Home Left

ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌ ପକ୍ଷରୁ ଗତ କିଛି ବର୍ଷ ଧରି ଏନେଇ ନାନା ପରୀକ୍ଷା ନିରୀକ୍ଷା ଜାରି ରହିଥିଲା।…

୨୦୨୪ ନିର୍ବାଚନରେ ରାହୁଲ ନେବେ ନାହିଁ ନେତୃତ୍ୱ!

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ନେତାମାନେ ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀକୁ ନେତୃତ୍ୱ ପରିବର୍ତ୍ତନକୁ ନେଇ ଲେଖିଥିବା ଚିଠି ପରେ ଦଳରେ ଆରମ୍ଭ ହୋଇଥିବା ଭିତିରି କଳି ସାମ୍ନାକୁ ଆସିଯାଇଛି। ଏହି ଚିଠିକୁ ନେଇ ରାହୁଲ କଂଗ୍ରେସ ନେତାଙ୍କୁ ଦୋଷାରୋପ କରିବା ସହ…

ସିବିଆଇ ସହ ସମନ୍ବୟ ରକ୍ଷା ପାଇଁ ନିଯୁକ୍ତ ହୋଇଥିବା ଡିସିପି କରୋନା ପଜିଟିଭ

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ ହାତରେ। ଏହି ମାମଲାରେ ସିବିଆଇ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଚଳାଇଛି। ଇତିମଧ୍ୟରେ ସିବିଆଇ ସହ ସମନ୍ବୟ ରକ୍ଷା କରିବା ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ନିଯୁକ୍ତ…

ବରଗଡ଼ରୁ ଆଉ ୧୪୬ ପଜିଟିଭ ଚିହ୍ନଟ: ୨ ବ୍ୟାଙ୍କ ୭୨ଘଣ୍ଟା ଶଟ୍‌ଡାଉନ

ବରଗଡ଼ ଅଫିସ,୨୯।୮: ବରଗଡ଼ ଜିଲାରୁ ଶନିବାର ୧୪୬ ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ(ୟୁଜିବି), ବରଗଡ଼ ଶାଖା ଏବଂ ଷ୍ଟେଟ ବ୍ୟାଙ୍କ, ଆଗଲପୁର ଶାଖାର କର୍ମଚାରୀ ଥିବା ଯୋଗୁ ଏହି…

ଜାତୀୟ କ୍ରୀଡ଼ା ଦିବସ: ଧ୍ୟାନଚାନ୍ଦଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୯।୮: ସମଗ୍ର ଦେଶରେ ଅଗଷ୍ଟ ୨୯ ଆର୍ଥତ୍‌ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହେଉଛି। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ରୀଡ଼ା ଦିବସର ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ମଧ୍ୟ ଟୁଇଟ କରି…

ରାଜରାସ୍ତାରେ ପରୀକ୍ଷଣ ହେଲା ଉଡ଼ନ୍ତା କାର

ଟୋକିଓ, ୨୯।୮: ଗତ ୧୦ ବର୍ଷ ଧରି ଜାରି ରହିଥିବା ପରୀକ୍ଷାର ଅନ୍ତ ଘଟିଛି। ରାଜରାସ୍ତାରେ ଉଡ଼ନ୍ତା କାରର ପରୀକ୍ଷା ଏବେ ଶେଷ ହୋଇଛି। ଜାପାନର ସ୍କାଏ ଡ୍ରାଇଭ୍‌ ଇଣ୍ଟରନ୍ୟାଶନାଲ୍‌ କମ୍ପାନୀ ପକ୍ଷରୁ ଉଡ଼ନ୍ତା କାର ପରୀକ୍ଷା ସଫଳତାର ସହିତ କରାଯାଇଛି।…

ରିଆଙ୍କର ହେବ ପଲିଗ୍ରାଫ ଟେଷ୍ଟ!

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ସିବିଆଇ ହାତରେ। ସିବିଆଇ ଶୁକ୍ରବାର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତିଙ୍କୁ ପଚରାଉଚରା କରିଛି। ଏବେ ମିଳିଥିବା ସୂଚନାରୁ ଜଣାପଡିଛି…

ବୈତରଣୀରେ କମୁଛି ବନ୍ୟାଜଳ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଜିଲା ବୈତରଣୀ ନଦୀରେ ବନ୍ୟାଜଳ କମିବାରେ ଲାଗିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ବେଳେ ଶନିବାର ସକାଳ ୭ଟା ସୁଦ୍ଧା ୧୮.୧୩ ମିଟର, ୮ଟା ସୁଦ୍ଧା ୧୮.୦୯ ମିଟର, ୯ଟା ସୁଦ୍ଧା ୧୮.୦୫ ମିଟର, ୧୦ଟା…

ଘରେ ବସି ମାସକୁ ଦରମା ଲକ୍ଷେ: ୩ ବର୍ଷରେ ମିଳିବ ୩୮ ଲକ୍ଷ

ବର୍ଲିନ୍‌, ୨୯।୮: କରୋନା ମହାମାରୀ ସମୟରେ ପୁଣି ଘରେ ବସି ମାସକୁ ଲକ୍ଷେ ଟଙ୍କା ଦରମା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ଜର୍ମାନୀରେ ଏକ ଦାତବ୍ୟ ଅନୁଷ୍ଠାନ ମାଇନ୍‌ ଗ୍ରୁଣ୍ଡ୍‌ଆଇନ୍‌କମନ୍‌ (ମାଇଁ ବେସିକ୍‌…

ବନ୍ୟା ମୁକାବିଲା ପାଇଁ ଆଇଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ କିଛି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଡି.କେ. ସିଂହଙ୍କୁ କଟକ…

ଭଦ୍ରକ ଉପଜିଲାପାଳଙ୍କୁ କରୋନା: କିଏ ନେଲେ ତାଙ୍କ ଦାୟିତ୍ୱ ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶନିବାର ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ତାଙ୍କ ସ୍ଥାନରେ ମନୋରମା ଭୂୟାଁଙ୍କୁ ଉପଜିଲାପାଳ ଦାୟିତ୍ୱ ଦିଆଯାଇ ଥିବା ସେ…

କରୋନା ଯୋଗୁ ୨ହଜାର ଟଙ୍କିଆ ଧୋଇ, ସାନିଟାଇଜ କରି ନଷ୍ଟ ହେଲା ୧୭ କୋଟି ନୋଟ

ନୂଆଦିଲ୍ଲୀ,୨୯।୮: କରୋନା ପାଇଁ ଅନେକ ଗୁଡିଏ ଜିନିଷ ନଷ୍ଟ ହୋଇଥିବା ଦେଖାଯାଇଛି। ଲୋକେ ବ୍ୟବସାୟ, ପରିବହନ, ରୋଜଗାର ସବୁଥିରେ କ୍ଷତି ସହିଛନ୍ତି। ଏମିତିକି କରୋନା ସଂକ୍ରମଣକୁ ଡରି ଲୋକେ ନୋଟକୁ ସାନିଟାଇଜ କରିବା ସହ କେହି କେହି ଏହାକୁ ଧୋଇ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri