Home Left

ସମ୍‌ରେ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବ୍‌ଶୀଘ୍ର

ଭୁବନେଶ୍ୱର, ୧।୯(ବ୍ୟୁରୋ): ଭାରତର ନିଜସ୍ବ କୋଭିଡ୍‌-୧୯ ଟିକା ‘କୋଭାକ୍‌ସିନ’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ୍‌ଶୀଘ୍ର ସମ୍‌ ହସ୍ପିଟାଲରେ ଆରମ୍ଭ ହେବ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ…

ଭାଜପାର ‘ସେବା ହିଁ ସଙ୍ଗଠନ’ ଇ-ବୁକ୍‌ ଉନ୍ମୋଚିତ

ଭୁବନେଶ୍ୱର,୧।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଆହ୍ବାନକ୍ରମେ ଭାଜପା କାର୍ଯ୍ୟକର୍ତ୍ତାମାନେ ଭାରତୀୟ ପରମ୍ପରା ‘ନର ସେବା-ନାରାୟଣ ସେବା’କୁ ସମ୍ମାନ ଜଣାନ୍ତୁ। ଏହି ଲକ୍‌ଡାଉନ ସମୟରେ ସ୍ବେଚ୍ଛାକୃତଭାବେ ସେମାନଙ୍କ ଅଞ୍ଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଃଖୀଜନ ତଥା…

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି। ଯାହା ଉପରେ ଆମର ନିୟନ୍ତ୍ରଣ ନାହିଁ। କିନ୍ତୁ ଏଥିରେ ଯଦି ନିୟନ୍ତ୍ରଣ କରିପାରିବେ ତେବେ…

ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ଅବଧି ସେପ୍ଟେମ୍ବର ୭କୁ ବଢ଼ିଲା

ଭୁବନେଶ୍ୱର,୧।୯(ବ୍ୟୁରୋ): ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ବୃଦ୍ଧି କରାଯାଇଛି। ରାଜ୍ୟର ବନ୍ୟା ପରିସ୍ଥିତି ଏବଂ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି ବୋଲି…

ହିତାଧିକାରୀଙ୍କୁ ମିଳିବ ଆଗୁଆ ୪ ମାସର ଭତ୍ତା

ଭୁବନେଶ୍ୱର,୧।୯(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନା ହିତାଧିକାରୀମାନେ ୪ ମାସର ଆଗୁଆ ଭତ୍ତା ପାଇବେ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ଆଗୁଆ ଟଙ୍କା ହିତାଧିକାରୀଙ୍କୁ ମିଳିବ। ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସାମାଜିକ ସୁରକ୍ଷା…

ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କଲେ କ୍ରିକେଟର୍‌

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ପ୍ରଣବ ମୁଖାର୍ଜୀଙ୍କ ସୋମବାର ଦେହାନ୍ତ ହୋଇଛି। ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ କ୍ରିକେଟରମାନେ ମଧ୍ୟ ଦେଶର ଏହି ମହାନ ରାଜନେତାଙ୍କ ଦେହାନ୍ତରେ…

ମହିଳାଙ୍କ କାନ୍ଧରେ ଗୁରୁଦାୟିତ୍ୱ: ନିଯୁକ୍ତ ହେଲେ ସିଆର୍‌ପିଏଫ ଶ୍ରୀନଗର ସେକ୍ଟରର ପ୍ରଥମ ମହିଳା ଆଇଜି

ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ପ୍ରଥମଥର ଜଣେ ମହିଳା ଆଇପିଏସ୍‌ଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀନଗର ସେକ୍ଟରରେ ଆଇପିଏସ୍‌ ଚାରୁ ସିହ୍ନାଙ୍କୁ ସିଆର୍‌ପିଏଫର ଇନସପେକ୍ଟର ଜେନରାଲ(ଆଇଜି) ଦାୟିତ୍ୱ ଦିଆଯାଇଛି। ତେବେ ଶ୍ରୀନଗର ସେକ୍ଟରରେ ଏହି ପଦବୀ ପାଇବାରେ ଚାରୁ ହେଉଛନ୍ତି ପ୍ରଥମ…

କେନ୍ଦୁଝରରୁ ୧୯ କିଲୋ ହାତୀ ଦାନ୍ତ ଜବତ, ୩ ଗିରଫ

କେନ୍ଦୁଝର ୧ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଚଢ଼ାଉ କରାଯାଇ ହରିଚନ୍ଦନପୁର ଥାନା ଅଞ୍ଚଳରୁ ୩ ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ପ୍ରାୟ ୧୯ କେଜି ଓଜନର ୧୪ଟି…

ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟ ପ୍ରଭାବିତ, ଏମିତି ପଦକ୍ଷେପ ନେଲେ ଚା’ ଦୋକାନୀ

କୋଲକତା,୧।୯: ପଶ୍ଚିମବଙ୍ଗର ସିଲଗୁଡିରେ ଏକ ଅଭାବନୀୟ ଘଟଣା ଘଟିଛି। ଏନଜେପି ରେଳ ଷ୍ଟେଶନ ପାଖରେ ଜଣେ ଚା’ ଦୋକାନୀ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଚା’ ଦୋକାନୀଙ୍କ ନାମ ରାଜୁ ବୋଲି ଜଣାପଡିଛି। ସେ ଏନ୍‌ଜେପି ରେଳ…

୧୦୮ ଆମ୍ବୁଲାନ୍ସ୍‌ର ପ୍ରଥମ ମହିଳା ଡ୍ରାଇଭର: ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୧।୯: ପ୍ରଥମ ମହିଳା ଆମ୍ବୁଲାନ୍ସ୍‌ ଡ୍ରାଇଭରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ. ପାଲାନିସାମି ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରଥମ ମହିଳା ଭାବେ ଏମ୍‌. ବୀରାଲକ୍ଷ୍ମୀ ଏବେ ୧୦୮ ଆମ୍ବୁଲାନ୍ସ୍‌ ଚଳାଇବେ। ୯୦ଟି ୧୦୮ ଆମ୍ବୁଲାନ୍ସ୍‌ର ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

କୋଭିଡ ନିୟମ ମାନି ଆରମ୍ଭ ହେଲା ଜେଇଇ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧।୯: ବହୁ ବାଦ ବିବାଦ ପରେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେଶନ (ଜେଇଇ)ମୁଖ୍ୟ ପରୀକ୍ଷା ମଙ୍ଗଳବାର ଆରମ୍ଭ କରାଯାଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ରେ ଦାଖଲ ହେବାକୁ ଏହି ପରୀକ୍ଷା କରାଯାଉଛି। ତେବେ ଦେଶରେ କରୋନା ମହାମାରୀର ଭୟାବହତାକୁ ଦେଖି ବିରୋଧୀ ଓ…

ଇଞ୍ଜିନିୟରିଂ ଚାକିରିରେ ମିଳିଲାନି ଶାନ୍ତି, ବ୍ୟକ୍ତି କଲେ ଏମିତି କାମ

ଜଣେ ଇଞ୍ଜିନିୟର ଚା’ବାଲାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି। ତାଙ୍କର ଫଟୋକୁ ଆଇଏଏସ୍‌ ଅବନୀଶ ଶରଣ ଟୁଇଟରରେ ଶେୟାର କରିଛନ୍ତି। ଏହି ଫଟୋରେ ଜଣେ ଇଞ୍ଜିନିୟରରୁ ଚା’ ବାଲା ସାଜିଥିବା ବ୍ୟକ୍ତି କାହାଣୀ ରହିଛି। ଯାହାକି ଲୋକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri