Home Left

କୂଅରେ ପଡ଼ିଥିବା ବାଛୁରୀକୁ ବଞ୍ଚାଇବାକୁ ଯାଇ ୫ ଯୁବକ ମୃତ

ଲକ୍ଷ୍ନୌ, ୮।୯: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ିଥିବା ଏକ ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ୫ ଜଣ ଯୁବକ ମୃତ୍ୟୁବରଣ କରିଛନ୍ତି। ଜଣଙ୍କ ପରେ ଜଣେ ଯୁବକ କୂଅ ମଧ୍ୟକୁ ଯାଇଥିଲେ…

ସ୍ତ୍ରୀ, ଝିଅ ସହ ସମୁଦ୍ର କୂଳରେ ମଜାନେଲେ ରୋହିତ୍‌ ଶର୍ମା

ଦୁବାଇ, ୮।୯: ଆଇପିଏଲ୍‌ର ସବୁଠାରୁ ସଫଳ ଫ୍ରାଞ୍ଚାଇଜ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ସର୍ବାଧିକ ୪ଥର ଆଇପିଏଲ୍‌ ଟ୍ରଫି ଜିତି ରେକର୍ଡ କରିଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମାଙ୍କ ନେତୃତ୍ୱରେ ହିଁ ମୁମ୍ବାଇ ଏହି ୪ଥର ଟାଇଟଲ ଜିତିବାରେ…

କରୋନା ଯୁଦ୍ଧରେ ହାରିଗଲେ ସବ୍‌ଇନ୍ସପେକ୍ଟର

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବଡମାଲ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ରାଜକିଶୋର ସାମଦ(୪୨) ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗତ ଅଗଷ୍ଟ ୧୭ରୁ ସେ ଜିଲା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି।…

ଇବ୍‌ ନଦୀକୁ ଖସିଲା ହାଇୱା: ୨ ନିଖୋଜ

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବନହରପାଲି ଥାନା ରମ୍ପେଲା ବ୍ରିଜ ଉପରୁ ମଙ୍ଗଳବାର ଏକ ହାଇଓ୍ବା (ନଂ.ଓଡି ୨୩କେ୧୫୪୭) ଭାରସାମ୍ୟ ହରାଇ ଇବ ନଦୀକୁ ଖସିପଡିଛି। ଫଳରେ ହାଇଓ୍ବାଟି ସମ୍ପୂର୍ଣ୍ଣ ନଦୀରେ ବୁଡିଯାଇଛି। ସମ୍ବଲପୁର ରେଙ୍ଗାଲିରୁ କୁମ୍ଭାରବନ୍ଧ ଅଭିମୁଖେ ହାଇଓ୍ବାଟି ଆସୁଥିବାବେଳେ ଏହି ଦୁର୍ଘଟଣା…

ୟୁଏସ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ୩ ଖେଳାଳି ହେଉଛନ୍ତି ମା’

ନ୍ୟୁୟର୍କ, ୮।୯: ଆମେରିକୀୟ ଟେନିସ ଷ୍ଟାର୍‌ ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲର ଏକ ମ୍ୟାଚ୍‌ରେ ସେରେନା ୬-୩, ୬-୭ (୬), ୬-୩ ସେଟ୍‌ରେ ଗ୍ରୀସର…

ଡ୍ରଗ୍ସ ମାଫିଆଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଥିବା ପ୍ରମାଣିତ ହୋଇଛି: ବିହାର ଡିଜିପି

ପାଟଣା,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାକୋର୍ର୍ଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନ୍‌ସିବି) ମଙ୍ଗଳବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ରିୟା ଗିରଫ ହେବା ପରେ ବିହାର ଡିଜିପି ଗୁପ୍ତେଶ୍ୱର…

ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ଦୁବାଇ, ୮।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ଆବୁଧାବିରେ ଉଦ୍‌ଘାଟନୀ ମ୍ୟାଚ୍‌…

