Posted inଜାତୀୟ

ଘଡଘଡି ମାରିବା ସମୟରେ କାନରେ ଲଗାଇଥିଲେ ଇୟରଫୋନ୍‌, ଘଟିଲା ଏମିତି

ନୋଏଡା,୫।୧: ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇବା ମହଙ୍ଗା ପଡିଛନ୍ତି। ବଜ୍ରପାତ ସମୟରେ କାନରେ ଇୟରଫୋନ ବିସ୍ଫୋରଣ ହେତୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୌତମ ନାମକ ଜଣେ ଯୁବକ ତାଙ୍କ ଫାର୍ମ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଗୌତମ ନିକଟସ୍ଥ ଏକ ହାଟରେ ଥିବା ଝୁମ୍ପୁଡିରେ ଆଶ୍ରୟ ନେଇଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତି ଗୌତମଙ୍କୁ ଝୁମ୍ପୁଡିରେ ପଡ଼ିଥିବାର ଦେଖିଥିଲେ। ତାଙ୍କ ପାଟି ଓ କାନରୁ ରକ୍ତସ୍ରାବ ହେଉଥିଲା। ସେ ସଂପୂର୍ଣ୍ଣ ଜଳି ଯାଇଥିଲେ ଏବଂ ତାଙ୍କ କାନରେ ଇୟରଫୋନ ମଧ୍ୟ ଲଗାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବର୍ଷା ଓ ବଜ୍ରପାତ ହେତୁ କାନ ଫାଟିଯାଇ ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାୟକ ଗିରଫ

ହାଇଦ୍ରାବାଦ,୨୩।୮: ତେଲେଙ୍ଗାନାର ଭାଜପା ବିଧାୟକ ଟି ରାଜା ସିଂ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି। ନିକଟରେ ଟି ରାଜା ସିଂ...

ମୁହଁ ଖୋଲନ୍ତୁ ମୋଦି

ହାଇଦ୍ରାବାଦ,୨ା୩(ଆଇଏଏନ୍‌ଏସ୍‌): ଦିଲ୍ଲୀ ହିଂସା ଏକ ପ୍ରାୟୋଜିତ ଗଣହତ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭଙ୍ଗ କରନ୍ତୁ। ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇ ଦୋଷୀଙ୍କୁ ଆଇନର...

‘ଆସାମ ରାଇଫଲ୍ସକୁ ହଟା ନ ଯାଉ’, ମୋଦିଙ୍କୁ ପତ୍ର ଲେଖିଲେ କୁକି ବିଧାୟକ, ମୋତେଇ ସମ୍ପ୍ରଦାୟ କରୁଛି ବିରୋଧ

ଇମ୍ଫାଲ,୧୧।୮: ମଣିପୁରରେ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ଜାତିଗତ ହିଂସା ମଧ୍ୟରେ ଦେଶର ସର୍ବ ପୁରାତନ ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍ସକୁ...

‘ପାର୍ଲାମେଣ୍ଟରେ ନାରାବାଜି କରି ନୁହେଁ, ଆଲୋଚନା ଦ୍ୱାରା ଜଣେ ହୁଅନ୍ତି ନେତା’

ନୂଆଦିଲ୍ଲୀ,୧୫।୨: ପାର୍ଲାମେଣ୍ଟରେ ହୋଇଥିବା ହଙ୍ଗାମାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୁଧବାର ଗୁଜରାଟ ବିଧାନସଭା ନିର୍ବାଚିତ ସଦସ୍ୟଙ୍କ ପାଇଁ...

ଚା’ ଆମନ୍ତ୍ରଣ ବଦଳରେ ଭୋଜନ ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ପଠାଇଲେ ଏମ୍‌ପି

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଚା’ ନିମନ୍ତ୍ରଣରେ ରାଜ୍ୟସଭା ସଦସ୍ୟ ଅନୀଲ ବଲୁନି ପୂରା ଭଦ୍ରତାର ସହ କିଛି ସମୟ ପାଇଁ ଏହାକୁ...

ବେଲଗାମ୍‌ କରୋନା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବହୁ ଅଫିସର ସଂକ୍ରମିତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶରେ କରୋନା ରେକର୍ଡ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଗୋଟିଏ ଦିନରେ ୧୮ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ରାଜଧାନୀ...

ସମଲିଙ୍ଗୀ ବିବାହ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୮।୪: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ମଙ୍ଗଳବାର ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ଶୁଣାଣିକୁ ନେଇ କେନ୍ଦ୍ର ବିରୋଧ...

‘ଜାମିନରେ କଂଗ୍ରେସର ରାଜ ପରିବାର, ଦେଉଛନ୍ତି ଉପଦେଶ’, କର୍ନାଟକରେ ମୋଦିଙ୍କ ହୁଙ୍କାର

ବେଙ୍ଗାଲୁରୁ,୩୦।୪: କର୍ନାଟକରେ ପାଖେଇ ଆସୁଥିବା ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା)ବି ଏଥିରେ ପଛରେ...

Advertisement
Archives

Model This Week