Home Left

ଟିକ୍‌ଟକରୁ ସିଇଓ କେଭିନ ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୮: ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ ଗତ କିଛି ଦିନ ହେବ ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଏହି କମ୍ପାନୀ ବର୍ତ୍ତମାନ ସମୟରେ ବିଭିନ୍ନ ବିବାଦୀୟ ପରିସ୍ଥିତ ଦେଇ ଗତି କରୁଛି। ଏଭଳି ଏକ ଘଡିସନ୍ଧି ସମୟରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ…

ଭଦ୍ରକରେ ବନ୍ୟା,୧୧୩ ଗାଁ ପ୍ରଭାବିତ

ଭଦ୍ରକ ଅଫିସ, ୨୮ା୮- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ ଏହି ନଦୀର ବିପଦ ସଙ୍କେତ ୧୭.୮୩ ରହିଥିବା ବେଳେ ଗୁରୁବାର ଅପରାହ୍ନ ୫ଟା…

ଆଇଟି ଶିଳ୍ପରେ ଚାକିରି ହରାଇବେ ୨ ଲକ୍ଷ

ନୂଆଦିଲ୍ଲୀ,୨୮।୮: କରୋନା ପ୍ରଭାବ ଭାରତୀୟ ବଜାର ଉପରେ ଜାରି ରହିଛି। ଆଇଟି ଶିଳ୍ପରେ ବିଭିନ୍ନ ସମୟରେ ଛଟେଇ ନେଇ ଖବର ଆସିଥାଏ। ହେଲେ କରୋନା ଯୋଗୁ ଦେଶର ଆଇଟି ଶିଳ୍ପରେ ପ୍ରାୟ ୨ ଲକ୍ଷ ଲୋକ ନିଯୁକ୍ତି ହରାଇବେ ବୋଲି ଏକ…

ସାତ୍ତ୍ୱିକସାଇରାଜ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୮(ପି.ଟି.): ଶନିବାର ଜାତୀୟ କ୍ରୀଡ଼ା ଦିବସରେ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ଏବେ ସେ ପାଖାପାଖି ଗୋଟିଏ ସପ୍ତାହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ। ତେବେ ୨୦ ବର୍ଷୀୟା…

କୋଲକାତାରେ ପୁରସ୍କାର ଗ୍ରହଣ କରିବେ ଦୂତୀ

ଭୁବନେଶ୍ୱର, ୨୮।୮(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ରାଷ୍ଟ୍ରପତି ଭବନରେ ହେବନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ରାଷ୍ଟ୍ରପତି ଭବନରେ ରହି ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ…

ଯୋଡ଼ା -କେନ୍ଦୁଝର ଯୋଗାଯୋଗ ବିଚ୍ଛିନ୍ନ

ଯୋଡ଼ା, ୨୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକରେ ଥିବା ତଥା ୫୨୦ ନଂ ଜାତୀୟ ରାଜପଥର ବାସୁଦେବପୁରଠାରେ ଥିବା ବୈତରଣୀ ନଦୀ ସେତୁ ଦୁର୍ବଳ ହୋଇଯାଇଥିବାରୁ ତଥା ବଢି ପାଣି ଆସି ଅତଡା ଖସିବାରୁ ଯାତାୟାତ ପ୍ରଭାବିତ ହୋଇଛି। ବୈତରଣୀ ନଦୀର ଏହି…

ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା କରୋନା ପଜିଟିଭ୍‌: ଭର୍ଚୁଆଲ ସେରିମନିରେ ଯୋଗ ଦେବେନି

ନୂଆଦିଲ୍ଲୀ,୨୮।୮(ପି.ଟି.): ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀଙ୍କ ସମେତ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାକୁ ଥିବା ୩ଜଣ କ୍ରୀଡ଼ାବିତ୍‌ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ କୁହାଯାଇଛି। ଶନିବାର ଅଗଷ୍ଟ ୨୯ରେ ଆୟୋଜନ ହେବାକୁଥିବା ଭର୍ଚୁଆଲ ସେରିମନିରେ…

କରୋନା ଆକ୍ରାନ୍ତ ହୋଇ ବାଦ୍‌ ପଡ଼ିଲେ ଏହି ଷ୍ଟାର୍‌ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୨୭ା୮ (ଏପି)-ଫ୍ରାନ୍ସ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା କୋଭିଡ୍‌-୧୯ ପଜିଟିଭ ହୋଇଛନ୍ତି। ଫଳରେ ତାଙ୍କୁ ଜାତୀୟ ଫୁଟ୍‌ବଲ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌ ଡିଡିଏର୍‌ ଡେସ୍‌ଚାମ୍ପ ପ୍ରକାଶ କରିଛନ୍ତି। ପୋଗ୍‌ବା ଦଳରେ ସ୍ଥାନ ପାଇବା ପକ୍କା ଥିଲା। ମାତ୍ର ସକାଳେ ପଜିଟିଭ୍‌…

ଚୁଟି କାଟିବାକୁ ଯାଇଥିବା ମନ୍ତ୍ରୀଙ୍କ ଭଣଜାର ଶବ ଉଦ୍ଧାର

ଶିବପୁରୀ, ୨୭।୮: ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ଶିବପୁରୀ ପୋହରୀ ଅଞ୍ଚଳର ଏକ ପୋଲ ନିକଟରୁ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଯୁବକଜଣଙ୍କ ମଧ୍ୟପ୍ରଦେଶ ଲୋକ ନିର୍ମାଣ ବିଭାଗ ମନ୍ତ୍ରୀ…

ଅନ୍ତିମ ସଂସ୍କାରବେଳେ ଜୀବନ୍ତ ହୋଇଗଲେ ଯୁବତୀ; ତାପରେ…

ମିରଟ, ୨୭।୮: ଉତ୍ତର ପ୍ରଦେଶର ମିରଟ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ମଓ୍ବାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଶୋକସନ୍ତପ ପରିବାର ଲୋକ ଯେତେବେଳେ ଯୁବତୀଙ୍କ ଅନ୍ତିମ ସଂସ୍କାର ପାଇଁ…

ଗଞ୍ଜାମରେ କରୋନା ଟେଷ୍ଟ ୨ ଲକ୍ଷ ଟପିଲା: ଜିଲାପାଳ 

ଛତ୍ରପୁର,୨୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ କରୋନା ଟେଷ୍ଟ ୨ ଲକ୍ଷ ଟପିଛି। ଜିଲାରେ ଘରକୁ ଘର ଯାଇ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଉଛି ା ଏଥିପାଇଁ ଦିନକୁ ଦିନ ଟେଷ୍ଟ ବୃଦ୍ଧି ପାଉଛି ା କରୋନା ପଜିଟିଭଙ୍କୁ ଚିହ୍ନଟ କରିବାରେ ଏହା ସହାୟକ ହେଉଛି।…

ପୋଷା କୁକୁର କାମୁଡ଼ିବାରୁ ମାଲିକାଣୀ ଗିରଫ

ମୋହାଲି, ୨୭।୮: ପଞ୍ଜାବର ମୋହାଲିରେ ପୋଲିସ ଜଣେ କୁକୁର ମାଲିକାଣୀଙ୍କୁ ଗିରଫ କରିଛି। ଗତ ଅଗଷ୍ଟ ୧୫ରେ ଭିଆଇପି ରୋଡ୍‌ରେ ଯୋଗୀନ୍ଦର ସିଂ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଏକ ଦୋକାନକୁ ଯାଇଥିଲେ। ଏହି ସମୟରେ ଦୋକାନ ବାହାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri