Home Left

ହସ୍ପିଟାଲ ରାସ୍ତାରେ ହାତୀ

ରାଇବଣିଆ, ୬ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ଖୁଆଡ଼ ହସ୍‌ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ ହାତୀକୁ ଦେଖି ଭୟଭୀତ ହୋଇପଡିଥିଲେ। ହାତୀଟି କାହାର କିଛି କ୍ଷତି କରୁ ନ ଥିବା…

ବାର୍ଡ ଫ୍ଲୁ ଆଶଙ୍କା: ପଠାଗଲା ୪୦୦ ନମୁନା

ଭୁବନେଶ୍ୱର,୬ା୧(ବ୍ୟୁରୋ): କରୋନା ମହାମାରୀ ସମ୍ପୂର୍ଣ୍ଣ ଥମି ନ ଥିବା ବେଳେ ବାର୍ଡ ଫ୍ଲୁ ଭଳି ଆଉ ଏକ ବିପଦର ଆଶଙ୍କା ଦେଖାଦେଇଛି। ବିଭିନ୍ନ ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ସମେତ କାଉ ଓ ବତକ ଭଳି ପକ୍ଷୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ…

ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିବା ଦୀପିକାଙ୍କୁ ବଲିଉଡ୍‌ରେ ବିତିଗଲାଣି ୧୩ ବର୍ଷ। ଆଉ ଏହା ମଧ୍ୟରେ ସେ ଫ୍ୟାନଙ୍କୁ…

ହୁଡ଼ିସାହିରେ ବିଜୁଳି ସାତସପନ

ଚମ୍ପୁଆ,୬।୧(ଡି.ଏନ.ଏ.)- ଦ୍ୱୀପ ତଳ ଅନ୍ଧାର ଭଳି ସ୍ବାଧୀନତାର ୭୨ ବର୍ଷ ପରେବି ବିଜୁଳି ଆଲୁଅ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଚମ୍ପୁଆ ଏନ୍‌ଏସି ଅଧୀନରେ ରହିଥିବା ୧୩ ନଂ ୱାର୍ଡର ଆଦିବାସୀ ଗାଁ ନୁଆଗାଁ ହୁଡିସାହି। ଆଦିବାସୀମାନେ ଏଠାରେ କାହିଁ କେଉଁ କାଳରୁ…

ଆଦାନୀ ଓ୍ବିଲ୍‌ମର ବିଜ୍ଞାପନରୁ ବାଦ୍‌ ପଡିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧: ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍‌ଘାତର ଶିକାର ହେବାର ୩ ଦିନ ପରେ ଆଦାନୀ ଓ୍ବିଲ୍‌ମର ଲିମିଟେଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି କମ୍ପାନୀ ଗାଙ୍ଗୁଲିଙ୍କ ସହିତ…

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଟାଇଗର୍ସ ୨୯ ରନରେ ବିଜୟୀ

ଭୁବନେଶ୍ୱର,୬।୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଟାଇଗର୍ସ ୨୯ ରନରେ ଓଡ଼ିଶା ଚିତାସ୍‌କୁ ପରାସ୍ତ କରିଛି। ମଙ୍ଗଳବାର ଟୁର୍ନାମେଣ୍ଟରେ ୧୯ତମ ମ୍ୟାଚ୍‌ରେ ଟସ୍‌ ଜିତି ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦…

୬୨ ବର୍ଷରେ ପାଦ ଦେଲେ କପିଲ୍‌ ଦେବ: ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ନେଇ ଥିଲେ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୬।୧: ଅଲ୍‌ରାଉଣ୍ଡର କ୍ରିକେଟ୍‌ ତାରକା କପିଲ୍‌ ଦେବଙ୍କୁ ବୁଧବାର ୬୧ ବର୍ଷ ପୂରଣ ହୋଇଛି। ସେ ୬୨ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କପିଲ୍‌ ଦେବ୍‌ ରାମଲାଲ୍‌ ନିଖଞ୍ଜ୍‌।…

ଉଚ୍ଚଶିକ୍ଷା ପାଇଁ ବାଳିକା କରନ୍ତି ଏପରି…

ଯୁବବର୍ଗଙ୍କୁ ଗୁଣବତ୍ତାଯୁକ୍ତ ଶିକ୍ଷା ଯୋଗାଇ ଦେବା ପାଇଁ ପୃଥିବୀର ବିଭିନ୍ନ ଦେଶର ସରକାର ନାନା ଶିକ୍ଷାନୀତିର ପ୍ରଣୟନ କରିଥାନ୍ତି। ତେବେ କେତେକ ଗରିବ ଦେଶରେ ଅଭିଭାବକ ଶିକ୍ଷା ଲାଗି ହେଉଥିବା ଖର୍ଚ୍ଚ ବହନ କରିପାରି ନ ଥାନ୍ତି। ଫଳରେ ପରିବାରରେ ପିଲାମାନେ…

ପ୍ରଥମ ଦେଖାରେ ସାୟାରାଙ୍କୁ ଭଲ ପାଇ ବସିଥିଲେ ଏ.ଆର୍‌.ରହମାନ୍‌…

ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍‌.ରହମାନ୍‌ଙ୍କୁ ବୁଧବାର ୫୩ ବର୍ଷ ପୂରଣ ହୋଇଛି। ସେ ୫୪ରେ ପାଦ ଦେଇଛନ୍ତି। ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍‌. ଦିଲ୍ଲୀପ୍‌ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର…

୩୦ବର୍ଷ ହେଲା ସାପ ବିଷକୁ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍‌ ସିଙ୍ଗର୍‌ ଷ୍ଟିଭ୍‌ ଲୁଡ୍‌ୱିନ୍‌ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ ଜୀବିତ ଅଛନ୍ତି। ଆଜିକୁ ୩୦ବର୍ଷ ହେବ ସେ ଏହି କାର୍ଯ୍ୟରେ ଲିପ୍ତ। କିନ୍ତୁ ଆଶ୍ଚର୍ଯ୍ୟ,…

ପାରା ସହାୟତାରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ: ପରେ ଘଟିଲା…

ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ଯୁବତୀ, ଯୁବକ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଇଥାନ୍ତି। ଏହିପରି ଅଷ୍ଟ୍ରେଲିଆର ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେବା ପାଇଁ ଏକ ପାରାର ସହାୟତା ନେଇଛନ୍ତି। ଯାହାକି ଏବି ଚର୍ଚ୍ଚାର ବିଷୟ ପାଲଟିଛି।…

ମେଦବହୁଳତାକୁ ନେଇ ଚିନ୍ତିତ କି….ଖାଆନ୍ତୁ ଏହା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ ମେଦବହୁଳତା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ଜାଣନ୍ତୁ ବାଦାମରେ ଏପରି କି ଗୁଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?