ପଠାନକୋଟରେ ସୁରେଶ ରାଇନାଙ୍କ ପରିବାର ଉପରେ ଆକ୍ରମଣ: ପିଉସା ମୃତ, ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପିଉସୀ
ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଘଟଣାରେ ତାଙ୍କର ପିଉସାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସଦସ୍ୟ ଗୁରୁତର ଅଛନ୍ତି। ଅଗଷ୍ଟ ୧୯ ତାରିଖରେ ପଠାନକୋଟର ଧରିୟାଲ ଗ୍ରାମରେ ଏହି ଅଘଟଣ…
ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଆଉ ଏକ ଅଡିଓ କ୍ଲିପ୍: ଏଥିରେ ରିୟା କ’ଣ କହିଛନ୍ତି ଜାଣନ୍ତୁ…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଚଳିତବର୍ଷ ଜାନୁୟାରୀର ଆଉ ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଏଥିରେ ସୁଶାନ୍ତ, ରିୟା ଏବଂ ଇନ୍ଦ୍ରଜିତ୍ ଚକ୍ରବର୍ତ୍ତୀଙ୍କ ସହ ଆଉ କିଛି ବିତ୍ତୀୟ ପରାମର୍ଶଦାତା ଏକସାଥୀରେ ବସି ସୁଶାନ୍ତଙ୍କ ଆର୍ଥିକ ପରିଚାଳନା ବିଷୟରେ…
ଜୀବନର ଅନ୍ତିମ ସମୟରେ ସାଥିରେ ଥାନ୍ତି ଏ ୪ ବନ୍ଧୁ
ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ବନ୍ଧୁଙ୍କ ବିଷୟରେ ଅନେକ କଥା କହିଛନ୍ତି। ଏଥି ସହିତ, ସେ ଜଣେ ବନ୍ଧୁଙ୍କ ପ୍ରକୃତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ଯିଏ ସାରା ଜୀବନ ସାଥିରେ ରହିଥାନ୍ତି। ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ମଧ୍ୟ ଏପରି…
ଏହି ମାମଲାରେ ସୁପରମଡେଲ ଗିଗି-ଜୈନଙ୍କୁ କାଟିଲେ ବିରୁଷ୍କା: ରଚିଲେ ନୂଆ ରେକର୍ଡ
ବମ୍ବେ: ଭାରତୀୟ କ୍ରିକେଟର ବିରାଟ କୋହଲୀ ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଶେୟାର କରି ସେ ଏହି ଖୁସି ଖବର ପ୍ରଶଂସକଙ୍କୁ କହିଥିଲେ। ଜାନୁୟାରୀରେ ଉଭୟଙ୍କ ଘରକୁ ନୂଆ…
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏହି ଅଭିନେତା
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେବା ଦୁଇମାସ ପୂରିସାରିଲାଣି। ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି। ସିବିଆଇ ଏବଂ ନେରୋକୋଟିକ୍ ଓ୍ବିଙ୍ଗ୍ ମଧ୍ୟ ଏହି ଘଟଣାରେ ନିୟୋଜିତ ହୋଇଛନ୍ତି। ଏବେ ଆଉ…
ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିବା ବାନ୍ଦ୍ରା ଡିସିପି କରୋନା ଆକ୍ରାନ୍ତ
