ହାତରୁ ଜାଣନ୍ତୁ କେମିତି କଟିବ ବୈବାହିକ ଜୀବନ

ଜ୍ୟେତିସଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଏପରି ଅନେକ ରେଖା ଅଛି, ଯାହା ଭବିଷ୍ୟତ, ବର୍ତ୍ତମାନ ଏବଂ ସହିତ ଜଡିତ ଅନେକ କଥା କହିଥାଏ। ସେହି ରେଖା ଏବଂ ଚିହ୍ନଗୁଡିକ ମଧ୍ୟରୁ କେତେକ ଅତ୍ୟନ୍ତ ସ୍ବତନ୍ତ୍ର ବିବେଚନା କରାଯାଏ।
ତେବେ ବିବାହ ସମୟରେ ଅନେକ ଲୋକେ ଜାତକ ମେଳାନ୍ତି, ଜୀବନସାଥୀ ସହିତ ତାଙ୍କର ଆଗାମୀ ଭବିଷ୍ୟତ କିପରି କଟିବ ଜାଣିବା ପାଇଁ ମାତ୍ର ଏହାପାପୁଲି ରେଖାରୁ ଜାଣି ହୁଏ। ଗୁରୁ ପର୍ବତ ଉପରେ କ୍ରସର ସଙ୍କେତ ସୂଚିତ କରେ ଯେ ବୈବାହିକ ଜୀବନ ସୁଖୀ ହେବ। ଯେଉଁମାନଙ୍କ ହାତରେ କ୍ରସ ଚିହ୍ନ ଅଛି, ସେମାନେ ଏକ ବୁଦ୍ଧିମାନ ଜୀବନସାଥୀ ପାଇଥାନ୍ତି।
ପାପୁଲିରେ ଅଛିକି ଏପରି ଚିହ୍ନ


Enter your email to get our daily news in your inbox.

All Right Reserved By Dharitri.Com

ମୟୂର ପୁଚ୍ଛର କରନ୍ତୁ ଏପରି ବ୍ୟବହାର: ଖୋଲିଦେବ ଭାଗ୍ୟ, ହେବ ଧନୀ

ମୟୂର ପୁଚ୍ଛ ସମସ୍ତ ଦେବୀଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ଧାରଣ କରିଛନ୍ତି। ବିଶ୍ୱାସ ଅଛି ଯେ, ଏହା ମଧ୍ୟ ଜୀବନର...

ଫାଷ୍ଟଫୁଡ୍‌ ଖାଉଥିଲେ କିଛି କଥା ପ୍ରତି ଦିଅନ୍ତୁ ଧ୍ୟାନ, ରହିବେ ସୁସ୍ଥ

ବଜାରରେ ମିଳୁଥିବା ଫାଷ୍ଟଫୁଡ୍‌ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ସୁଆଦିଆ ମାତ୍ର ଦେହ ପ୍ରତି କ୍ଷତିକାରକ। ଫାଷ୍ଟଫୁଡ୍‌ ଖାଇବା ପରେ କିଛି...

ଘରକୁ ରଖନ୍ତୁ ସୁବାସିତ

ନିଜ ଘରକୁ ସବୁବେଳେ ସଫା ଏବଂ ସୁନ୍ଦର ରଖିବାକୁ ସମସ୍ତେ ଚାହାନ୍ତି। ଆଉ ଏଥିପାଇଁ ବିଭିନ୍ନ ପ୍ରକାର ଡେକୋରେଟିଭ୍‌ ସାମଗ୍ରୀ ବି ବ୍ୟବହାର କରନ୍ତି। ହେଲେ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ମୂଳା

ବାଡିବଗିଚାରେ ଅତିସହଜରେ ମିଳୁଥିବା ମୂଳାରେ ଭରପୂର ଔଷଧୀୟ ଗୁଣ ରହିଛି। ରକ୍ତଚାପଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ରୋଗର ମହୋଷଧୀ ଏହି ମୂଳାରେ ହିଁ ରହିଛି।...

ହୋଲିରେ ଆଖିର ସୁରକ୍ଷା

ରଙ୍ଗର ଉତ୍ସବ ହୋଲିରେ ଭଳିକିଭଳି ରଙ୍ଗ ଖେଳର ମଜା ନେବାକୁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଥାଏ। ହେଲେ କେବେକେବେ ଏହି ରଙ୍ଗ ଖେଳ ପରବର୍ତ୍ତୀ...

ଜୀବନରେ ଏହି ୪ ଜିନିଷକୁ ଧ୍ୟାନ ଦିଅନ୍ତୁ, ଧନ ସହ ସମ୍ମାନ ବଜାୟ ରହିବ; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟକୁ ସଫଳ ହେବାର ମାର୍ଗ ଦେଖାଇଥାଏ ଚାଣକ୍ୟ ନୀତି। କାରଣ ବିଫଳ ହେବାକୁ କେହି ବି ଚାହିଁ ନ ଥାନ୍ତି। ଏଥିପାଇଁ ସମସ୍ତେ କଠିନ ପରିଶ୍ରମ...

ଏସବୁ ଜିନିଷ ସହ ମିଶାଇ ଖାଆନ୍ତୁ ନାହିଁ ମହୁ…

ମହୁ ସ୍ବାସ୍ଥ୍ୟ ପାଇଁ  ଉପକାରୀ ହୋଇଥିବା ବେଳେ ଥଣ୍ଡା ଲାଗି ବରଦାନ ସଦୃଶ ହୋଇଥାଏ। ଥଣ୍ଡା ଜ୍ୱର ସମୟରେ ତୁଳସୀ ପତ୍ରରେ ମହୁ ମିଶାଇ ସେବନ...

ଝିଅଙ୍କ ରୁମ୍‌ ତିଆରି କରନ୍ତୁ ଏହି ଦିଗରେ : ଦୂର ହେବ ବିବାହ ସମ୍ବନ୍ଧୀୟ ସମସ୍ୟା

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ  ଯେତେବେଳେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ ସମ୍ପର୍କ...

Advertisement


Archives

Model This Week

Why Dharitri