ଗରିବ ଛୁଆଙ୍କ ପାଇଁ ସାଣ୍ଟା ପାଲଟିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜରିନ ଖାନ୍‌ ଚଳିତବର୍ଷ ଖ୍ରୀଷ୍ଟମାସରେ ପୁଣି ଥରେ ନିଜ ଉଦାରତାର ପରିଚୟ ଦେଇଛନ୍ତି। ସାଣ୍ଟା ପୋଷାକ ପରିଧାନ କରି ଜରିନ ଗରିବ ଛୁଆଙ୍କ ମଧ୍ୟରେ ବାଣ୍ଟିଛନ୍ତି ଉପହାର। ତାଙ୍କର ଏହି ଉଦାରତାପୂର୍ଣ୍ଣ କାର୍ଯ୍ୟ ଯୋଗୁ ତାଙ୍କୁ ବିଭିନ୍ନ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ତାଙ୍କ ପାଇଁ ଗରିବ ଛୁଆଙ୍କ ମୁହଁରେ ହସର କିଛି ମୂଲ୍ୟ ନାହିଁ। ଏ ନେଇ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ଶେୟାର କରିଛନ୍ତି।

ଭିଡିଓରେ ସେ କହିଛନ୍ତି, ଚଳିତ ବର୍ଷ ଖ୍ରୀଷ୍ଟମାସ ଭିନ୍ନ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ବର୍ଷ ମୁଁ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ପାର୍ଟିକୁ ଯାଇ ବେଶ୍‌ ମଜା କରେ। ହେଲେ ଚଳିତ ବର୍ଷ ଖୁସି ବାଣ୍ଟିବାକୁ ଚେଷ୍ଟା କରିଛି ଓ ମୁଁ କେଉଁଭଳି କରିଛି ଜାଣିବା ପାଇଁ ଦେଖନ୍ତୁ ଭିଡିଓ …


Enter your email to get our daily news in your inbox.

All Right Reserved By Dharitri.Com

ବରୁଣେଶ୍ୱରରେ ମାୟାବିନୀ ମୌସୁମୀ

ଓଡ଼ିଶାର ଅନ୍ୟତମ ଯାତ୍ରା ମହାକୁମ୍ଭ ବରୁଣେଶ୍ୱର ମେଳା। ବରୁଣେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ଏହି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଯାତ୍ରାର ଏକ ଅଘୋଷିତ ମହାସମର...

ମାଳଦ୍ୱୀପରେ ପରିବାର ସହ ଛୁଟି କାଟୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।...

ପାର୍ଲରରେ ପ୍ରିୟା…

ମୁମ୍ବାଇ: ପ୍ରିୟା ପ୍ରକାଶ ଓ୍ବାରିୟର। ଆଖି ମାରିବା ପାଇଁ ସେ ବେଶ୍‌ ଚର୍ଚ୍ଚିତ। ନିଜ ଆଖିର ଯାଦୁରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ପ୍ରିୟା। ଏବେ...

କେବଳ ରଙ୍ଗ ସବୁକିଛି ନୁହେଁ, ଏହା ପ୍ରମାଣ କରି ଦେଖାଇଛନ୍ତି ଏସବୁ ଅଭିନେତ୍ରୀ

ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ ଏହାର ବ୍ୟୁଟି କ୍ରିମ ‘ଫେୟାର ଆଣ୍ଡ୍‌ ଲଭ୍‌ଲି’ ରୁ ଫେୟାର ଶବ୍ଦକୁ ହଟାଇଦେଇଛି। ବର୍ଣ୍ଣବୈଷମ୍ୟବାଦ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି...

ବିବାହର ୨୩ ଦିନ ପୂର୍ବରୁ ବ୍ୟାଚଲର ପାର୍ଟି କଲେ ଅଭିନେତ୍ରୀ କାଜଲ: ଭଉଣୀ ଶେୟାର କଲେ ଫଟୋ

ବଲିଉଡ୍‌ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିସାରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏବେ...

ସଲମାନଙ୍କ ସାହାଯ୍ୟ ମାଗିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ ଦେଶରେ କରୋନା ମହାମାରୀ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ଯୁଦ୍ଧରେ ଲଢୁଛନ୍ତି ଦେଶବାସୀ। ଏହି ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ...

କରୋନାରେ ଡ୍ରିମ୍‌ଗର୍ଲ ଫେମ୍‌ ରିଙ୍କୁ ସିଂଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍‌ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...

୧୦ ବର୍ଷ ପରେ ପୁଣିଥରେ ଫିଲ୍ମକୁ ଫେରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

୧୦ ବର୍ଷ ପରେ ବଡ଼ ପରଦାକୁ ପୁଣିଥରେ ଫେରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନା ରଣାଓ୍ବତ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀ...

Advertisement
Seven Jackpot


Archives

Model This Week