ମୁମ୍ବାଇ,୨୯।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।…
ଜାନୁୟାରୀରେ ବିରୁଷ୍କାଙ୍କ ଘରକୁ ଆସିବ ନୂଆ ଅତିଥି: ଜାଣନ୍ତୁ କେମିତି ହୋଇଥାନ୍ତି ଏହି ମାସରେ ଜନ୍ମିତ ଶିଶୁ
ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ଘରକୁ ଆସିବ ନୂଆ ଅତିଥି। ଇନ୍ଷ୍ଟା ପୋଷ୍ଟ ଅନୁଯାୟୀ ୨୦୨୧ ଜାନୁୟାରୀରେ ସନ୍ତାନକୁ ଜନ୍ମଦେବେ ଅନୁଷ୍କା। ଏଣୁ ଉଭୟ ନୂଆ ବର୍ଷର ଆରମ୍ଭ ଏହି ଖୁସିଖବରରୁ କରିବେ ତାହା ନିଶ୍ଚିତ। ତେବେ ଜ୍ୟୋତିଷ ଶାସ୍ତ୍ରକୁ…
ମୟୂର ପୁଚ୍ଛର କରନ୍ତୁ ଏପରି ବ୍ୟବହାର: ଖୋଲିଦେବ ଭାଗ୍ୟ, ହେବ ଧନୀ
ମୟୂର ପୁଚ୍ଛ ସମସ୍ତ ଦେବୀଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ଧାରଣ କରିଛନ୍ତି। ବିଶ୍ୱାସ ଅଛି ଯେ, ଏହା ମଧ୍ୟ ଜୀବନର ଗତିପଥ ଓ ଅବସ୍ଥାରେ ପରିବର୍ତ୍ତନ ଆଣିଥାଏ। ଯଦି ଆପଣ ଆର୍ଥିକ ସମସ୍ୟା ସହ ସଂଘର୍ଷ…
ଏହି ଗ୍ଲାମର ଗର୍ଲ ହେବେ ଅମ୍ବାନୀ ପରିବାରର ସାନ ବୋହୂ: ବାପାଙ୍କର ରହିଛି ୮ କମ୍ପାନୀ
ଦେଶର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ। ତେବେ ମୁକେଶଙ୍କ ପରିବାର ବିଷୟରେ ଜାଣିବାକୁ ସମସ୍ତେ ଚାହିଁଥାନ୍ତି। ଅମ୍ବାନୀ ପରିବାରର ପ୍ରତ୍ୟେକ ସଦସ୍ୟ ସେଲିବ୍ରିଟିଠାରୁ କିଛି କମ୍ ନୁହନ୍ତି।…
ଘରକୁ ଫେରିବେ ଶାହା
ନୂଆଦିଲ୍ଲୀ,୨୯।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଖୁବ୍ ଶୀଘ୍ର ହସ୍ପିଟାଲରୁ ଛୁଟି ମିଳିବ। ଏହି ସୂଚନା ଶନିବାର ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ) ପକ୍ଷରୁ ଦିଆଯାଇଛି। ଏବେ ସେ ସୁସ୍ଥ ହୋଇ ଯାଇଥିବା ବେଳେ ତାଙ୍କୁ ଶୀଘ୍ର…
ଟ୍ରମ୍ପ ବୁଝନ୍ତି ନାହିଁ ରାଷ୍ଟ୍ରପତି ପଦର ଅର୍ଥ: କମଳା-ବିଡେନ
ଓ୍ବାଶିଂଟନ,୨୯।୮: ଆମେରିକାରେ ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ ଜଣେ ଅନ୍ୟ ଜଣଙ୍କୁ ଟାର୍ଗେଟ କରିଛନ୍ତି। ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀଜୋ ବିଡେନ ଓ କମଳା ହାରିସ…
ଅନୁଷ୍କାଙ୍କ ପରେ ଏବେ ପିସିଙ୍କ ପାଳି ! ଏହି ଡ୍ରେସ୍କୁ କୁହାଯାଉଛି ‘ଚମତ୍କାରୀ’
ବମ୍ବେ: ନିକଟରେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲୀ ଏବଂ ପତ୍ନୀ ଅନୁଷ୍କା ଶର୍ମା। ଇନ୍ଷ୍ଟ୍ରାଗ୍ରାମରେ ଫଟୋ ଶେୟାର କରି ବିରାଟ ଏହା ଜଣାଇଥିଲେ। ଫଟୋରେ ଅନୁଷ୍କା ଏକ କଳାରଙ୍ଗର ପୋଲ୍କା ଡଟ୍ସ ଥିବା…
Archives