କରୋନା ଆକ୍ରାନ୍ତ ହେଲେ ଏହି ଷ୍ଟାର୍‌ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୮।୯: ଫ୍ରାନ୍ସ ତଥା ପ୍ୟାରିସ ସେଣ୍ଟ ଜର୍ମେନର ଷ୍ଟାର୍‌ ଫୁଟ୍‌ବଲ ଖେଳାଳି କେଲିଆନ୍‌ ଏମ୍‌ବାପ୍ପେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଯୁବ ଷ୍ଟ୍ରାଇକର୍‌ ମଙ୍ଗଳବାର ବିଶ୍ୱକପ୍‌ ରନର୍ସଅପ୍‌ କ୍ରୋଏସିଆ ବିପକ୍ଷରେ ନେସନ୍ସ ଲିଗ୍‌ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ…

୩୦ ଲକ୍ଷରେ ବିଗ୍‌ ବି ବିକୁଛନ୍ତି କୋଟିଏରୁ ଅଧିକ ମୂଲ୍ୟର ଏହି କାର୍‌? ୧୪ ବର୍ଷ ପୂର୍ବେ ସଉକରେ କିଣିଥିଲେ

ବମ୍ବେ: କାର୍‌ ବିକିବେ ବିଗ୍‌ ବି ଅମିତାଭ। ନିଜର ପୋର୍ଚେ କେମ୍ୟାନ୍‌ ଏସ୍‌ କାର୍‌କୁ ବିକ୍ରି କରିବାକୁ ଅମିତାଭ ନିଷ୍ପତ୍ତି ନେଇଛନ୍ତି। କାରଟିର ମୂଲ୍ୟ ୧.୨୦ କୋଟି ଟଙ୍କା ହୋଇଥିଲେ ହେଁ ସେ ଏହାକୁ ୩୦ ଲକ୍ଷ ଟଙ୍କାରେ ବିକିବେ ବୋଲି…

ରିୟାଙ୍କ ଗିରଫ ପରେ ଟୁଇଟ କରି ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା

ମୁମ୍ବାଇ,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନସିବି) ମଙ୍ଗଳବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ରିୟାଙ୍କ ଗିରଫ  ଖବର ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ…

ଜୁମ୍‌ ଆପ୍‌ରେ ମିଟିଂ ସମୟରେ ଘଟିଲା ଏଭଳି କିଛି: ଦେଖିଲେ ହସି ହସି ଗଡ଼ିବେ

ମହାମାରୀ କରୋନା ଯୋଗୁ କମ୍ପାନୀମାନେ କର୍ମଚାରୀଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ର ସୁବିଧା ପ୍ରଦାନ କରିଛନ୍ତି। ଫଳରେ କର୍ମଚାରୀମାନେ ଘରେ ରହି କାମ କରୁଛନ୍ତି। ଜୁମ୍‌ ଆପ୍‌ରେ ବିଭିନ୍ନ ବୈଠକ କରାଯାଇପାରୁଥିବାରୁ କର୍ମଚାରୀମାନେ ଏଥିରେ ଯୋଗ ଦେଉଛନ୍ତି। ହେଲେ ବିଗତ ଦିନରେ ମିଟିଂ…

ଗୋଟିଏ ଦିନ ଶୁଟିଂ ପାଇଁ ୧.୫ କୋଟି ଟଙ୍କା ନିଅନ୍ତି ଏହି ଅଭିନେତ୍ରୀ: ରୋଜଗାରକୁ ନେଇ ଉଠିଛି ବିବାଦ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଲିଉଡ୍‌ର କୁଇନ୍‌ କୁହାଯାଏ। ଅଭିନୟ କରିଥିବା ପ୍ରତିଟି ଫିଲ୍ମରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥାନ୍ତି। ପ୍ରଥମେ ନେପୋଟିଜିମ୍‌ ଆଉ ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବୟାନ ଦେଇ କଙ୍ଗନା ଏବେ ଚର୍ଚ୍ଚାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri