ଚାକିରି ହରାଉଛନ୍ତି କ୍ୟାପିଟୋଲ ଦଙ୍ଗାକାରୀ

ଓ୍ବାଶିଂଟନ,୮।୧: ଆମେରିକାର କ୍ୟାପିଟୋଲ ‌ ଦଙ୍ଗାରେ ଭାଗ ନେଇଥିବା ଦଙ୍ଗାକାରୀଙ୍କୁ ଗୋଟି ଗୋଟି କରି ଚିହ୍ନଟ କରାଯାଉଛି। ଆଉ ଚାକିରିରୁ ବିଦା କରାଯାଉଥିବା ଦର୍ଶାଇଛି ସିଏନ୍‌ଏନ୍‌ର ଏକ ରିପୋର୍ଟ। ଉକ୍ତ ରିପୋର୍ଟ ଅନୁଯାୟୀ, ଦଙ୍ଗାରେ ଭାଗ ନେଇଥିବା କର୍ମଚାରୀଙ୍କୁ ଛଟେଇ କରିଛି ମାରିଲାଣ୍ଡସ୍ଥିତ ନାଭିଷ୍ଟାର ନାମକ ଏକ ମାର୍କେଟିଂ କମ୍ପାନୀ। ଛଟେଇ ହୋଇଥିବା କର୍ମଚାରୀମାନେ କମ୍ପାନୀର ଆଇଡି ବ୍ୟାଚ୍‌ ପିନ୍ଧି କ୍ୟାପିଟାଲ ବିଲ୍ଡିଂ ଭିତରେ ଭଙ୍ଗାରୁଜ୍ଜା କରିଥିଲେ, ଯାହାର ଫଟୋ ଭାଇରାଲ ହୋଇଥିଲା।

ଆମେ ସମସ୍ତ କର୍ମଚାରୀଙ୍କୁ ସମର୍ଥନ କରୁଛୁ। ପ୍ରତ୍ୟେକଙ୍କ କର୍ମଚାରୀଙ୍କ ଶାନ୍ତିରେ ନିଜ ମତ ରଖିବାର ଅଧିକାର ଅଛି। କିନ୍ତୁ ଯେଉଁ କର୍ମଚାରୀଙ୍କ ଆଚରଣ ଅନ୍ୟମାନଙ୍କ ପ୍ରତି ବିପଜ୍ଜନକ, ସେମାନେ ନାଭିଷ୍ଟାର ମାର୍କେଟିଂ ସହିତ ଯୋଡ଼ି ହୋଇ ରହିପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ସିଏନ୍‌ଏନ୍‌ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨୬ ବର୍ଷ ବୟସରେ ଆଖି ବୁଜିଲେ ପୃଥିବୀର ବୟସ୍କା ମହିଳା: ରହିଛନ୍ତି ୨୦୦ରୁ ଅଧିକ ନାତିନାତୁଣୀ

ଦଖନା,୩୦।୧: ପୃଥିବୀର ବୟସ୍କା ମହିଳାଙ୍କର ୧୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୨୦୦ରୁ ଅଧିକ ନାତିନାତୁଣୀ ଥିବା କୁହାଯାଉଛି। ଉଜ୍‌ବେକିସ୍ତାନର ଏହି ବୟସ୍କା ମହିଳା...

ମ୍ୟୁନିଖରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ହେଲା ଆଲୋଚନା

ମ୍ୟୁନିଖ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଜର୍ମାନୀ ଗସ୍ତରେ ଅଛନ୍ତି । ସେଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଜର୍ମାନୀ...

ଜନ୍ମ ନେବାର ୧୨ଘଣ୍ଟା ମଧ୍ୟରେ ନବଜାତ ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୮।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ...

ରୁଷିଆକୁ ବଡ଼ ଝଟ୍‌କା: ଖାର୍କିଭ୍‌ରୁ ସୀମା ପର୍ଯ୍ୟନ୍ତ ସୈନ୍ୟଙ୍କୁ ତଡ଼ିଲା ୟୁକ୍ରେନ

କିଭ୍‌,୧୭।୫: ୟୁକ୍ରେନ ସହିତ ଯୁଦ୍ଧ କରୁଥିବା ରୁଷୀୟ ସୈନ୍ୟଙ୍କୁ ପୁଣି ଥରେ ମୁହଁତୋଡ ଜବାବ ମିଳିଛି। କିଭ୍‌କୁ କବ୍‌ଜା କରିବାକୁ କରାଯାଇଥିବା ଉଦ୍ୟମ ବିଫଳ ହେବା...

ରୁଷିଆକୁ ଚେତାବନୀ ଦେଲା ୟୁକ୍ରେନ୍‌!

କ୍ୱିଭ,୧୮ ।୪: ୟୁକ୍ରେନର ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟୁପୋଲରେ ହୋଇଥିବା ଘଟଣାକୁ ହୃଦୟ ବିଦାରକ ଓ ଜଘନ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ସେଠାରେ...

ଜୁମ୍‌ ମିଟିଂରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପରେ ଛୁଟିରେ ଗଲେ ସିଇଓ

ନ୍ୟୁୟର୍କ,୧୨।୧୨: ଆମେରିକାର ବେଟର୍‌ ଡଟ କମର ସିଇଓ ବିଶାଲ ଗର୍ଗ ଛୁଟିରେ ଯାଇଛନ୍ତି। ଜୁମ କଲ ସମୟରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିବା ବିଶାଲ...

ପାକ୍‌ ପାର୍ଲାମେଣ୍ଟ ଲଜ୍‌ରେ ପୋଲିସ

ଇସ୍‌ଲାମାବାଦ,୧୨ା୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଥିବାବେଳେ ଏହା ପୂର୍ବରୁ ଇସ୍‌ଲାମାବାଦ ପୋଲିସ ଗୁରୁବାର ରାତିରେ ପାର୍ଲାମେଣ୍ଟ...

ଶୂନ-କୋଭିଡ ନୀତି ପାଳନ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କ ଚେତାବନୀ…

ବେଜିଂ, ୭।୫ : ଚାଇନାରେ ଶୂନ-କୋଭିଡ ନୀତି ଜାରି ଯୋଗୁ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ସାଂଘାଇ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସାଧାରଣ ନାଗରିକଙ୍କ...

Advertisement
Archives

Model This Week