ପରିବାର ପୋଷିବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର
ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଓପନର୍ ନାଥାନ ଆଷ୍ଟଲେ ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୧, ସେପ୍ଟେମ୍ବର ୧୫ରେ ଖ୍ରୀଷ୍ଟଚର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ନାଥାନ ନ୍ୟୁଜିଲାଣ୍ଡକୁ ଅନେକ ମ୍ୟାଚ ଜିତାଇଥିଲେ। କିନ୍ତୁ ଆଜି ସେ କ୍ରିକେଟ ଛାଡି ପରିବାର ପୋଷିବା ପାଇଁ ଏକ ଭିନ୍ନ…
ବିହାର ବିଧାନସଭା ନିର୍ବାଚନ: ୫୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା,୧୬୦ କୋଟିପତି
ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ ଆପରାଧୀକ ମାମଲା ରହିଛି। ଏଭଳି ବିଧାୟକଙ୍କ ସଂଖ୍ୟା ୧୩୬ ଥିବା କୁହାଯାଉଛି। ସେଥିମଧ୍ୟରୁ ୯୪…
କରୋନା ସଙ୍କଟ ସମୟରେ ବଢିଛି ଆତ୍ମହତ୍ୟା ମାମଲା: ରାମଗୋପଳ ଯାଦବ
ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ଅନେକ କ୍ଷତି ଘଟାଇଛି । ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍ପି ରାମଗୋପାଳ ଯାଦବ କହିଛନ୍ତି କରୋନା ସଙ୍କଟ ସମୟରେ ଲୋକେ ବହୁପରିମାଣରେ ଆତ୍ମହତ୍ୟା କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି…
ଟିଏମ୍ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା
କୋଲକାତା,୧୫।୯: ପଶ୍ଚିମବଙ୍ଗର ମାଲଦା ଜିଲାରେ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ସୁବୋଧ ପରମାଣିକ। ସେ କାଠ ବ୍ୟବସାୟ କରୁଥିଲେ ଏବଂ ହବିପୁର ଗାଁର ବାସିନ୍ଦା ଥିଲେ। ସୁବୋଧଙ୍କ ମୃତଦେହ ଫାର୍ମ ନିକଟରୁ ମିଳିଥିଲା। ପୋଲିସ…
ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍ ଅଫିସର ସ୍ତରରେ ଏକ ବଡଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପୃଥକ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି…
କଳାକାରଙ୍କ ପାଇଁ ସହଯୋଗର ହାତ ବଢାଇଲା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ କାରଣରୁ ଅନେକ ଲୋକଙ୍କୁ ଜୀବନ ଜୀବିକା ହରାଇବାକୁ ପଡିଛି । ଏହି ସଙ୍କଟ ସମୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କଳାକାରମାନଙ୍କ ପାଇଁ ସହଯୋଗର ହାତ ବଢାଇଛି । କେନ୍ଦ୍ର ସରକାରଙ୍କ କିଛି ଯୋଜନା ଅଧିନରେ…
କରୋନା ପଜିଟିଭ ଜାଣି ସମୀରଙ୍କ ସହ କଥା ହେଲେ ନବୀନ
ଭୁବନେଶ୍ୱର ୧୫।୯(ବ୍ୟୁରୋ):ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସମୀରଙ୍କ ଆରୋଗ୍ୟ କାମନା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ…
ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ ଭାରତ
ନୂଆଦିଲ୍ଲୀ,୧୫।୯: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇବାର ନାଁ ଧରୁନି। ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଦୁଇ ଦେଶ ଉଚ୍ଚ ସ୍ତରୀୟ ଆଲୋଚନା କରୁଥିଲେ ମଧ୍ୟ ତାହା ବିଫଳ ରହିଛି। ସେପଟରେ ପଡୋଶୀ ଦେଶ…
ଆଶୀର୍ବାଦଙ୍କୁ କ୍ଲିନ୍ଚିଟ୍
କଟକ ଅଫିସ,୧୫।୯: ରାଜ୍ୟ କ୍ରୀଡାର ବରିଷ୍ଠ ସଙ୍ଗଠକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମ୍କୋର୍ଟ କ୍ଲିନ୍ଚିଟ୍ ଦେଇଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ ବିବାଦୀୟ ଜମି ଉପରେ ଦୋକାନ ଗୃହ, କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ସିବିଆଇ ଜାଲରେ ଆଶୀର୍ବାଦ ଛନ୍ଦି ହୋଇଥିଲେ। ପରବର୍ତ୍ତୀ…
ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ଏହିସବୁ ପ୍ରସିଦ୍ଧ କ୍ରିକେଟର
ସେପ୍ଟେମ୍ବର ୧୫କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ହୋଇତତ୍ବାରୁ ତାଙ୍କ ସ୍ମୃତିରେ ଏହି ଦିନକୁ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ କିଛି…
ମା’ବିରଜାଙ୍କ ରଥଯାତ୍ରା ପାଇଁ ହାଇକୋର୍ଟରେ ପିଟିଶନ
ଯାଜପୁର ଟାଉନ, ୧୫।୯ (ଡି.ଏନ୍.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତବର୍ଷ କରାଇବାକୁ ସେବାୟତ ପରିଷଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରତିବର୍ଷ ମା’ଙ୍କର ଦୂର୍ଗାପୂଜା ଅବସରରେ ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ…
ଲଗେଜ୍ରେ ବନ୍ଧୁକ ନେଇ ବିମାନଯାତ୍ରା
ଭୁବନେଶ୍ୱର,୧୫।୯(ବ୍ୟୁରୋ): ହାଇସିକ୍ୟୁରିଟ୍ ଜୋନ୍ କୁହାଯାଉଥିବା ବିମାନ ବନ୍ଦର ଭିତରକୁ ଜଣେ ଯାତ୍ରୀ ବନ୍ଧୁକ ନେଇଯାଇଥିଲେ। ବିମାନ ଭିତରକୁ ଚଢିବା ସମୟରେ ସୁରକ୍ଷାକର୍ମୀ ଲଗେଜ ଯାଞ୍ଚ କରିବାବେଳେ ଯାତ୍ରୀ ଜଣଙ୍କ ଧରାପଡିଛନ୍ତି। ତାଙ୍କ ନିକଟରୁ ବନ୍ଧୁକ ଜବତ କରାଯିବା ସହ ଏୟାରପୋର୍ଟ ଥାନାକୁ…
Archives


