ଚାଇନା ତିଆରି କରୁଛି ଏମିତି ଟେଲିସ୍କୋପ, ଯାହା ଦେବ ଏଲିଅନ୍‌ଙ୍କ ବିଷୟରେ ଖବର

ବେଜିଂ,୧୫।୧: ମହାକାଶରେ ଏଲିଅନ୍‌, ଏଷ୍ଟରୟେଡ୍‌ସ ଏବଂ ମେଟିୟୋର୍ସ ଖବର ଦେବା ପାଇଁ ଥିବା ଆର୍ସିବୋ ଟେଲିସ୍କୋପ ଭାଙ୍ଗିଯିବା ପରେ ଚାଇନା ବିଶ୍ୱ ପାଇଁ ନୂଆ ଟେଲିସ୍କୋପ ତିଆରି କରୁଛି। ଚାଇନାର ବଡ଼ ଟେଲିସ୍କୋପ ଦୁନିଆର ସବୁଠୁ ବଡ଼। ନ୍ୟାଶନାଲ ଆଷ୍ଟ୍ରୋନମିକାଲ ଅବ୍‌ଜରଭେଟିବ୍‌ସ ଅଫ୍‌ ଚାଇନା କହିଛି, ଏହି ବିଶାଳକାୟ ଟେଲିସ୍କୋପ୍‌ର ୧୦ ପ୍ରତିଶତ ଅବ୍‌ଜରଭେସନ ସମୟ ଦୁନିଆର ଅନ୍ୟ ବୈଜ୍ଞାନିକଙ୍କ ପାଇଁ ଦେବ। ଏହି ଟେଲିସ୍କୋପରୁ ମହାକାଶରୁ ନିରୀକ୍ଷଣ କରିବା ପାଇଁ ଟାଇମଟେବୁଲ ଏହିବର୍ଷ ଅଗଷ୍ଟ ୧ ପର୍ଯ୍ୟନ୍ତ ଜାରି କରାଯିବ। ଏହା ପରେ ସମଗ୍ର ଦୁନିଆ ପାଇଁ ବୈଜ୍ଞାନିକମାନ ଏହି ଟେଲିସ୍କୋପକୁ ଉପଯୋଗ କରିବେ।

ଏହି ଟେଲିସ୍କୋପର ନାମ ଫାଇଭ୍‌ ହଣ୍ଡ୍ରେଡ୍‌ ମିଟର ଅପର୍ଚର ସ୍ଫେରିକଲ ଟେଲିସ୍କୋପ ଦକ୍ଷିଣ-ପଶ୍ଚିମ ଚାଇନାର ଗୁଇଝୋଉ ଜିଲାର ପିଙ୍ଗ୍‌ତାଙ୍ଗ ଅଞ୍ଚଳର ପାହାଡ଼ ମଝିରେ ତିଆରି କରାଯାଇଛି। ଏହାକୁ ସ୍ବର୍ଗର ଆଖି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮୦ ବର୍ଷ ବଞ୍ଚିବା ପାଇଁ ଏହି ବ୍ୟକ୍ତି ପ୍ରତିଥର ଖର୍ଚ୍ଚ କରୁଛନ୍ତି ଏତିକି ଟଙ୍କା, ଜାଣିଲେ…

ଆମେରିକାର ଜଣେ କୋଟିପତି ତଥା ବ୍ୟବସାୟୀ ୧୮୦ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା...

୪୩ ବର୍ଷରେ ପୃଥିବୀରୁ ନଷ୍ଟ ହୋଇଯିବ ଜଙ୍ଗଲ, ଏହି ବୈଜ୍ଞାନିକ କଲେ ଭବିଷ୍ୟବାଣୀ

ଦୁନିଆର ସବୁଠୁ ବଡ଼ ଜଙ୍ଗଲ ଆମାଜନ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଆସନ୍ତା ୪୩ ବର୍ଷ ମଧ୍ୟରେ ଅର୍ଥାତ୍‌...

କାନ୍ଦାହାରକୁ କବ୍‌ଜା କଲା ତାଲିବାନ

କାବୁଲ,୧୩।୮: ତାଲିବାନ ଆଫଗାନିସ୍ତାନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରବାରେ ଲାଗିଛି। ଏବେ ତାଲିବାନମାନେ କାନ୍ଦାହାରକୁ ମଧ୍ୟ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଏହା ବ୍ୟତୀତ ତାଲିବାନ ମଧ୍ୟ...

ଚାଇନାରେ ହାହାକାର: କରୋନା ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା; ୨୪ ହଜାରରୁ ଅଧିକଙ୍କ ଠାରେ ଚିହ୍ନଟ

ବେଜିଂ,୫।୨: ଚାଇନାର କରୋନା ମହାମାରୀ ହାହାକାର ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୯୦ରେ ପହଞ୍ଚିଛି। ସେହିପରି ୨୪ ହଜାର ୩ଶହ...

ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ ଘୋଡ଼ା ସବାର ପୋଲିସ

ମୁମ୍ବାଇ, ୨୦।୧: ମୁମ୍ବାଇରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସରକାର ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି। ୮୮ ବର୍ଷ ପରେ ପୁଣିଥରେ ଘୋଡ଼ା ସବାର ଟ୍ରାଫିକ୍‌...

ଆରଡ଼ିରେ ଶିବ ବିବାହ

ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ କାହିଁ କେଉଁକାଳରୁ ପାଳିତ ହୋଇଆସୁଛି...

ଜେଲେନସ୍କି ଏକୁଟିଆ ନୁହନ୍ତି, ଆମେ ସାଙ୍ଗରେ ଅଛୁ, କହିଲେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌, ୧୬।୩ : ଚେକ ରିପବ୍ଲିକ, ପୋଲାଣ୍ଡ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସାକ୍ଷାତ ସମାପ୍ତ ହୋଇଛି। ସମସ୍ତ ଦେଶ...

ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫...

Advertisement
Archives

Model This Week