କଙ୍ଗନାଙ୍କ ନାମରେ ଚୋରି ଅଭିଯୋଗ

ବଲିଉଡ୍‌ର କୁଇନ୍‌ ଗର୍ଲ କଙ୍ଗନା ରଣାଓ୍ବତ୍‌ଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ର ଆଗାମୀ ଫ୍ରାଞ୍ଚାଇଜ୍‌ ‘ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍‌ ଦିଦ୍ଦା’ରେ ଦେଖିବାକୁ ମିଳିବ। ମଣିକର୍ଣ୍ଣିକା’ରେ ଝାନସୀର ରାଣୀ କାହାଣୀ ଦେଖିବାକୁ ମିଳିଥିଲା। ଏବେ ଆଗାମୀ ଫିଲ୍ମରେ କାଶ୍ମୀରର ରାଣୀ ବିଷୟରେ ଦର୍ଶକ ଦେଖିବାକୁ ପାଇବେ। ମାତ୍ର ଏହି ଫିଲ୍ମ ଘୋଷଣା ହେବା ପରେ ଅଭିନେତ୍ରୀଙ୍କ ଉପରେ ଚୋରି ଅଭିଯୋଗ ଲାଗିଛି। ‘ଦିଦ୍ଦା’ ଲେଖକ ଆଶିଷ କୌଲ କଙ୍ଗନାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି।
ଆଶିଷଙ୍କ କହିବାନୁଯାୟୀ, କଙ୍ଗନା ତାଙ୍କ କାହାଣୀ ଚୋରିକରି ନେଇଛନ୍ତି। ତେଣୁ ସେ କଙ୍ଗନାଙ୍କ ଉପରେ ପିରାଇଟ୍‌ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନିଜ ଅଧିକାର ପାଇଁ ଲଢ଼ୁଥିବା କଙ୍ଗନା ମୋ ଭଳି ଲେଖକଙ୍କ ଅଧିକାରକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି। କଙ୍ଗନାଙ୍କର ଏହି ଶୈଳୀ ଆଦୌ ହେଲେ ଜଣାପଡ଼ୁ ନାହିଁ। ମୁଁ ଏହାକୁ ଇଣ୍ଟେଲେକ୍‌ଚୁଆଲ ଚୋରି କହିବି ବୋଲି ଆଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ବିରାଜ ଦାଶଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବିରାଜ ଦାଶଙ୍କର ମଙ୍ଗଳବାର ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ହୋଇ ୪...

ମଲାଇକା କରୋନା ପଜିଟିଭ: ଚିନ୍ତାରେ କରିନା

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା କରୋନା ପଜିଟିଭ ଥିବା ଗତକାଲି ତାଙ୍କ ଭଉଣୀ ଅମୃତା ଜଣାଇଥିଲେ। ଏହା ପୂର୍ବରୁ ଅର୍ଜୁନ କପୁର କରୋନାରେ ପୀଡ଼ିତ...

ଭିନ୍ନ ଢଙ୍ଗରେ ପିତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ବୋନି କପୁର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଖୁସିକୁ ଦ୍ୱିଗୁଣିତ କରିଛନ୍ତି ବଲିଉଡ୍‌ ନାୟିକା ତଥା ବୋନିଙ୍କ ଝିଅ...

କୋଟିକୋଟି ଟଙ୍କାର ମାଲିକ ଧନୁଷ: ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷ ବର୍ତ୍ତମାନ ସ୍ତ୍ରୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ବିବାହ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଛନ୍ତି। ଦୁହେଁ ଅଲଗା ହେବାପରେ ମଧ୍ୟ ଉଭୟଙ୍କର...

କ୍ଲବ୍‌-୬୯

ସାଇବର କ୍ରାଇମ୍‌ ଏବେ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି କହିଲେ ଆଦୌ ଭୁଲ ହେବ ନାହିଁ। ମୋବାଇଲ୍‌ରେ ଫେକ୍‌ କଲ୍‌ ମାଧ୍ୟମରେ ମିଠା...

କରୋନାକୁ ହରାଇ ଘରକୁ ଫେରିଲେ ଦୀପିକାଙ୍କ ମା’

ଟେଲି ଅଭିନେତ୍ରୀ ଦୀପିକା ସିଂଙ୍କ ମା’ ଏବଂ ଜେଜେ ମା’ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କ ମା’ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ...

ସୋନମ କପୁରଙ୍କ ଲାଇଫରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ‘ସମୱାନ ସ୍ପେଶାଲ’

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଶନିବାର ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମସ୍ତଙ୍କୁ...

୩୪ ବର୍ଷରେ ସୁଶାନ୍ତ ସିଂ: ଅଙ୍କିତାଙ୍କ ପରେ କ୍ରିତି ସେନନ୍‌ଙ୍କ ସହ କରୁଥିଲେ ଡେଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଙ୍ଗଳବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।...

Advertisement
Archives

Model This Week