ଏହି କାରଣ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବେନି ଷ୍ଟୋକ୍ସ
ମାଞ୍ଚେଷ୍ଟର, ୧।୯: ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୩ ମ୍ୟାଚବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ ଲାଗି ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେବା ଲାଗି ଘରୋଇ ଇଂଲଣ୍ଡ ମଜଭୁତ ଦଳ ଘୋଷଣା କରିଛି। ଯେଉଁଥିରେ ଜୋଫ୍ରା…
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୦୭ କରୋନା ଆକ୍ରାନ୍ତ: ଓୟୁଏଟି କଲୋନୀରୁ ସର୍ବାଧିକ
ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜଧାନୀରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା। ମଙ୍ଗଳବାର ପୁଣି ଭୁବନେଶ୍ୱରରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୫ କ୍ୱାରାଣ୍ଟାଇନ୍ର ଥିବା ବେଳେ ୧୭୨ ଲୋକାଲ କେସ୍ ରହିଛି। ତେବେ କ୍ୱାରାଣ୍ଟାଇନ୍ କେସ୍ ମଧ୍ୟରୁ ୨୦ଜଣ ଓୟୁଏଟି କଲୋନୀରୁ…
ଧୋନୀଙ୍କ ସହ ପୁରା ଚେନ୍ନାଇ ଦଳର ଆଉଥରେ ହେଲା କରୋନା ଟେଷ୍ଟ
ଦୁବାଇ, ୧।୯: ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍-୧୩ ଲାଗି ଏପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ କରିପାରି ନ ଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) କ୍ୟାମ୍ପ୍ରୁ ବଡ଼ ଖବର ଆସିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳର ସମସ୍ତ…
ଘରେ ଅର୍ଥାଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା..
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି…
ବିରାଟ କୋହଲିଙ୍କ ଦଳରେ ସାମିଲ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍
ଦୁବାଇ, ୧।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ କରାଯାଇଛି।…
ମାସେ ଭିତରେ ଏହି ଯୁବକଙ୍କୁ ୮ ଥର କାମୁଡ଼ିଲାଣି ଗୋଟିଏ ସାପ: ଯେଉଁଠି ଲୁଚିଲେ ବି ଖୋଜିନେଉଛି
ରାମପୁର: ଉତ୍ତରପ୍ରଦେଶର ରାମପୁରରେ ସର୍ପ ଦଶଂନକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ଲଗାତାର ଭାବେ ଗୋଟିଏ ସାପ କାମୁଡିବା ଚର୍ଚ୍ଚାର ବିଷୟ ପାଲଟିଛି। ସେ ହେଲେ ଯଶରାଜ ମିଶ୍ର। ରାମପୁରରେ ରହୁଥିବା ଯଶରାଜଙ୍କୁ ଗୋଟିଏ ମାସରେ…
ବିମୁଦ୍ରୀକରଣ ପରଠାରୁ ବିଗିଡିଛି ଦେଶର ଅର୍ଥବ୍ୟବସ୍ଥା: ରାହୁଲ
ନୂଆଦିଲ୍ଲୀ,୧।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜିଡିପି ବିକାଶ ଦରରେ ହୋଇଥିବା ପତନକୁ ଦେଖି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ବିମୁଦ୍ରୀକରଣ ପରଠାରୁ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି। ଆଉ ଏହାପରେ ସରକାର ଗୋଟିଏ…
ଖୋଲା ଆକାଶ ତଳେ ମଣିଷ ହାତରୁ ଏପରି ସେଓ ଖାଉଛି ଶୁଆ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ମାସେ ବଢ଼ିଲା ପୁରୀ ସ୍ବର୍ଗଦ୍ୱାର କଟକଣା
ପୁରୀ ଅଫିସ,୧ା୯: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ମୃତଦେହ ଦାହ ଉପରେ କଟକଣା ଲଗାଯାଇଛି । ଗତ ଜୁଲାଇ ୭ ତାରିଖରୁ ପୁରୀ ଜିଲା ବାହାର ମୃତଦେହ ସ୍ବର୍ଗଦ୍ୱାରରେ ଦାହ କରାଯାଇପାରିବ ନାହିଁ ବୋଲି…
ଏହିସବୁ ରୁଟ୍ରେ ସବୁଦିନ ଚାଲିବ ମୋ’ ବସ୍
ଭୁବନେଶ୍ୱର, ୧।୯(ବ୍ୟୁରୋ): ଏଣିକି ସପ୍ତାହର ସମସ୍ତ ୭ ଦିନ ଚାଲିବ ‘ମୋ ବସ୍’। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କ୍ରୁଟ୍ ତଥା ଓଏସ୍ଆର୍ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ଅଧିକ ଡିମାଣ୍ଡ ଥିବା ୮ ଟି ରୁଟ୍ରେ ସପ୍ତାହର ସବୁଦିନ…
ଏମାନଙ୍କୁ କେବେବି ଭୁଲ୍ରେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନ ସହ ଜଡିତ ଅନେକ କଥା ବିଷୟରେ କହିଛନ୍ତି। ଲୋକେ ଚାଣକ୍ୟଙ୍କ ଏହି ନୀତକୁ ଅନୁସରଣ କରି ଅନେକ ଅସୁବିଧାରୁ ରକ୍ଷା ପାଇପାରିବେ। ଏହି ନୀତି କେବଳ ଲୋକଙ୍କୁ ସଫଳତାର ପଥରେ ନେଇଥାଏ ତାହା…
ଏହି ଆଇଲାଣ୍ଡ୍କୁ କେବଳ କରୋନା ପଜିଟିଭ୍ ଚିହ୍ନଟ ଲୋକେ ବୁଲିବାକୁ ଆସିପାରିବେ,ଜାଣନ୍ତୁ କାହିଁକି
ବିଶ୍ୱର ଏପରି ଏକ ଆଇଲାଣ୍ଡ ଅଛି ଯେଉଁଠିକୁ କେବଳ କରୋନା ପଜିଟିଭ୍ ଲୋକ ଆସିବାର ସର୍ତ୍ତ ରହିଛି। ବ୍ରାଜିଲର ଫର୍ଣ୍ଣାଣ୍ଡୋ ଡି ନୋରୋହ୍ନା ନାମକ ଏହି ଆଇଲାଣ୍ଡ କରୋନା ଯୋଗୁ ଗତ ୫ ମାସ ହେବ ବନ୍ଦ ଥିଲା। ଏବେ ସର୍ତ୍ତ…
Archives


