କରୋନା ଯୋଗୁ ମିଳିଲାନି ଗନ୍ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍ ସର୍ଜରୀ ସହ କରୋନାରେ ଆକ୍ରାନ୍ତ ଥିବା ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ଦିଲ୍ଲୀର ଲୋଧିରୋଡ ଶ୍ମଶାନ…
ଦାନ୍ତ ବିନ୍ଧୁଥିଲେ…
ଦାନ୍ତ ଯନ୍ତ୍ରଣା ଖୁବ୍ କଷ୍ଟଦାୟକ। ଯାହାକୁ ଦୂର କରିବାକୁ ସାଧାରଣତଃ ସମସ୍ତେ ପେନ୍କିଲର ଉପରେ ନିର୍ଭର କରିଥାନ୍ତି। ହେଲେ ବାରମ୍ବାର ଏହାର ବ୍ୟବହାର ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ। ତେଣୁ ଆପଣ ଚାହିଁଲେ ନିଜର ହେଉ କିମ୍ବା ପରିବାରର କୌଣସି ସଦସ୍ୟଙ୍କ…
ସିଙ୍ଗାପୁର ସିଫ୍ଟ ହେବେ ଅଭିନେତ୍ରୀ କାଜଲ: ଝିଅପାଇଁ ନେଲେ ଏଭଳି ପଦକ୍ଷେପ
କରୋନା ଭାଇରସ ଯୋଗୁ ସମସ୍ତ ବିଶ୍ୱ ଏବେ ଚିନ୍ତାରେ। ଏହାକୁ ଏଡ଼ାଇବା ପାଇଁ ସମସ୍ତେ ନିଜ ଘରେ ରହିବାକୁ ପସନ୍ଦ କରୁଛନ୍ତି। ବଲିଉଡ୍ କଳାକାରମାନେ ମଧ୍ୟ ନିଜ ପିଲାମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ଅଭିନେତା ଅଜୟ ଦେବଗନ୍ ଏବଂ କାଜଲଙ୍କୁ ଝିଅ…
ରୋଜି ଡିଲାଇଟ୍
ଆବଶ୍ୟକ ସାମଗ୍ରୀ: ବ୍ରେଡ୍- ୫ଟି (ସ୍ଲାଇସ୍ ବ୍ରେଡ୍), ୫ ଚାମଚ ରୋଜ୍ ସିରପ୍, ୧/୪ କପ୍ ନଡିଆ କୋରା, ୨ ଚାମଚ ଠଣ୍ଡାଇ ପାଉଡର, ୨୫୦ଗ୍ରାମ୍ ଖୁଆ, ଆବଶ୍ୟକ ଅନୁସାରେ ଟୁଟିଫୁଟି, ଡ୍ରାଏ ଫ୍ରୁଟ୍ସ, ଚକୋ ଚିପ୍ସ। ପ୍ରସ୍ତୁତି ପ୍ରଣାଳୀ: କୁକି…
ଅଫିସ୍ ୟୁନିଫର୍ମରେ ଲାଗିବେ ଟ୍ରେଣ୍ଡି
ଅଫିସିଆଲ୍ ଗେଟଅପ୍ ନାଁ ଶୁଣିବା ମାତ୍ରେ ଏକ ଫର୍ମାଲ୍ ଆଉଟ୍ଫିଟ୍ ନଚେତ୍ ଅଫିସ୍ ୟୁନିଫର୍ମର ଚିତ୍ର ଆଖିକୁ ଆସିଥାଏ। ଆଉ ସବୁବେଳେ ଏହି ଏକା ପ୍ରକାର ଆଉଟ୍ଫିଟ୍ ପିନ୍ଧି ବୋର୍ ଲାଗିଥାଏ। ତେଣୁ ଅଫିସ୍ ଆଉଟ୍ଫିଟ୍ରେ ବି କେମିତି ଟ୍ରେଣ୍ଡି ଲୁକ୍…
ପିପିଇ କିଟ୍ ପିନ୍ଧି ପ୍ରଣବ ମୁଖାର୍ଜୀଙ୍କୁ କାନ୍ଧେଇଲେ ଯବାନ
ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ମଙ୍ଗଳବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଯବାନ ମାନେ ତାଙ୍କ ପାର୍ଥିିବ ଶରୀରକୁ କାନ୍ଧେଇ ନେବା ବେଳେ ପିପିଇ…
ରୁହନ୍ତୁ ସତର୍କ, ରହିବନି ଡର
