Home Left

୩୯ ହଜାର କୋଟି ଉଠାଇଛନ୍ତି ଇପିଏଫ୍‌ ସଦସ୍ୟ

ନୂଆଦିଲ୍ଲୀ, ୧୫।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ର ସଦସ୍ୟ ୩୯,୪୦୨ କୋଟି ଟଙ୍କା ଉଠାଣ କରିଛନ୍ତି। ମାର୍ଚ୍ଚ ୨୫ରୁ ଅଗଷ୍ଟ ୩୧ ମଧ୍ୟରେ ସଦସ୍ୟମାନେ ଏହି ରାଶି ଉଠାଇଥିବା ସରକାର ସୋମବାର ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି। କୋଭିଡ ପାଇଁ ଲୋକମାନେ ବିଭିନ୍ନ…

ଏମ୍‌ଏସ୍‌ଏମ୍‌ଇ ବକେୟା ପଇଠ ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫।୯: ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ବକେୟା ରାଶି ପଇଠ କରିଦେବା ଲାଗି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ କର୍ପୋରେଟଗୁଡ଼ିକୁ ନିର୍ଦ୍ଦେଶ ରହିଛି। ବର୍ତ୍ତମାନ କୋଭିଡ୍‌-୧୯ ଲାଗି କ୍ଷୁଦ୍ରଶିଳ୍ପଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ଶିଳ୍ପର…

ହାଇଦ୍ରାବାଦ ଏଫ୍‌ସି ଦଳରେ ଲାଲମ୍‌ପୁଇଆ ଓ ଫର୍ନାଣ୍ଡିଜ

ହାଇଦ୍ରାବାଦ, ୧୫ା୯ (ପି.ଟି.)-ନୂଆ ସିଜନ ଆରମ୍ଭ ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ହାଇଦ୍ରାବାଦ ଏଫ୍‌ସି ସୋମବାର ଦୁଇ ଯୁବ ଆକ୍ରମଣାତ୍ମକ ଖେଳାଳି ଲାଲମପୁଇଆ ଏବଂ ସ୍ପିଡେନ ଫର୍ନାଣ୍ଡିଜଙ୍କ ସହ ଦୀର୍ଘ ମିଆଦୀ ଚୁକ୍ତି କରିଛି। ୨୦ବର୍ଷୀୟ ଏହି ଖେଳାଳି…

ଲଦାଖରେ କ୍ରୀଡ଼ା ସୁବିଧାର ଶିଳାନ୍ୟାସ କଲେ ରିଜିଜୁ

ଲେହ (ଲଦାଖ),୧୫ା୯ (ପି.ଟି.)-ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବିଭିନ୍ନ କ୍ରୀଡ଼ା ସୁବିଧା ଲାଗି ସୋମବାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ। ତନ୍ମଧ୍ୟରେ ଏକ ସିନ୍ଥେଟିକ୍‌ ଟ୍ରାକ୍‌, ଫୁଟ୍‌ବଲ ପାଇଁ ଆଷ୍ଟ୍ରୋଟର୍ଫ ରହିଛି। ଏହି ଅବସରରେ ରାଜ୍ୟପାଳ ତଥା…

ପାଟିରେ ସାପ ରଖି ମୃତ ଯୁବକଙ୍କୁ ଝାଡ଼ିଲେ ତାନ୍ତ୍ରିକ

ଲକ୍ଷ୍ନୌ, ୧୪।୯: ଉତ୍ତର ପ୍ରଦେଶ ଗୋଣ୍ଡା ଜିଲା କୋତଓ୍ବାଲି ଅଞ୍ଚଳରୁ ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ରାତିରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ଭାଇ-ଭଉଣୀକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହାପରେ ପରିବାର ଲୋକ…

