ପ୍ରଥମ ଥର ପାଇଁ ଭାରତରୁ ଚାଉଳ କିଣିଲା ଭିଏତନାମ

ମୁମ୍ବାଇ/ହାନୋଇ,୫ା୧- ବିଶ୍ୱରେ ତୃତୀୟ ସର୍ବାଧିକ ଚାଉଳ ରପ୍ତାନୀକାରୀ ଭିଏତନାମ ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ଭାରତଠାରୁ ଚାଉଳ କିଣିଛି। ଭିଏତନାମରେ ଚାଉଳର ଲୋକାଲ ଦାମ୍‌ରେ ଦେଖିବାକୁ ମିଳିଛି ଅହେତୁକ ବୃଦ୍ଧି, ଯାହାକି ଗେ ସର୍ବାଧିକ। ଏହି କାରଣରୁ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ଚାଉଳ ଆମଦାନୀ କରିବାକୁ ବାଧ୍ୟ ହୋଇଛି ଭିଏତନାମ।

ଏହା ଦର୍ଶାଉଛି ଏସିଆରେ ଚାଉଳର ଯୋଗାଣ ହ୍ରାସ ପାଇଛି। ଫଳରେ ଚଳିତ ବର୍ଷ ଚାଉଳ ମୂଲ୍ୟରେ ବୃଦ୍ଧି ଘଟିପାରେ। ଏପରି କି ପାରମ୍ପାରିକ ଚାଉଳ କ୍ରେତାମାନେ ଥାଇଲାଣ୍ଡ ଓ ଭିଏତନାମ ପରିବର୍ତ୍ତେ ବିଶ୍ୱର ସର୍ବାଧିକ ଚାଉଳ ରପ୍ତାନୀ କରୁଥିବା ଭାରତ ନିକଟକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଯୋଜନା କରୁଛି ପାକିସ୍ତାନ: ଭୟରେ ଯୁଦ୍ଧ ପ୍ରସ୍ତୁତି

ଇସ୍‌ଲାମାବାଦ,୨୯ା୮: କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ନିଦ ହଜିଯାଇଛି। ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ସୈନ୍ୟ ଠୁଳ କରି ଥରକୁ ଥର ଆଣବିକ ଅସ୍ତ୍ର ବ୍ୟବହାର...

ଜାତିସଂଘରେ ଗାନ୍ଧୀ ଜୟନ୍ତୀ

ଜାତିସଂଘ, ୩ା୧୦ : ଜାତିସଂଘ ସମେତ ବିଭିନ୍ନ ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ବିଶ୍ୱ ହିଂସାର ଭୟାବହତା ମଧ୍ୟଦେଇ ଗତି କରୁଥିବାବେଳେ...

ନୂଆବର୍ଷରେ ମଙ୍ଗଳରେ ଜୀବନର ସନ୍ଧାନ କରିବ ନାସା ରୋଭର

ପାସାଡ଼େନା, ୨୯।୧୨: ନୂଆବର୍ଷରେ ମଙ୍ଗଳରେ ଜୀବନ ସନ୍ଧାନ ପାଇଁ ନାସା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୨୦ ଜୁଲାଇରେ ନାସା ପକ୍ଷରୁ ଏକ ସ୍ବତନ୍ତ୍ର...

ଦକ୍ଷିଣ କୋରିଆ-ଜାପାନରେ ବୃଦ୍ଧି ପାଉଛି କରୋନା ମାମଲା: ଭାରତ ବନ୍ଦ କଲା ଭିଜା

ସେୟୋଲ,୨୮।୨: ଚାଇନାରେ କରୋନା ଭାଇରସ୍‌ ମହାମାରୀର ରୂପ ନେଇଥିବା ବେଳେ ଏହାର କବଳରୁ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟ ବର୍ତ୍ତିପାରିନାହିଁ। ଦକ୍ଷିଣ କୋରିଆ ଓ...

ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍‌ ନୌସମରାଭ୍ୟାସ, ଚାଇନାର ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୩।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତରେ ହତାଶ ହୋଇ ଚାଇନା ତାଇୱାନକୁ ଘେରିବା ପାଇଁ ଏକ ପ୍ରମୁଖ ସାମରିକ...

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି...

ଭୁଟାନରେ ଯେତେବେଳେ ମୋଦିଙ୍କ ସାମ୍ନାରେ ଆସିଲେ ଆଉ ଜଣେ ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭାରତ ଗସ୍ତରେ ଗତ ୧୭ ତାରିଖରେ ଭୁଟାନ ଗସ୍ତ କରିଥିଲେ। ସେତେବେଳେ ବିମାନ ବନ୍ଦରରୁ ହିଁ ତାଙ୍କୁ...

ଉତ୍ତର କୋରିଆରୁ ହଟିଲା ଲକ୍‌ଡାଉନ୍‌

ପ୍ୟୋଙ୍ଗ୍‌ୟାଙ୍ଗ,୩୦ା୫: ଉତ୍ତର କୋରିଆରେ ସପ୍ତାହ ପୂର୍ବରୁ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ରେ ହୋଇଥିବା ଲକ୍‌ଡାଉନ୍‌ ହଟାଇ ଦିଆଯାଇଛି। କରୋନା ମହାମାରୀ ସ୍ଥିତି ସ୍ବାଭାବିକ ହେବାରୁ ଶାସକ କିମ-ଜୋଙ୍ଗ-ଉନ ଏହି...

Advertisement
Archives

Model This Week