ବିପଦ ସବୁବେଳେ ହଠାତ୍ ଆସେ। ତେଣୁ ଆତ୍ମସୁରକ୍ଷାକୁ ନେଇ ସମସ୍ତେ ସର୍ବଦା ସତର୍କ ରହିବା ଆବଶ୍ୟକ। ବିଶେଷକରି ବାହାରକୁ ଯାଉଥିବା ମହିଳାମାନେ ନିଜର ସୁରକ୍ଷା ଲାଗି କେତେକ ଦିଗ ପ୍ରତି ଯତ୍ନଶୀଳ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ… ବର୍ତ୍ତମାନ ଚାରିଆଡେ ବଢିଚାଲିଥିବା ଅପରାଧକୁ…
କୋଟିପତି ଖଣି ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ: ବିଡ଼ା ବିଡ଼ା ଟଙ୍କା ଜବତ
ଇନ୍ଦୋର, ୧।୯: ମଧ୍ୟପ୍ରଦେଶ ଇନ୍ଦୋର ଜିଲାର କୋଟିପତି ଖଣି ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି। ଇନ୍ଦୋରର ପଟେଲ ନଗର ସ୍ଥିତ ପ୍ରଦୀପଙ୍କ ଫ୍ଲାଟ୍…
ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ
ଭଦ୍ରକ ଅଫିସ,୧।୯: ପୁଣି ନଦୀ ଗର୍ଭକୁ ଧସିଛି ଦୁର୍ବଳ ବନ୍ଧ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀରେ। ବନ୍ଧ ନଦୀ ଗର୍ଭକୁ ଧସିଯାଇ ମଳିକ ସାହି ନିକଟରେ ବନ୍ଧର…
ଅନୁଷ୍କାଙ୍କ ଚମତ୍କାରୀ ପୋଷାକର ଦାମକୁ ନେଇ ହେଉଛି ଚର୍ଚ୍ଚା
ମୁମ୍ବାଇ: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଏବେ ଖୁବ୍ ଚର୍ଚ୍ଚାରେ। କାରଣ ନିକଟରେ ଅନୁଷ୍କା ମା’ ହେବା ଖବର ବିରାଟ ଜଣାଇବା ପରେ ଏବେ ଏମାନଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଏମାନଙ୍କ…
ବ୍ରାଉନସୁଗାର ମାଫିଆଙ୍କ ସହ ପୋଲିସ ଲିଙ୍କ: ପୂର୍ବତନ ଥାନାଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବାଲେଶ୍ୱର ଅଫିସ, ୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ବ୍ରାଉନସୁଗର ମାଫିଆଙ୍କ ସହିତ କଥାବାର୍ତ୍ତାକୁ ନେଇ ଏକ ଅଡିଓ ପୂର୍ବରୁ ଭାଇରାଲ ହୋଇଥିଲା। ଏହି ଘଟଣାରେ ଆଇଆଇସି ସାହୁଙ୍କୁ ଡିଜିପି ଅଭୟ ନିଲମ୍ବନ କରିଥିଲେ। ତେବେ…
ଚପଲ, ଠେଙ୍ଗାରେ ମାଡ ଖାଇଥିଲେ ଏହି ବିସ୍ଫୋରକ କ୍ରିକେଟର, ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ପଡିଆରେ ସବୁ ବୋଲରଙ୍କୁ ଆକ୍ରମଣାତ୍ମକ ପ୍ରହାର କରିଥାନ୍ତି। ଖୁବ୍ କମ୍ ଲୋକ ଜାଣିଥିବେ ସେହ୍ବାଗ୍ ପିଲାଦିନେ ପରିବାର ଲୋକଙ୍କଠାରୁ ଖୁବ୍ ମାଡ ଖାଇଛନ୍ତି। କେବଳ ଏତିକି ନୁହେଁ ବିଡି ଟାଣିବା…
Archives