ସୁଗା ହେବେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪।୯-ଜାପାନର ସର୍ବାଧିକ କାଳ ମୁଖ୍ୟ କ୍ୟାବେନେଟ ସଚିବ ରହି ଆସିଥିବା ୟୋଶିହିଡେ ସୁଗା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସୋମବାର ଶାସକ ଲିବେରାଲ ଡେମୋକ୍ରାଟିକ ପାର୍ଟିର(ଏଲଡିପି)ର ସଭାପତି ନିର୍ବାଚିତ ହେବା ପରେ ସେ ସିଞ୍ଜୋ ଆବେଙ୍କ ସ୍ଥାନରେ ସେପ୍ଟେମ୍ବର ୧୬ରେ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ, ୧୪।୯- ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ  ସିସୋଦିଆ। ଏ ନେଇ ସୋମବାର ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ହାଲୁକା ଜ୍ୱର ହେବାରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି।…

କରେଣ୍ଟ ଲାଗି କଟିଯାଇଥିଲା ୨ ହାତ; ପାଦରେ ଲେଖି ହେଲେ କୃଷି ପର୍ଯ୍ୟବେକ୍ଷକ

ସିକର, ୧୪।୯: ରାଜସ୍ଥାନର ସିକରରେ ରହୁଥିବା ଭରତ ସିଂ ଶେଖାଓ୍ବତଙ୍କୁ ଏବେ ସମସ୍ତେ ବେଶ୍‌ ତାରିଫ କରୁଛନ୍ତି। ମାତ୍ର ୬ ବର୍ଷ ବୟସରେ ଭରତ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତ ହରାଇଥିବା ଭରତ ପାଦରେ…

କରୋନା ସମୟରେ ଚୋର ନେଇଗଲା ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ

ପୁଣେ, ୧୪।୯: ପୁଣେର ଚକନ ଅଞ୍ଚଳରେ ହସ୍ପିଟାଲକୁ ଯୋଗାଣ ଉଦ୍ଦେଶ୍ୟରେ ରହିଥିବା ଏକ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ ଚୋରି ହୋଇଯାଇଛି। ଅଭିଯୋଗକାରୀ ଅଟୋ ମାଲିକ ହସ୍ପିଟାଲକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ କରିଥାନ୍ତି। ରବିବାର ରାତିରେ ସେ ତାଙ୍କ ଘର ସାମ୍ନାରେ…

ବିରଳ ଦୁଇ ମୁଣ୍ଡିଆ ସାପ ଜବତ: ଜଣେ ଗିରଫ

ଲକ୍ଷ୍ନୌ,୧୪।୯-ବିରଳ ସାପ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ଖେରୀ ଜିଲା ମିତୋଲି ଥାନା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ କାସ୍ତା କଲୋନୀ ବାସିନ୍ଦା ସନ୍ଦୀପ। ଏଥିସହ ତାଙ୍କ ନିକଟରୁ ପୋଲିସ ଦୁଇ ମୁଣ୍ଡିଆ ବିରଳ…

ନିଶାରେ ବଣୁଆ ହାତୀକୁ ନମସ୍କାର କରିବା ପଡ଼ିଲା ମହଙ୍ଗା

ରାଞ୍ଚି, ୧୪।୯: ନିଶାରେ ଥିବା ଜଣେ ବ୍ୟକ୍ତି ହିତାହିତ ଜ୍ଞାନ ଭୁଲି ଗୋଟିଏ ବଣୁଆ ହାତୀକୁ ନମସ୍କାର କରିବା ମହଙ୍ଗା ପଡ଼ିଛି। ହାତୀଟି ଏଥିରେ ଉତ୍ୟକ୍ତ ହୋଇ ସାମ୍ନାରେ ଠିଆ ହୋଇଥିବା ସେହି ବ୍ୟକ୍ତିଙ୍କୁ କଚାଡ଼ି ମାରି ଦେଇଛି। ଏଭଳି ଏକ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ମୁଖ୍ୟମନ୍ତ୍ରୀ

ଗୁରୁଗ୍ରାମ, ୧୪।୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ୬୬ ବର୍ଷୀୟ ଖଟ୍ଟର ସୋମବାର ରାଜଧାନୀ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତ୍ୱ ନିୟମାବଳୀକୁ ମାନି ଚଳିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri