ସିବିଆଇ ଏହି ମାମଲାର ତଦନ୍ତ କରିବ। ମୁମ୍ବାଇ ପୋଲିସର ପ୍ରାରମ୍ଭିକ ତଦନ୍ତ…

ଠିକ୍‌ ସମୟରେ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଦେଢମାସ ମଧ୍ୟରେ ନିଶ୍ଚିତ ବସିବ। ସେପ୍ଟେମ୍ବର ୩୦ ପୂର୍ବରୁ ହିଁ ଅଧିବେଶନ ହେବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଟୁଇଟ୍‌ ଯୋଗେ ବୁଧବାର ସୂଚନା ଦେଇଛନ୍ତି। ନିୟମାନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ଅଧିବେଶନ ବସିବା…

ପଡ଼ୋଶୀ ଜିଲା ଅଧୀନରେ ଯାଜପୁରର ୧୨ ରାସ୍ତା

ଯାଜପୁର ଅଫିସ୍‌, ୨୦ା୮: ଯାଜପୁର ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ରାଜନୈତିକ ମାନଚିତ୍ରରେ ଏହା ଏକ ସ୍ବତନ୍ତ୍ର ମାନ୍ୟତା ପାଇଛି। କିନ୍ତୁ ଆଜି ବି ଜିଲାର ୧୨ଟି ପ୍ରମୁଖ (ଶତାଧିକ କି.ମି. ବିଶିଷ୍ଟ) ରାସ୍ତା ପଡ଼ୋଶୀ କେନ୍ଦୁଝର…

ବିଧାୟକଙ୍କ ଚାଷକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ନବରଙ୍ଗପୁର ଜିଲା ଡାବୁଗଁ। ବିଧାୟକ ମନୋହର ରନ୍ଧାରୀ ପ୍ରତ୍ୟେକ ବର୍ଷ ଦୁଇ ମାସ ପାଇଁ ନିଜ ଜମିରେ ଚାଷ କରନ୍ତି। ସବୁଥର ଭଳି ଏଥର ମଧ୍ୟ ସେ ନିଜ ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି। ସେ ଏହି କାମ…

ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ଲାଗି ନିୟମ କୋହଳ

ନୂଆଦିଲ୍ଲୀ,୨୦।୮: ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଲାଗି କେନ୍ଦ୍ର କ୍ୟାବିନେଟ୍‌ ପରିଚାଳନା ପୁଞ୍ଜି ସୀମା ନିୟମରେ କୋହଳ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଉଜ୍ଜ୍ୱଳ ଡିସ୍‌କମ୍‌ ଆସ୍ୟୁରାନ୍ସ ଯୋଜନା(ଉଦୟ) ଯୋଜନା ଅଧିକ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ କାର୍ଯ୍ୟକ୍ରମ…

୨୧ରୁ ବିଜ୍ଞାନ, ବାଣିଜ୍ୟ ରିଚେକିଂ ଆବେଦନ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ସିଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଇତିମଧ୍ୟରେ ପ୍ରକାଶ ପାଇସାରିଛି। ଏହି ଦୁଇଟି ବିଭାଗର ପରୀକ୍ଷାଫଳ ସଂକ୍ରାନ୍ତ ରିଆଡ଼ିଶନ୍‌ ଓ ରିଚେକିଂ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ୨୧…

ଗଞ୍ଜାମ ଜିଲାରେ ପାସ୍‌ ହାର ୮୪.୨୦ ପ୍ରତିଶତ

ବ୍ରହ୍ମପୁର ଅଫିସ,୨୦ା୮- ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ରାଜ୍ୟସ୍ତରରେ ଉତ୍କର୍ଷତା ହାସଲ କରିଛି। ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ରାଜ୍ୟର ମୋଟ ୪୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଗଞ୍ଜାମ…

ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୦ା୮: ଡିଏସ୍‌ପି ସ୍ତରରେ ଅଦଳବଦଳ ହୋଇଥିବା ନେଇ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ମୁଖ୍ୟାଳୟ ଡିଏସ୍‌ପି ଡି. ତିରୁପତି ରାଓ ପଟ୍ଟନାୟକଙ୍କୁ ଜି. ଉଦୟଗିରି ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପାରଳାଖେମୁଣ୍ଡି ଏସ୍‌ଡିପିଓ…

କରୋନାରେ ମୃତ ୧୨ ଶିକ୍ଷକଙ୍କ ପରିବାରକୁ ମିଳିବ ଆର୍ଥତ୍କ ସହାୟତା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନା ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ଶିକ୍ଷକମାନେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି। ୫ ମାସ ହେଲାଣି ନିଜ ଜୀବନକୁ ବାଜି ଲଗାଇ ନିଃସ୍ବାର୍ଥପର ଭାବେ ସେବା କରିଚାଲିଛନ୍ତି। ସାରା ରାଜ୍ୟରେ ୬୨ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା…

ଆଇପିଏଲ୍‌ ଟାଇଟଲ ରାଇଟ୍‌: ଡ୍ରିମ୍‌ ୧୧ର ୨୦୨୧,୨୦୨୨ ବିଡ୍‌କୁ ବିସିସିଆଇର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଳୀ,୨୦।୮(ପି.ଟି.): ୨୦୨୦ ପାଇଁ ଜଣାଶୁଣା ଫାଣ୍ଟାସୀ ଗେମିଂ ପ୍ଲାଟଫର୍ମ ଡ୍ରିମ୍‌ ୧୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ସ୍ପୋନ୍‌ସରଶିପ୍‌ ଅଧିକାର ହାସଲ କରିଛି। ଆଇପିଏଲ୍‌ର ୨୦୨୦ ସଂସ୍କରଣ ପାଇଁ ଡ୍ରିମ୍‌ ୧୧ ନୂଆ ଟାଇଟଲ ସ୍ପୋନସର ବୋଲି ଲିଗ୍‌ ଗଭର୍ନିଂ…

କରୋନା ମୁକାବିଲା ଲାଗି ବୈଷୟିକ କମିଟି ଗଠିତ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଯଦିଓ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି, ତଥାପି କାହିଁକି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ବଢ଼ୁଛି ତାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।…

୮.୪ ଲକ୍ଷ କୋଟିର ଋଣ ପୁନର୍ଗଠନ ହୋଇପାରେ

ନୂଆଦିଲ୍ଲୀ,୨୦।୮: କରୋନା ଯୋଗୁ ଘରୋଇ ବଜାରର କମ୍ପାନୀଗୁଡ଼ିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। କମ୍ପାନୀଗୁଡ଼ିକ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଥିବା ବେଳେ ବଜାରରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଥିଲେ। କମ୍ପାନୀଗୁଡିକର ଋଣ ରିଷ୍ଟ୍ରକ୍‌ଚର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri